Advertisment

ଡେଙ୍ଗୁ ରୋଗରେ ଆକ୍ରାନ୍ତ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ୍

ମୁମ୍ବାଇ: ମାୟାନଗରୀରେ ମୁମ୍ବାଇରେ ଡେଙ୍ଗୁର ଆତଙ୍କ। ଡେଙ୍ଗୁ ମଶାଠାରୁ ସହରକୁ ସୁରକ୍ଷା ଦେବାରେ ବମ୍ବେ ମ୍ୟୁନିସିପାଲିଟି ବିଫଳ ହୋଇଛି। ଫଳରେ ଡେଙ୍ଗୁ ମଶାର ଶିକାର ହୋଇଛନ୍ତି ଫିଲ୍ମ ଅଭିନେତ୍ରୀ ବିଦ୍ୟା ବାଲାନ୍। ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ବିଶ୍ରାମ କରିବାକୁ କୁହାଯାଇଛି। ଡେଙ୍ଗୁ ରୋଗରେ ଶିକାର ହେବା ପରେ ବିଏମସିର ଅପାରଦର୍ଶିତା ଜଣାଇ ବିଦ୍ୟା ତାଙ୍କର ଦୁଇ ପଡୋଶୀଙ୍କ ବିରୁଦ୍ଧରେ ନୋଟିସ୍ ଜାରି କରିଛନ୍ତି। ପଡୋଶୀଙ୍କ ମଧ୍ୟରେ ଅଭିନେତା ଶାହିଦ୍ କପୁରଙ୍କ ନାମ ମଧ୍ୟ ରହିଛି। ଶାହିଦ୍ ଓ […]

ଅଦ୍ୟତନ ହୋଇଛି
ଡେଙ୍ଗୁ ରୋଗରେ ଆକ୍ରାନ୍ତ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ୍

bidya

Advertisment

ମୁମ୍ବାଇ: ମାୟାନଗରୀରେ ମୁମ୍ବାଇରେ ଡେଙ୍ଗୁର ଆତଙ୍କ। ଡେଙ୍ଗୁ ମଶାଠାରୁ ସହରକୁ ସୁରକ୍ଷା ଦେବାରେ ବମ୍ବେ ମ୍ୟୁନିସିପାଲିଟି ବିଫଳ ହୋଇଛି। ଫଳରେ ଡେଙ୍ଗୁ ମଶାର ଶିକାର ହୋଇଛନ୍ତି ଫିଲ୍ମ ଅଭିନେତ୍ରୀ ବିଦ୍ୟା ବାଲାନ୍। ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ବିଶ୍ରାମ କରିବାକୁ କୁହାଯାଇଛି। ଡେଙ୍ଗୁ ରୋଗରେ ଶିକାର ହେବା ପରେ ବିଏମସିର ଅପାରଦର୍ଶିତା ଜଣାଇ ବିଦ୍ୟା ତାଙ୍କର ଦୁଇ ପଡୋଶୀଙ୍କ ବିରୁଦ୍ଧରେ ନୋଟିସ୍ ଜାରି କରିଛନ୍ତି। ପଡୋଶୀଙ୍କ ମଧ୍ୟରେ ଅଭିନେତା ଶାହିଦ୍ କପୁରଙ୍କ ନାମ ମଧ୍ୟ ରହିଛି। ଶାହିଦ୍ ଓ ବିଦ୍ୟା ଜୁହୁ ଅଞ୍ଚଳର ଏକ ଅପାର୍ଟମେଣ୍ଟରେ ରହୁଥିବା ବେଳେ ଶାହିଦଙ୍କ ପୁଲରେ ବର୍ଷା ପାଣି ଜମା ହୋଇ ଡେଙ୍ଗୁ ମଶା ସୃଷ୍ଟି ହୋଇଥିବାର ବିଦ୍ୟା ନୋଟିସ ମାଧ୍ୟମରେ ଜଣାଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe