Advertisment

‘ବେଫିକ୍ରେ’ର ଟ୍ରେଲର ରିଲିଜ୍

ମୁମ୍ବାଇ: ରଣବୀର ସିଂ ଓ ବାଣୀ କପୁରଙ୍କ ଆଗାମୀ ଫିଲ୍ମ ‘ବେଫିକ୍ରେ’ର ଟ୍ରେଲର ସୋମବାର ରାତି ୧୨ ଟାରେ ଏଫିଲ ଟାୱାରରେ ରିଲିଜ୍ ହୋଇଛି। ୟଶରାଜ ବ୍ୟାନରେ ନିର୍ମିତ ଏହି ଫିଲ୍ମର ପୋଷ୍ଟର ଓ ଗୀତ ପୂର୍ବରୁ  ଦର୍ଶକଙ୍କ ମନକୁ ଛୁଇଁସାରିଛି। ଟ୍ରେଲର ଆରମ୍ଭରେ ରଣବୀର ସିଂ ଓ ବାଣୀ କପୁରଙ୍କୁ  କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଯେଉଁଥିରେ  ଉଭୟ ପରସ୍ପରକୁ ଆଇ ଲଭ ୟୁ କହିବେ ନାହିଁ  ବୋଲି ଶପଥ ନେଉଛନ୍ତି।  ଟ୍ରେଲରରେ ଏହି ଦୁଇ […]

ଅଦ୍ୟତନ ହୋଇଛି
‘ବେଫିକ୍ରେ’ର ଟ୍ରେଲର ରିଲିଜ୍

ranveer-vaani_

Advertisment

ମୁମ୍ବାଇ: ରଣବୀର ସିଂ ଓ ବାଣୀ କପୁରଙ୍କ ଆଗାମୀ ଫିଲ୍ମ ‘ବେଫିକ୍ରେ’ର ଟ୍ରେଲର ସୋମବାର ରାତି ୧୨ ଟାରେ ଏଫିଲ ଟାୱାରରେ ରିଲିଜ୍ ହୋଇଛି। ୟଶରାଜ ବ୍ୟାନରେ ନିର୍ମିତ ଏହି ଫିଲ୍ମର ପୋଷ୍ଟର ଓ ଗୀତ ପୂର୍ବରୁ  ଦର୍ଶକଙ୍କ ମନକୁ ଛୁଇଁସାରିଛି।

Advertisment

ଟ୍ରେଲର ଆରମ୍ଭରେ ରଣବୀର ସିଂ ଓ ବାଣୀ କପୁରଙ୍କୁ  କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଯେଉଁଥିରେ  ଉଭୟ ପରସ୍ପରକୁ ଆଇ ଲଭ ୟୁ କହିବେ ନାହିଁ  ବୋଲି ଶପଥ ନେଉଛନ୍ତି।  ଟ୍ରେଲରରେ ଏହି ଦୁଇ ଷ୍ଟାର ମସ୍ତି କରୁଥିବାଦେଖିବାକୁ ମିଳିଛି।

ଟ୍ରେଲରର ବ୍ୟାକଗ୍ରାଉଣ୍ଡରେ ‘ଉଡେ ଦିଲ୍‌ ‘ବେଫିକ୍ରେ’ର ଗୀତ ଶୁଣାଯାଉଛି।  ରଣବୀର ତାଙ୍କର ଟ୍ୱିଟର ଆକାଉଣ୍ଟରେ  ‘ବେଫିକ୍ରେ’ର ଟ୍ରେଲରକୁ ସେୟାର କରିଛନ୍ତି।

Advertisment

ଫିଲ୍ମଟି ଡିସେମ୍ବର ୯ରେ ରିଲିଜ୍ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe