ଧମକ ଦେଲେ ବିଗବସ୍ ଫେମ୍ ଅଭିନେତ୍ରୀ

ମୁମ୍ବାଇ: ରାଗିଗଲେ ଅଭିନେତ୍ରୀ । ସୋଶାଲ ମିଡିଆରେ ଖୁଲମଖୁଲା ଧମକ ଦେଲେ ବିଗବସ୍-୧୧ର ବିଜେତା ତଥା ଚର୍ଚ୍ଚିତ ଧାରାବାହିକ ‘ଭାବି ଜୀ ଘର ପର ହୈ’ର ଅଭିନେତ୍ରୀ ଶିଳ୍ପା ସିନ୍ଦେ। ଏକ ଭିଡିଓ ଜରିଆରେ ସେ ଧମକ ଦେଇଛନ୍ତି । ତାଙ୍କ ନାଁକୁ ଅପବ୍ୟବହାର କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ଶିଳ୍ପାଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଶିଳ୍ପା ଭିଡିଓରେ କହୁଛନ୍ତି, ଯେଉଁମାନେ ମୋ ନାଁକୁ ବ୍ୟବହାର […]

shilpa shindey

shilpa shindey

Madhupriya Mistry
  • Published: Tuesday, 15 December 2020
  • Updated: 15 December 2020, 11:12 AM IST

Sports

Latest News

ମୁମ୍ବାଇ: ରାଗିଗଲେ ଅଭିନେତ୍ରୀ । ସୋଶାଲ ମିଡିଆରେ ଖୁଲମଖୁଲା ଧମକ ଦେଲେ ବିଗବସ୍-୧୧ର ବିଜେତା ତଥା ଚର୍ଚ୍ଚିତ ଧାରାବାହିକ 'ଭାବି ଜୀ ଘର ପର ହୈ'ର ଅଭିନେତ୍ରୀ ଶିଳ୍ପା ସିନ୍ଦେ। ଏକ ଭିଡିଓ ଜରିଆରେ ସେ ଧମକ ଦେଇଛନ୍ତି । ତାଙ୍କ ନାଁକୁ ଅପବ୍ୟବହାର କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ଶିଳ୍ପାଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

ଶିଳ୍ପା ଭିଡିଓରେ କହୁଛନ୍ତି, ଯେଉଁମାନେ ମୋ ନାଁକୁ ବ୍ୟବହାର କରି ଅଯଥା ମିଛ ବଦନାମ କରୁଛନ୍ତି, ସେମୋନେ ଏହା କରିବା ବନ୍ଦ କରନ୍ତୁ । ନଚେତ ମୁଁ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ପଦେକ୍ଷପ ନେବାକୁ ବାଧ୍ୟ ହେବି । ମୁଁ ବିଗବସ୍ ଦେଖୁନାହିଁ କି ଫଲୋ ମଧ୍ୟ କରୁନାହିଁ। ତେଣୁ ମୋ ନାଁରେ ବଦନାମ କରିବା ବନ୍ଦ କରନ୍ତୁ ବୋଲି ଶିଳ୍ପା ସିନ୍ଦେ କହିଛନ୍ତି । ଏଭଳି ଧମକ ଦେଇ ସେ ଭିଡିଓ ବାର୍ତ୍ତା ଜରିଆରେ ସମାଲୋଚକଙ୍କୁ ଶେଷଥର ପାଇଁ ଚେତାଇ ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ଟିଭି ସିରିଏଲ ଦୁନିଆରେ ବେଶ ସକ୍ରିୟ ଥିବା ଶିଳ୍ପା ସିନ୍ଦେ ଏବେ ପ୍ରଥମ କରି ୱେବ ଦୁନିଆରେ ପାଦ ରଖିଛନ୍ତି । ବାଲାଜୀ ଟେଲି ଫିଲ୍ମ ବ୍ୟାନରରେ ତିଆରି ୱେବ ସିରିଜ 'ପୌରଷପୁର' ଜରିଆରେ ସେ ଓଟିଟି ପ୍ଲାଟଫର୍ମରେ ପ୍ରବେଶ କରିଛନ୍ତି । ନିକଟରେ ଏହାର ଟ୍ରେଲର ରିଲିଜ ହୋଇସାରିଛି । ସେହିପରି ଶିଳ୍ପା ଚର୍ଚ୍ଚିତ କମେଡି ଟିଭି ସିରିଏଲ 'ଭାବି ଜୀ ଘର ପର ହୈ'ରେ ମୁଖ୍ୟ ଭୂମିକାରେ ଅଭିନୟ କରି ଅନେକ ଲୋକପ୍ରିୟତା ହାସଲ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story