/odisha-reporter/media/post_attachments/uploads/2015/10/ravi-kishan-4.jpg)
ravi-kishan-4
ମୁମ୍ବାଇ: ବଲିଉଡ ଅଭିନେତା ତଥା ଭୋଜପୁରୀ ଫିଲ୍ମର ସୁପରଷ୍ଟାର ରବି କିଶାନଙ୍କ ୧୯ ବର୍ଷୀୟ ଝିଅ ନିଖୋଜ ହୋଇଯାଇଥିବା ନେଇ ସେ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି।
Advertisment
ପୋଲିସ ଉପାୟୁକ୍ତ (ଯାଞ୍ଚ) ଅଧିକାରୀ ଧନଞ୍ଜୟ କୁଲକର୍ଣ୍ଣୀଙ୍କ କହିଛନ୍ତି, ରବି କିଛିଦିନ ପୂର୍ବରୁ ତାଙ୍କ ଝିଅ ନିଖୋଜ ହୋଇଥିବା ନେଇ ବଙ୍ଗରନଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଦ୍ୱିତୀୟ ଥର ପାଇଁ ରବିଙ୍କ ଝିଅ ଘର ଛାଡି ଚାଲିଯାଇଥିବା ପୋଲିସ କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
