ରିଲିଜ୍‌ ହେଲା ‘ଭାରତ’ର ‘ଚାଶ୍‌ନୀ’ ଗୀତ, ପୁଣି ଦର୍ଶକ ଦେଖିବେ ସଲ୍‌ମାନ୍‌ ଓ କ୍ୟାଟ୍‌ଙ୍କ ରୋମାନ୍ସ

ମୁମ୍ବାଇ: ସଲ୍‌ମାନ୍‌ ଖାନ୍‌ଙ୍କ ଚର୍ଚ୍ଚିତ ଫିଲ୍ମ ‘ଭାରତ’ର ନୂଆ ଗୀତ ‘ଚାଶ୍‌ନୀ’ ରିଲିଜ୍‌ ହୋଇଯାଇଛି। ଏହି ନୂଆ ଗୀତରେ ସଲ୍‌ମାନ୍‌ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କ ଅନ୍‌ ସ୍କ୍ରିନ୍‌ ରୋମାନ୍ସ ଦେଖିବାକୁ ମିଳିଛି। ଏହି ଗୀତର ଲିରିକ୍ସ ଲେଖିଛନ୍ତି ଇର୍‌ଶାଦ କାମଲୀ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି, ଭିଶାଲ୍‌ ଶେଖର। ଗୀତଟିକୁ କଣ୍ଠଦାନ କରିଛନ୍ତି ଅଭିଜିତ୍‌ ଶ୍ରୀ ବାସ୍ତବ। ଏହି ଗୀତ ଆରମ୍ଭ ହେଉଛି ଏକ ଡାଏଲଗ୍‌ରୁ ଯେଉଁଥିରେ ସଲ୍‌ମାନ୍‌ କହୁଛନ୍ତି… ଭାରତକୁ ମିଳିଗଲା ତାର ପ୍ରଥମ […]

salman

salman

Sangita Sahoo
  • Published: Wednesday, 01 May 2019
  • Updated: 01 May 2019, 02:44 PM IST

Sports

Latest News

ମୁମ୍ବାଇ: ସଲ୍‌ମାନ୍‌ ଖାନ୍‌ଙ୍କ ଚର୍ଚ୍ଚିତ ଫିଲ୍ମ ‘ଭାରତ’ର ନୂଆ ଗୀତ ‘ଚାଶ୍‌ନୀ’ ରିଲିଜ୍‌ ହୋଇଯାଇଛି। ଏହି ନୂଆ ଗୀତରେ ସଲ୍‌ମାନ୍‌ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କ ଅନ୍‌ ସ୍କ୍ରିନ୍‌ ରୋମାନ୍ସ ଦେଖିବାକୁ ମିଳିଛି। ଏହି ଗୀତର ଲିରିକ୍ସ ଲେଖିଛନ୍ତି ଇର୍‌ଶାଦ କାମଲୀ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି, ଭିଶାଲ୍‌ ଶେଖର। ଗୀତଟିକୁ କଣ୍ଠଦାନ କରିଛନ୍ତି ଅଭିଜିତ୍‌ ଶ୍ରୀ ବାସ୍ତବ।
ଏହି ଗୀତ ଆରମ୍ଭ ହେଉଛି ଏକ ଡାଏଲଗ୍‌ରୁ ଯେଉଁଥିରେ ସଲ୍‌ମାନ୍‌ କହୁଛନ୍ତି... ଭାରତକୁ ମିଳିଗଲା ତାର ପ୍ରଥମ ସୁପରଷ୍ଟାର ରାଜେଶ ଖନ୍ନା। କିନ୍ତୁ ମୁଁ ଥିଲି ଦିଲ୍ଲୀପ୍‌ କୁମାରଙ୍କ ଫ୍ୟାନ୍‌। ଆଉ ମୋତେ ମିଳିଗଲା ସାୟରାବାନୋ।
ଗୀତଟି ରିଲିଜ୍‌ ହେବା ପରେ ସୋଶାଲ୍‌ ମିଡିଆରେ ଖୁବ୍‌ ଭଲ ରେସ୍‌ପନ୍ସ ମିଳୁଛି।
ସଲ୍‌ମାନ୍‌ ଓ କ୍ୟାଟ୍ରିନାଙ୍କ ଯୋଡ଼ିକୁ ଅନେକ ଫିଲ୍ମରେ ଦେଖିବାକୁ ମିଳିଛି। ଏବେ ପୁଣି ଥରେ ସଲ୍‌ମାନ୍‌ ଓ କ୍ୟାଟ୍‌ଙ୍କ ଯାଦୁ ଏହି ଗୀତରେ ଦେଖିବାକୁ ମିଳିବ। ଗୀତରେ ସୁନୀଲ୍‌ ଗ୍ରୋଭରଙ୍କୁ ବି ଅଛନ୍ତି।
ରିପୋର୍ଟ ମୁତାବକ ସୁନୀଲ୍‌ ଗ୍ରୋଭର ଫିଲ୍ମରେ ସଲ୍‌ମାନ୍‌ଙ୍କ ବନ୍ଧୁ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ସଲ୍‌ମାନ୍ଙ୍କୁ ଭିନ୍ନ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିଛି।
ଏହା ପୂର୍ବରୁ ‘ଭାରତ’ର ‘ସ୍ଲୋ ମୋସନ୍‌’ ଗୀତ ରିଲିଜ୍‌ ହୋଇଥିଲା। ଏହି ଗୀତରେ ପ୍ରଥମ ଥର ଦିଶା ପଟାନୀ ଓ ସଲ୍‌ମାନ୍‌ଙ୍କୁ ଏକାଠି ଦେଖିବାକୁ ମିଳିଛି। ଫିଲ୍ମଟି ଜୁନ୍‌ ୫ରେ ରିଲିଜ୍‌ ହେବ।
https://youtu.be/tTHNWT3dU-E

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story