ଏହି ଏଭିନେତ୍ରୀଙ୍କ ସ୍ୱାମୀଙ୍କୁ ଡେଟ୍‌ କରିବାକୁ ଚାହାନ୍ତି ଭୂମି !

ମୁମ୍ବାଇ: ଲୋକପ୍ରିୟ ଚାଟ୍‌ ଶୋ’ କଫି ଉଇଥ୍‌ କରଣ ସିଜିନ୍‌-୬ରେ ରବିବାର ଅତିଥି ଭାବେ ଯୋଗ ଦେଇଥିଲେ ଅଭିନେତା ରାଜକୁମାର ରାଓ ଏବଂ ଅଭିନେତ୍ରୀ ଭୂମି ପେଡ୍‌ନେକର। ଶୋ’ରେ ଦୁହେଁ ନିଜ ପ୍ରଫେସନାଲ୍‌ ଓ ପର୍ସନାଲ ଲାଇଫ୍‌ ବିଷୟରେ କଥା ହୋଇଥିଲେ। ଏହାସହ କରଣ ପଚାରିଥିବା ପ୍ରଶ୍ନର ମଜାଦାର ଉତ୍ତର ଦେଇ କାହାକୁ ଡେଟ୍‌ କରିବାକୁ ଚାହାଁନ୍ତି ସେ ବିଷୟରେ ବି ଜଣାଇଥିଲେ ଭୂମି। କରଣ ରାଜକୁମାର ରାଓଙ୍କୁ କାହାକୁ ଡେଟ୍‌ କରିବାକୁ ଚାହିଁବେ ବୋଲି ପ୍ରଶ୍ନ […]

voomi

voomi

Sangita Sahoo
  • Published: Tuesday, 29 January 2019
  • Updated: 29 January 2019, 12:51 PM IST

Sports

Latest News

ମୁମ୍ବାଇ: ଲୋକପ୍ରିୟ ଚାଟ୍‌ ଶୋ’ କଫି ଉଇଥ୍‌ କରଣ ସିଜିନ୍‌-୬ରେ ରବିବାର ଅତିଥି ଭାବେ ଯୋଗ ଦେଇଥିଲେ ଅଭିନେତା ରାଜକୁମାର ରାଓ ଏବଂ ଅଭିନେତ୍ରୀ ଭୂମି ପେଡ୍‌ନେକର। ଶୋ’ରେ ଦୁହେଁ ନିଜ ପ୍ରଫେସନାଲ୍‌ ଓ ପର୍ସନାଲ ଲାଇଫ୍‌ ବିଷୟରେ କଥା ହୋଇଥିଲେ। ଏହାସହ କରଣ ପଚାରିଥିବା ପ୍ରଶ୍ନର ମଜାଦାର ଉତ୍ତର ଦେଇ କାହାକୁ ଡେଟ୍‌ କରିବାକୁ ଚାହାଁନ୍ତି ସେ ବିଷୟରେ ବି ଜଣାଇଥିଲେ ଭୂମି।

କରଣ ରାଜକୁମାର ରାଓଙ୍କୁ କାହାକୁ ଡେଟ୍‌ କରିବାକୁ ଚାହିଁବେ ବୋଲି ପ୍ରଶ୍ନ କରିବାରୁ ସେ ଦୀପିକା ପାଦୁକୋନଙ୍କ ନାଁ ନେଇଥିଲେ। ସେ କହିଥିଲେ,  ଯଦି ଦୀପିକା ବିବାହ ନ କରିଥାନ୍ତେ ବା ତାଙ୍କର କେହି ପ୍ରେମିକ ନ ଥାନ୍ତେ, ତେବେ ମୁଁ ତାଙ୍କୁ ଡେଟ୍‌ କରିଥାନ୍ତି।

ଏହା ପରେ ଭୂମି ପେଡ୍‌ନେକରଙ୍କୁ କରନ୍‌ ପଚାରିଥିଲେ, ଯଦି ତୁମକୁ ସୁଯୋଗ ମିଳେ, ତେବେ କେଉଁ ଅଭିନେତ୍ରୀଙ୍କ ସ୍ୱାମୀ ବା ପ୍ରେମିକକୁ ଡେଟ୍‌ କରିବ । ଏହାର ଉତ୍ତର ରଖି ଭୂମି କହିଥିଲେ ସେ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ୍‌ ଜୋନସଙ୍କୁ ଡେଟ୍‌ କରିବାକୁ ଚାହିଁବେ।

ଭୂମି ନିଜ ପ୍ରଥମ ଫିଲ୍ମ ଦ୍ୱାରା ବଲିଉଡ୍‌ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।  କିନ୍ତୁ ଅଭିନେତ୍ରୀ ହେବାକୁ ସେ କୌଣସି ଔପଚାରିକ ପ୍ରଶିକ୍ଷଣ ନେଇ ନ ଥିଲେ।ବାସ୍ତବରେ ସେ ବଡ଼ ପରଦାରେ ଆସିବା ପୂର୍ବରୁ ଜଣେ କାଷ୍ଟିଂ ନିର୍ଦ୍ଦେଶକ ଥିଲେ। ଟକ୍‌ ଶୋ’ରେ ଭୂମି ଖୁଲାସା କରିଥିଲେ ଯେ,  ସେ ରଣବୀର ସିଂହ, ରାଜକୁମାର ରାଓ, ଦିଶା ପଟାନୀ ଓ ପରିଣିତି ଚୋପ୍ରାଙ୍କ ଭଳି କଳାକାରମାନଙ୍କର ଅଡିସନ୍‌ ନେଇଥିଲେ।

ସେ ପ୍ରାୟ ସମସ୍ତଙ୍କର ପ୍ରଶଂସା କରିଥିଲେ।  ହେଲେ ଅଡିସନ୍‌ ବେଳେ ଅଭିନେତ୍ରୀ ଦିଶା ପଟାନୀ କଞ୍ଚା ଲେମ୍ବୁ ଥିଲେ ବୋଲି ଦିଶା ହସିହସି କହିଥିଲେ।

କାମ କଥା କହିଲେ  ଭୂମି ଆଗକୁ ଫିଲ୍ମ ‘ସୋନେ ଚୈରିୟା’ରେ ନଜର ଆସିବେ। ଫିଲ୍ମଟି ମାର୍ଟ୍ଟା ୧ରେ ରିଲିଜ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story