ସ୍କୁଲ୍‌ ଆଗରେ ବାପା ଓ ଭଉଣୀ ବିକ୍ରି କରୁଥିଲେ ସିଙ୍ଗଡା: ନେହା

ମୁମ୍ବାଇ:‘ମିଲେ ହୋ ତୁମ୍‌ ହମ୍‌ କୋ ବଡେ ନସିବୋଁ ସେ, ଚୁରାୟା ହୈ ମେନେ କିସ୍‌ମତ୍‌ କି ଲକିରୋଁ ସେ’। ଏହିଭଳି ଅନେକ ରୋମାଣ୍ଟିକ୍‌ ହିଟ୍‌ ଗୀତ ସହ ହିପ୍‌ହପ୍‌ ଗୀତ ଗାଇ ଫ୍ୟାନ୍‌ଙ୍କ ମନ ଜିଣିଥିବା ସିଙ୍ଗର ନେହା କକ୍କରଙ୍କ ଆଜି ହେଉଛି ୩୧ ତମ ଜନ୍ମଦିନ। https://www.instagram.com/p/ByO5zFmHmxr/?utm_source=ig_web_copy_link ୧୯୮୮ ମସିହା ୬ ଜୁନ୍‌ ଅର୍ଥ ଆଜିର ଦିନରେ ଋଷିକେଶରେ ବଲିଉଡ୍‌ର କ୍ୟୁଟ୍‌ ସିଙ୍ଗର୍‌ ନେହା ଜନ୍ମ ହୋଇଥିଲେ। ସେ କେବଳ ସୁମଧୁର ସଙ୍ଗୀତ ନୁହେଁ, […]

neha1

neha1

Rosalin Rath
  • Published: Thursday, 06 June 2019
  • Updated: 06 June 2019, 02:20 PM IST

Sports

Latest News

ମୁମ୍ବାଇ:‘ମିଲେ ହୋ ତୁମ୍‌ ହମ୍‌ କୋ ବଡେ ନସିବୋଁ ସେ, ଚୁରାୟା ହୈ ମେନେ କିସ୍‌ମତ୍‌ କି ଲକିରୋଁ ସେ’। ଏହିଭଳି ଅନେକ ରୋମାଣ୍ଟିକ୍‌ ହିଟ୍‌ ଗୀତ ସହ ହିପ୍‌ହପ୍‌ ଗୀତ ଗାଇ ଫ୍ୟାନ୍‌ଙ୍କ ମନ ଜିଣିଥିବା ସିଙ୍ଗର ନେହା କକ୍କରଙ୍କ ଆଜି ହେଉଛି ୩୧ ତମ ଜନ୍ମଦିନ।

https://www.instagram.com/p/ByO5zFmHmxr/?utm_source=ig_web_copy_link

୧୯୮୮ ମସିହା ୬ ଜୁନ୍‌ ଅର୍ଥ ଆଜିର ଦିନରେ ଋଷିକେଶରେ ବଲିଉଡ୍‌ର କ୍ୟୁଟ୍‌ ସିଙ୍ଗର୍‌ ନେହା ଜନ୍ମ ହୋଇଥିଲେ। ସେ କେବଳ ସୁମଧୁର ସଙ୍ଗୀତ ନୁହେଁ, ତାଙ୍କ କ୍ୟୁଟ୍‌ ଡିମ୍ପଲ୍‌ ବାଲା ସ୍ମାଇଲ୍‌ ପାଇଁ ମଧ୍ୟ ବହୁତ ଲୋକପ୍ରିୟ।

https://www.instagram.com/p/BvoPD1eHYJi/?utm_source=ig_web_copy_link

ସବୁବେଳେ ହସ ହସ ଦେଖାଯାଉଥିବା ନେହା କାହାକୁ ଦୁଃଖିତ ଦେଖିଲେ ଅବା କୌଣସି ଦୁଃଖଦ କଥା ମନେ ପଡ଼ିଗଲେ ସଙ୍ଗେ ସଙ୍ଗେ କାନ୍ଦି ପକାନ୍ତି। ସେ ବି ଅନେକ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇ ସଫଳତା ପାଇଛନ୍ତି। ସେ ସମୟର କଥା ମନେପଡ଼ିଗଲେ ନେହାଙ୍କ ଆଖିରେ ଲୁହ ଆସିଯାଏ।

https://www.instagram.com/p/Br4LhdbHGRp/?utm_source=ig_web_copy_link

ନେହା ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ‘ସାରେ ଗାମା ପା’ରେ ଜଜ୍‌ ହୋଇଥିଲେ। ସେଥିରେ ସେ ନିଜ ବିଷୟରେ ଅନେକ କଥା କହିଥିଲେ। ଏକ ଏପିସୋଡ୍‌ରେ ସେ କହିଥିଲେ,“ଛୋଟ ଛୋଟ ପିଲାଙ୍କୁ ରିଆଲିଟି ଶୋ’ରେ ଦେଖିଲେ, ମୋ ପିଲା ଦିନର ସଂର୍ଘଷ କଥା ମନେ ପଡ଼ିଯାଏ।

https://www.instagram.com/p/BrzECcSHvf9/?utm_source=ig_web_copy_link

ମୋ ବାପା ଆମ (ସେ ଓ ତାଙ୍କ ଭାଇଭଉଣୀ)କୁ ଭଲରେ ବଢ଼ାଇବା ପାଇଁ ଅନେକ କଷ୍ଟ କରିଥିଲେ। ଆଜି ବି ମୁଁ ସେହି ଦିନଗୁଡ଼ିକୁ ଭୁଲି ପାରେ ନାହିଁ। ମୋ ବାପା ଏବଂ ଭଉଣୀ ସ୍କୁଲ୍‌ ଆଗରେ ସିଙ୍ଗଡ଼ା ବିକ୍ରୀ କରୁଥିଲେ।”

https://www.instagram.com/p/BrFPRTbHg3I/?utm_source=ig_web_copy_link

ସେ ଆହୁରି କହିଥିଲେ,“ଏହା ପରେ ମୁଁ ଦିଲ୍ଲୀ ଚାଲି ଆସିଥିଲି। ମୋ ଭାଇ ଓ ଭଉଣୀ ବିଭିନ୍ନ କାର୍ଯ୍ୟକ୍ରମରେ ଗୀତ ଗାଉଥିଲେ। ମୁଁ ଚାରି ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲି। କେହି ଆମ ଗୀତ ଶୁଣି ପ୍ରଶଂସା କରୁ ନ ଥିଲେ। ସେତେବେଳେ  ଗୀତ ଗାଇବାର କୌଣସି ସଠିକ୍‌ ସମୟ ନ ଥିଲା। ମୁଁ ବିଭିନ୍ନ କାର୍ଯ୍ୟକ୍ରମରେ ବେଳେବଳେ ସକାଳ ଯାଏ ଗୀତ ଗାଉ ଥିଲି ଏବଂ ତା’ପର ଦିନ ସ୍କୁଲ୍‌ ଯାଇ ପାରୁ ନ ଥିଲି। ମୁଁ ଯେତେବଳେ ରିଆଲିଟି ଶୋ’ରେ ଭାଗ ନେଲି ସେତେବେଳେ ମୋ ଜୀବନରେ ୟୁ-ଟର୍ଣ୍ଣ ଆସିଥିଲା।”

https://www.instagram.com/p/Bp3zyIRH3uH/?utm_source=ig_web_copy_link

ନେହା ‘ଇଣ୍ଡିଆନ୍ ଆଇଡଲ୍‌-୨’ରେ ଭାଗ ନେଇଥିଲେ। ସେହି ଶୋ’ରେ ନେହା ଜିତି ପାରି ନଥିଲେ ସତ କିନ୍ତୁ ସଂର୍ଘଷ କରିବା ଜାରି ରଖିଥିଲେ। ଏହା ପରେ ନେହା ନିଜର ଏକ ଆଲ୍‌ବମ୍‌ (ନେହା ଦ ରକ୍‌ଷ୍ଟାର୍‌) ଲଞ୍ଚ୍ କରିଥିଲେ। ନେହାଙ୍କ ପ୍ରଥମ ହିଟ୍‌ ଗୀଟ ‘ସେକେଣ୍ଡ ହ୍ୟାଣ୍ଡ ଯବାନି’କୁ କୁହାଯାଏ। କିନ୍ତୁ ‘ୟାରିୟାଁ’ ଫିଲ୍ମର ଗୀତ ‘ସନି-ସନି’ ତାଙ୍କୁ ଫେମ୍‌ ଦେଇଥିଲା।

https://www.instagram.com/p/BnqMh3qjQAy/?utm_source=ig_web_copy_link

ନେହା କକ୍କର୍‌ଙ୍କ ଭଉଣୀ ସୋନୁ କକ୍କର ଏବଂ ଭାଇ ଟୋନି କକ୍କର୍‌ ମଧ୍ୟ ବହୁତ ଭଲ ସିଙ୍ଗର୍‌ ଭାବେ ଲୋକପ୍ରିୟ। ନିକଟରେ ଟୋନି କକ୍କରଙ୍କ ଗୀତ ‘ଧିମି ଧିମି’ ରିଲିଜ୍‌ ହୋଇଛି। ଏହା ଫ୍ୟାନ୍‌ମାନଙ୍କୁ  ବହୁତ ପସନ୍ଦ ଆସିବା ସହ ହିଟ୍‌ ମଧ୍ୟ ହୋଇଛି।

https://www.youtube.com/watch?v=dZu0WyDxf7w

https://www.youtube.com/watch?v=AmXRYGI9sRI

https://www.youtube.com/watch?v=w8b4nPOlzSM

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story