/odisha-reporter/media/post_attachments/uploads/2016/09/film.jpg)
film
ଭୁବନେଶ୍ୱର: ମଞ୍ଜରୀ ମୁଭିଜ୍ର ନୂଆ ଓଡ଼ିଆ ଫିଲ୍ମ ‘ଛାତି ତଳେ ଡିଂ ଡଂଗ୍’ର ଅଡିଓ ଗତକାଲି ଏକ ସ୍ୱତନ୍ତ୍ର ଉତ୍ସବରେ ରିଲିଜ୍ ହୋଇଛି। ଏହି ଫିଲ୍ମରେ ଲିଡ୍ ରୋଲ୍ରେ ସବ୍ୟସାଚୀ, ଅର୍ଚ୍ଚିତା, ବର୍ଷା ଓ ସମ୍ୱିତଙ୍କ ସହ ବଳିଉଡ୍ର ବରିଷ୍ଠ ଖଳନାୟକ ଶକ୍ତି କପୁରଙ୍କୁ ଦେଖିବାକୁ ମିଳିବ। ମୃତ୍ୟୁଞ୍ଜୟ ସାହୁ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।
Advertisment
ମଳୟ ମିଶ୍ର ଏହି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଥିବା ୭ଟି ଗୀତକୁ ସତ୍ୟଜିତ୍, ଇରା ମହାନ୍ତି, ଶୈଳଭାମା, ସଞ୍ଜୁ ମହାନ୍ତି, ଅଞ୍ଜଳି ମିଶ୍ର, ଜେମସ୍ ଓ ସଂଗ୍ରାମ ଗାଇଛନ୍ତି।
ଦଶହରାରେ ଏହି ଫିଲ୍ମ ପରଦାକୁ ଆସିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
