Advertisment

ଭଜି ଓ ଗୀତାଙ୍କ ବାହାଘର ୨୯ରେ

ମୁମ୍ବାଇ: କ୍ରିକେଟ୍ ଦୁନିଆ ସହ ବଲିଉଡ ଇଣ୍ଡଷ୍ଟ୍ରିର ସମ୍ପର୍କ ଖୁବ୍ ପୁରୁଣା। ଖେଳାଳିମାନଙ୍କ ଇଲୁ ଇଲୁ ଚାଲେ ଗ୍ଲାମର ଗାର୍ଲଙ୍କ ସହ। କ୍ରିକେଟିୟରମାନେ କ୍ଲିନ୍ ବୋଲ୍ଡ ହୋଇଯାଆନ୍ତି ନାୟିକାମାନଙ୍କ ପ୍ରେମରେ। ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ପରେ ଏବେ ହରଭଜନ ସିଂଙ୍କ ଗୀତା ପ୍ରେମ। ଅକ୍ଟୋବର ୨୯ରେ ଗୀତାଙ୍କୁ ମ୍ୟାରେଜ୍ କରୁଛନ୍ତି ହରଭଜନ। ବ୍ୟାଣ୍ଡ ବାଜା ବାରତ୍ ରେଡି। ଦୁହ୍ଲା ଏବଂ ଦୁଲହନ ତୟାର। କ୍ରିକେଟ୍ ଦୁନିଆର ହରଭଜନ ମ୍ୟାରେଜ୍ କରିବେ ଲଙ୍ଗ୍ ଟାଇମ୍ ଗର୍ଲଫ୍ରେଣ୍ଡ […]

ଅଦ୍ୟତନ ହୋଇଛି
ଭଜି ଓ ଗୀତାଙ୍କ ବାହାଘର ୨୯ରେ

marriage

Advertisment

ମୁମ୍ବାଇ: କ୍ରିକେଟ୍ ଦୁନିଆ ସହ ବଲିଉଡ ଇଣ୍ଡଷ୍ଟ୍ରିର ସମ୍ପର୍କ ଖୁବ୍ ପୁରୁଣା। ଖେଳାଳିମାନଙ୍କ ଇଲୁ ଇଲୁ ଚାଲେ ଗ୍ଲାମର ଗାର୍ଲଙ୍କ ସହ। କ୍ରିକେଟିୟରମାନେ କ୍ଲିନ୍ ବୋଲ୍ଡ ହୋଇଯାଆନ୍ତି ନାୟିକାମାନଙ୍କ ପ୍ରେମରେ। ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ପରେ ଏବେ ହରଭଜନ ସିଂଙ୍କ ଗୀତା ପ୍ରେମ। ଅକ୍ଟୋବର ୨୯ରେ ଗୀତାଙ୍କୁ ମ୍ୟାରେଜ୍ କରୁଛନ୍ତି ହରଭଜନ।

Advertisment

ବ୍ୟାଣ୍ଡ ବାଜା ବାରତ୍ ରେଡି। ଦୁହ୍ଲା ଏବଂ ଦୁଲହନ ତୟାର। କ୍ରିକେଟ୍ ଦୁନିଆର ହରଭଜନ ମ୍ୟାରେଜ୍ କରିବେ ଲଙ୍ଗ୍ ଟାଇମ୍ ଗର୍ଲଫ୍ରେଣ୍ଡ ଗୀତା ବାସ୍ରାଙ୍କୁ।  ଖିଲାଡି ଭଜିଙ୍କ ସହ ହସିନା  ଗୀତାଙ୍କ ଇଲୁ ଇଲୁଙ୍କୁ ନେଇ ଚାଲିଥିଲା ଅନେକ ଚର୍ଚ୍ଚା। ତେବେ ଏହି ଦୁଇ ଜଣଙ୍କ ବିବାହ ତାରିଖ ଠିକ୍ ହୋଇଯାଇଛି। ଏହି ଦୁଇ ଲଭବାର୍ଡ ମ୍ୟାରେଜ କରିବେ ଚଳିତ ମାସ ୨୯ ତାରିଖରେ। ଜଳନ୍ଧର ଠାରୁ ୨୦ କିଲୋମିଟର ଦୂର ହୋଟେଲ କ୍ଲବ କାବାନାରେ ହେବ ବିବାହ। ୨୭ ତାରଖରେ ହାତରେ ମହେନ୍ଦି ଲଗେଇବେ ବଲିଉଡ୍ ବିୟୁଟି ଗୀତା। ସଙ୍ଗୀତ ସେରିମନିରେ ଠୁମୁକା ଲଗେଇବେ ଭଜି ଏବଂ ଗୀତା।  ହରଭଜନ ଏହି ଅକେଜନରେ ପିନ୍ଧିବେ ପାରଂପାରିକ ସେରେୱାନି। ଏହାକୁ ଡିଜାଇନ୍ କରିବେ ରାଘବେନ୍ଦ୍ରେ ରାଠୋର। ରେଡ୍ ଏବଂ ଗୋଲେଡନ୍ କମ୍ୱିନେସନ୍ ଘାଘରା ପିନ୍ଧି ଭଜିଙ୍କୁ ଆପାଣର  କରିବେ ଗ୍ଲାମର ଗାର୍ଲ ଗୀତା। ହାଇ ପ୍ରୋଫାଇଲ୍  ମ୍ୟାରେଜକୁ କ୍ରିକେଟ୍ ଦୁନିଆର ଅନେକ ସେଲିବ୍ରେଟି ‌ଆସିବେ।

ବଲିଉଡରେ ଗୀତା ସେତେଟା କମାଲ କରିପାରନ୍ତି ନାହାନ୍ତି। କିନ୍ତୁ ଭଜିଙ୍କ ସହ ସମ୍ପର୍କକୁ  ନେଇ ସବୁବେଳେ ଲାଇମଲାଇଟରେ ରହନ୍ତି ସେ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe