ଅନୁପ୍‌ ଓ ସଲମାନ୍‌ଙ୍କ ସହ ରୋମାନ୍ସ କରିବେ...

ମୁମ୍ବାଇ: ବିଗ୍‌ ବସ୍‌-୧୨ରେ ରବିବାର ରାତିରେ ହେବ ୱିକେଣ୍ଡ୍‌ ଯୁଦ୍ଧ।  ଏହି ଯୁଦ୍ଧ ଖୁବ୍‌ ଧମାକେଦାର ହେବ।  ଏଥର ୱିକେଣ୍ଡ୍‌ ଯୁଦ୍ଧରେ କମେଡିଆନ୍‌ ଭାରତୀ ସିଂହ କମେଡି ତଡକା ସହ ଏଣ୍ଟ୍ରି କରିବେ। ଭାରତୀଙ୍କ ଏଣ୍ଟ୍ରି ଖୁବ୍‌ ଖାସ୍‌ ରହିବ। କାହିଁକିନା ଶୋ’ରେ ସେ ସଲମାନ୍‌ ଓ ଅନୁପ୍‌ ଦୁଇଜଣଙ୍କ ସହ ରୋମାନ୍ସ କରିବେ। ଏହାଛଡ଼ା ସେ ଷ୍ଟେଜ୍‌ରେ ସଲମାନ୍‌ଙ୍କ ପତ୍ନୀ ହୋଇ ଆସିଥିବା ପ୍ରୋମୋରେ ଦେଖିବାକୁ ମିଳିଥିଲା। ତାଙ୍କ ସହ ତାଙ୍କର ୯ ଟି ପିଲାଙ୍କୁ […]

sa

sa

Mihir Pattnayak
  • Published: Sunday, 07 October 2018
  • Updated: 07 October 2018, 06:22 PM IST

Sports

Latest News

ମୁମ୍ବାଇ: ବିଗ୍‌ ବସ୍‌-୧୨ରେ ରବିବାର ରାତିରେ ହେବ ୱିକେଣ୍ଡ୍‌ ଯୁଦ୍ଧ।  ଏହି ଯୁଦ୍ଧ ଖୁବ୍‌ ଧମାକେଦାର ହେବ।  ଏଥର ୱିକେଣ୍ଡ୍‌ ଯୁଦ୍ଧରେ କମେଡିଆନ୍‌ ଭାରତୀ ସିଂହ କମେଡି ତଡକା ସହ ଏଣ୍ଟ୍ରି କରିବେ। ଭାରତୀଙ୍କ ଏଣ୍ଟ୍ରି ଖୁବ୍‌ ଖାସ୍‌ ରହିବ। କାହିଁକିନା ଶୋ’ରେ ସେ ସଲମାନ୍‌ ଓ ଅନୁପ୍‌ ଦୁଇଜଣଙ୍କ ସହ ରୋମାନ୍ସ କରିବେ।

ଏହାଛଡ଼ା ସେ ଷ୍ଟେଜ୍‌ରେ ସଲମାନ୍‌ଙ୍କ ପତ୍ନୀ ହୋଇ ଆସିଥିବା ପ୍ରୋମୋରେ ଦେଖିବାକୁ ମିଳିଥିଲା। ତାଙ୍କ ସହ ତାଙ୍କର ୯ ଟି ପିଲାଙ୍କୁ ବି ଶୋ’ରେ ଦେଖିବାକୁ ମିଳିବ।

ଭାରତୀଙ୍କ ଏଣ୍ଟ୍ରି ବିଗ୍‌ ବସ୍‌ ଘରେ ବି ହେବ।  ପ୍ରୋମୋରେ ଦେଖିବାକୁ ମିଳିଥିଲା ଭାରତୀ ଜସ୍‌ଲୀନ୍‌ଙ୍କୁ ସାଇଡ୍‌ କରି ଅନୁପ୍‌ଙ୍କ ସହ ରୋମାନ୍ସ କରିବେ।

ଭାରତୀ ଓ ଅନୁପ୍‌ଙ୍କ ରୋମାନ୍ସ ଦେଖି ବିଗ୍‌ବସ୍‌ ଘରର ଅନ୍ୟ ସଦସ୍ୟମାନେ ହସି ହସି ବେଦମ ହୋଇଯାଉଥିବା ଦେଖିବାକୁ ମିଲିଥିଲା।  ଏବେ ଦେଖିବା ବାକି ରହିଲା ଅନୁପ୍‌ଙ୍କ ସହ ଭାରତୀଙ୍କ ରୋମାନ୍ସ ଦେଖି ଜସଲୀନ୍‌ଙ୍କର ପ୍ରତିକ୍ରିୟା କେମିତି ରହିବ।

ରିପୋର୍ଟ ମୁତାବକ ଏଥର ଶୋ’ରେ  କେହି ବି ପ୍ରତିଯୋଗୀ ଆଉଟ୍‌ ହେବେ ନାହିଁ। କେବଳ ବିଗ୍‌ବସ୍‌ ଘରୁ ବାହାରିବାକୁ ପଡ଼ିବ। ଏଲିମିନେସନ୍‌ରେ ସଲମାନ୍‌ ଅନୁପ୍‌ ଓ ଜସ୍‌ଲୀନ୍‌ଙ୍କ ନାଁ ନେବେ। ସଲମାନ୍‌ ଅନୁପ୍‌ ଓ ଜସ୍‌ଲୀନ୍‌ ଦୁହିଁଙ୍କ ମଧ୍ୟରୁ ଜଣଙ୍କୁ ଘର ଭିତରେ ରହିବାକୁ ସୁଯୋଗ ଦେବେ। ଏହି କଥା ଶୁଣି ଅନୁପ ଘର ବାହାରକୁ ଯିବା ପାଇଁ ନିଜ ନାଁ କହିଦେଲେ।  ଏହା ପରେ ଜସ୍‌ଲୀନ୍‌ ବିଗ୍‌ ବସ୍‌ ଘରେ ଏକା ପଡ଼ିଯିବେ। ଅନୁପ୍‌ଙ୍କୁ ବାହାର କରାଯାଇ ସିକ୍ରେଟ୍‌ ରୁମ୍‌ରେ ରଖାଯିବ। ସେଠାରୁ ସେ  ଘରେ ଭିତରେ ହେବାକୁ ଥିବା ଗତିଭିତ୍ତି ଉପରେ ନଜର ରଖିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story