ହୁକା ଟାଣିଥିଲେ, ଗୋବର ଉଠାଇଥିଲେ

ମୁମ୍ବାଇ: ରିଲିଜ୍‌ ହୋଇଛି ବଲିଉଡ୍‌ ଫିଲ୍ମ ‘ସାଣ୍ଡ କି ଆଁଖ’।  ଗତ ୨୫ ତାରିଖରେ ଫିଲ୍ମଟି ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ତାପସୀ ପନ୍ନୁ ଓ ଭୂମି ପେଡ୍‌ନେକର। ଫିଲ୍ମଟି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସୁଥିବା ବେଳେ ଏହି ଫିଲ୍ମ ପାଇଁ ଏହି ଦୁଇ କଳାକାରଙ୍କୁ ଖୁବ୍‌ ପରିଶ୍ରମ କରିବାକୁ ପଡ଼ିଥିଲା। ନିକଟରେ ଏକ ସାକ୍ଷାତକାରରେ ଭୂମି କହିଥିଲେ ଯେ ଏହି ଫିଲ୍ମ ପାଇଁ ସେ ହୁକା ଟାଣିବା ଅଭ୍ୟାସ କରିଥିଲେ। […]

bb

bb

Biswobandita Swain
  • Published: Monday, 28 October 2019
  • Updated: 28 October 2019, 12:04 PM IST

Sports

Latest News

ମୁମ୍ବାଇ: ରିଲିଜ୍‌ ହୋଇଛି ବଲିଉଡ୍‌ ଫିଲ୍ମ ‘ସାଣ୍ଡ କି ଆଁଖ’।  ଗତ ୨୫ ତାରିଖରେ ଫିଲ୍ମଟି ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ତାପସୀ ପନ୍ନୁ ଓ ଭୂମି ପେଡ୍‌ନେକର। ଫିଲ୍ମଟି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସୁଥିବା ବେଳେ ଏହି ଫିଲ୍ମ ପାଇଁ ଏହି ଦୁଇ କଳାକାରଙ୍କୁ ଖୁବ୍‌ ପରିଶ୍ରମ କରିବାକୁ ପଡ଼ିଥିଲା।

ନିକଟରେ ଏକ ସାକ୍ଷାତକାରରେ ଭୂମି କହିଥିଲେ ଯେ ଏହି ଫିଲ୍ମ ପାଇଁ ସେ ହୁକା ଟାଣିବା ଅଭ୍ୟାସ କରିଥିଲେ। ତା’ସହିତ ଗୋବର ଉଠାଇବାଠାରୁ ଆରମ୍ଭ କରି ଏଥିରେ ହେଉଥିବା ବିଭିନ୍ନ କାମର ଅଭ୍ୟାସ ମଧ୍ୟ କରିଥିଲେ। ସେହିଭଳି ଗାଁରେ ରହୁଥିବା ଜଣେ ମହିଳାଙ୍କୁ ଘରେ ଯେଉଁ ସବୁ କାର୍ଯ୍ୟ କରିବାକୁ ପଡ଼ିଥାଏ, ସେସବୁ କାମ ବି ସେ ଅଭ୍ୟାସ କରିଥିଲେ। କାରଣ ଫିଲ୍ମରେ ସେ ଗାଁରେ ରହୁଥିବା ଜଣେ ମହିଳାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ତେଣୁ ଚରିତ୍ରକୁ ଶତପ୍ରତିଶତ ନ୍ୟାୟ ଦେବା ପାଇଁ ସେ ଏସବୁ କାମର ଅଭ୍ୟାସ କରିଥିଲେ। ତାଙ୍କ ଭଳି ତାପସୀ ମଧ୍ୟ ଏହି ଫିଲ୍ମରେ ଜଣେ ଗାଁ ମହିଳା ଚରିତ୍ରରେ ଅଭିନୟ କରିଛନ୍ତି।

ସୂଚନାଯୋଗ୍ୟ, ତୁଷାର ହୀରାନନ୍ଦିନୀଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ସାର୍ପ ଶୁଟର୍ ଚନ୍ଦ୍ରୋ ତୋମାର ଓ ପ୍ରକାଶୀ ତୋମାରଙ୍କ ଜୀବନ ଉପରେ ଆଧାରିତ ହୋଇଛି। ସ୍ୱପ୍ନକୁ ସାକାର କରିବା ପାଇଁ ବୟସର କିପରି କିଛି ସୀମା ନଥାଏ, ତାହା ଏ ଫିଲ୍ମରେ ଦର୍ଶାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story