ବିବାହ ପରେ ବି ପ୍ରେମରେ ପଡିଥିଲେ ଅନୀଲ

ମୁମ୍ବାଇ: ବଲିଉଡର ମିଷ୍ଟର ଇଣ୍ଡିଆ ଅନୀଲ କପୁର । ଆଜି ସେ ୬୪ ବର୍ଷ ବୟସରେ ପାଦ ଦେଇଛନ୍ତି । ବୟସ ୬୦ ପାର କରିଥିଲେ ମଧ୍ୟ ଏବେବି ସେ ୩୦ ବର୍ଷୀୟ ଅଭିନେତା ଭଳି ଦେଖାଯା’ନ୍ତି । ନିଜକୁ ପୁରାପୁରି ଫିଟ ରଖିଛନ୍ତି ଅନୀଲ । ସେ ବଲିଉଡକୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି । ତେବେ ଅନୀଲଙ୍କ ଫିଲ୍ମ କ୍ୟାରିଅର ଯେତେକି ରୋଚକ ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଠିକ ସେତିକି ରୋଚକ । […]

anil kapoor

anil kapoor

Madhupriya Mistry
  • Published: Thursday, 24 December 2020
  • Updated: 24 December 2020, 10:14 AM IST

Sports

Latest News

ମୁମ୍ବାଇ: ବଲିଉଡର ମିଷ୍ଟର ଇଣ୍ଡିଆ ଅନୀଲ କପୁର । ଆଜି ସେ ୬୪ ବର୍ଷ ବୟସରେ ପାଦ ଦେଇଛନ୍ତି । ବୟସ ୬୦ ପାର କରିଥିଲେ ମଧ୍ୟ ଏବେବି ସେ ୩୦ ବର୍ଷୀୟ ଅଭିନେତା ଭଳି ଦେଖାଯା'ନ୍ତି । ନିଜକୁ ପୁରାପୁରି ଫିଟ ରଖିଛନ୍ତି ଅନୀଲ । ସେ ବଲିଉଡକୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି । ତେବେ ଅନୀଲଙ୍କ ଫିଲ୍ମ କ୍ୟାରିଅର ଯେତେକି ରୋଚକ ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଠିକ ସେତିକି ରୋଚକ ।

ଅନୀଲ କପୁର ବିବାହ ପରେ ବି ୮୦ ଦଶକର ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ଥିଲେ । ସେ ଏକଦା ଅଭିନେତ୍ରୀ କିମ କଟକରଙ୍କ ପ୍ରେମରେ ପଡିଥିଲେ ବୋଲି ବି-ଟାଉନରେ ଚର୍ଚ୍ଚା ହୋଇଥିଲା।  ସେହି ସମୟରେ କିମ୍‌ଙ୍କ ସହ କାମ କରିବା ପାଇଁ ଅନୀଲ ବେଶ୍‌ ଆତୁର ଥିଲେ । ତାଙ୍କ ସହ କାମ କରିବା ପାଇଁ ସେ ପ୍ରଯୋଜକଙ୍କ ସହ କଥାବାର୍ତ୍ତା ମଧ୍ୟ କରୁଥିଲେ । ପରେ କିମ୍‌ ଏବଂ ଅନୀଲ ମିଶି 'ଆଗ ସେ ଖେଲେଙ୍ଗେ', 'ହମଲା', 'କାଲା ବଜାର' ଏବଂ 'ସୋନେ ପେ ସୁହାଗା' ଭଳି ଫିଲ୍ମରେ କାମ କରିଛନ୍ତି ।

ତେବେ ଅନୀଲ କପୁର ଓ କିମ୍‌ଙ୍କ ପ୍ରେମ ସମ୍ପର୍କ ଖବରକୁ ବିଶ୍ବାସ କରୁନଥିଲେ ପତ୍ନୀ ସୁନୀତା କପୁର । ଏହା କେବଳ ଗୁଜବ ବୋଲି ସେ ଭାବିଥିଲେ । କିନ୍ତୁ ପରେ ଦିନେ ସୁନିତା ଶୁଟିଂ ସେଟରେ ହଠାତ ପହଞ୍ଚିଥିଲେ । ସେଠାରେ ପହଞ୍ଚି ଅନୀଲ ଏବଂ କମି୍‌କୁ ଅନ୍ତରଙ୍ଗ ଭାବେ ଗୋଟିଏ ରୁମରୁ ଧରିଥିଲେ । ଏହି ଦୃଶ୍ୟ ଦେଖିବା ପରେ ସୁନୀତା ସେଠାରେ ଭଙ୍ଗା ରୁଜା ମଧ୍ୟ କରିଥିଲେ । ପରେ ଦୁହିଁଙ୍କ ଦାମ୍ପତ୍ବ ଜୀବନରେ ଝଡ ସୃଷ୍ଟି ହୋଇଥିଲା । ଏପରିକି ସୁନୀତା ରାଗିଯାଇ ଅନୀଲଙ୍କ ଘର ଛାଡି ପଳାଇ ଯାଇଥିଲେ । ଏହାପରେ ପତ୍ନୀଙ୍କୁ ମନାଇବା ପାଇଁ ଅନୀଲ କିମଙ୍କ ସହ ସବୁ ସମ୍ପର୍କ ଛିନ୍ନ କରି ଦେଇଥିଲେ ।

ଅନୀଲ କପୁର ୧୨ ବର୍ଷ ବୟସରେ ହିଁ ବଲିଉଡରେ ବାଳକଳାକାର ରୂପେ ଅଭିନୟ କରିଛନ୍ତି । ସେ ତାଙ୍କ ଅଭିନୟ କ୍ୟାରିଅରେ ଗୋଟିଏ ପରେ ଗୋଟିଏ ହିଟଟ୍‌ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦେଇଛନ୍ତି । ଏବେ ବି ସେ ବଲିଉଡରେ ବେଶ ସକ୍ରିୟ ଅଛନ୍ତି । ଜନ୍ମଦିନ ଅବସରରେ ଆଜି ତାଙ୍କ ଆଗାମୀ ଫିଲ୍ମ  'AK Vs AK' ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହୋଇଛି । ଏଥିରେ ଅନୀଲ କପୁର ଓ ଅନୁରାଗ କଶ୍ୟପ ଲିଡ ରୋଲରେ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story