Advertisment

ସୋସିଆଲ ମିଡିଆରେ ଭାଇରାଲ ହେଲା ‘ଦିଲୱାଲେ’ର ଫାଇଟ୍ ସିକ୍ୱେନସର ମେକିଂ ଭିଡିଓ

ମୁମ୍ବାଇ: ଶାହାରୁଖ ଓ କାଜୋଲ ଷ୍ଟାରକାଷ୍ଟ ‘ଦିଲୱାଲେ’ର ଫାଇଟ୍ ସିକ୍ୱେନସର ମେକିଂ ଭିଡିଓ ବଜାରକୁ ଆସିଛି। ସୋସିଆଲ ମିଡିଆରେ ଅପଲୋଡ ହେବାର କିଛି ସମୟ ମଧ୍ୟରେ ଏହା ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳିଛି କାର ଫାଇଟିଂ ଓ ଏସଆରକେଙ୍କ ଆକ୍ସନ ସିନର ବାସ୍ତବ ଚିତ୍ର। ରୋହିତ ସେଟ୍ଟୀଙ୍କ ଫିଲ୍ମରେ ଗାଡିକୁ ନେଇ ଅନେକ ଏକସ୍ପେରିମେଣ୍ଟ ଦେଖିବାକୁ ମିଳେ। ଏଥିପାଇଁ ଆକ୍ଟର, ଡିରେକଟର୍ ସମସ୍ତେ ବହୁ ପରିଶ୍ରମ କରିଛନ୍ତି। ଏସବୁ ସିନ୍ ପାଇଁ କେତେ କଷ୍ଟ କରିବାକୁ […]

ଅଦ୍ୟତନ ହୋଇଛି
ସୋସିଆଲ ମିଡିଆରେ ଭାଇରାଲ ହେଲା ‘ଦିଲୱାଲେ’ର ଫାଇଟ୍ ସିକ୍ୱେନସର ମେକିଂ ଭିଡିଓ

dilwale-mos-

Advertisment

ମୁମ୍ବାଇ: ଶାହାରୁଖ ଓ କାଜୋଲ ଷ୍ଟାରକାଷ୍ଟ ‘ଦିଲୱାଲେ’ର ଫାଇଟ୍ ସିକ୍ୱେନସର ମେକିଂ ଭିଡିଓ ବଜାରକୁ ଆସିଛି। ସୋସିଆଲ ମିଡିଆରେ ଅପଲୋଡ ହେବାର କିଛି ସମୟ ମଧ୍ୟରେ ଏହା ଭାଇରାଲ ହୋଇଛି। ଏହି ଭିଡିଓରେ ଦେଖିବାକୁ ମିଳିଛି କାର ଫାଇଟିଂ ଓ ଏସଆରକେଙ୍କ ଆକ୍ସନ ସିନର ବାସ୍ତବ ଚିତ୍ର। ରୋହିତ ସେଟ୍ଟୀଙ୍କ ଫିଲ୍ମରେ ଗାଡିକୁ ନେଇ ଅନେକ ଏକସ୍ପେରିମେଣ୍ଟ ଦେଖିବାକୁ ମିଳେ। ଏଥିପାଇଁ ଆକ୍ଟର, ଡିରେକଟର୍ ସମସ୍ତେ ବହୁ ପରିଶ୍ରମ କରିଛନ୍ତି। ଏସବୁ ସିନ୍ ପାଇଁ କେତେ କଷ୍ଟ କରିବାକୁ ପଡିଛି ସେସବୁକୁ ଫ୍ୟାନଙ୍କ ସହ ସେୟାର୍ କରିଛନ୍ତି ଡିରେକଟର୍ ରୋହିତ ସେଟ୍ଟୀ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe