Advertisment

ବଲିଉଡରେ ରିମେକ୍ ଟ୍ରେଣ୍ଡ

ବଲିଉଡରେ ଚାଲିଛି ରିମେକର ଟ୍ରେଣ୍ଡ। ଅନେକ ବ୍ଲକ୍ ବ୍ଲାଷ୍ଟର ମୁଭିର ରିମେକ କରି ଚଳଚିତ୍ର ନିର୍ମାତା ବକ୍ସ ଅଫିସରେ ସଫଳତା ପାଉଛନ୍ତି। ଏବେ ଏଥିରେ ଆଡ ହୋଇଛି ଅନେକ ହିଟ ଟ୍ରାକ୍। ଡିଟ୍ ଟ୍ରାକକୁ ରିମେକ୍ କରିବାର ଫଣ୍ଡାକୁ ଆପଣେଇଛନ୍ତି ମ୍ୟୁଜିକ ଡିରେକ୍ଟରମାନେ। ୭୦ରୁ ୯୦ ଦଶକର ଅନେକ ହିଟ୍ ଟ୍ରାକକୁ ଏବେ ରିମେକ କରି ମ୍ୟୁଜିକ ଚାର୍ଟରେ ରାଜ କରୁଛି ଅନେକ ମୁଭିର ଗୀତ। ନିକଟରେ ରିଲିଜ୍ ହୋଇଥିବା ‘ମୈ ଔର ଚାର୍ଲସ’ ମୁଭିର ‘ଜବ […]

ଅଦ୍ୟତନ ହୋଇଛି
ବଲିଉଡରେ ରିମେକ୍ ଟ୍ରେଣ୍ଡ

jab chhaye

Advertisment

[caption id="attachment_44247" align="aligncenter" width="439"]‘ଜବ୍ ଛାୟେ ତେରା ଜାଦୁ’ ଗୀତର ନୂଆ ଓ ପୁରୁଣା ଦୃଶ୍ୟ ‘ଜବ୍ ଛାୟେ ତେରା ଜାଦୁ’ ଗୀତର ନୂଆ ଓ ପୁରୁଣା ଦୃଶ୍ୟ[/caption]

Advertisment

ବଲିଉଡରେ ଚାଲିଛି ରିମେକର ଟ୍ରେଣ୍ଡ। ଅନେକ ବ୍ଲକ୍ ବ୍ଲାଷ୍ଟର ମୁଭିର ରିମେକ କରି ଚଳଚିତ୍ର ନିର୍ମାତା ବକ୍ସ ଅଫିସରେ ସଫଳତା ପାଉଛନ୍ତି। ଏବେ ଏଥିରେ ଆଡ ହୋଇଛି ଅନେକ ହିଟ ଟ୍ରାକ୍। ଡିଟ୍ ଟ୍ରାକକୁ ରିମେକ୍ କରିବାର ଫଣ୍ଡାକୁ ଆପଣେଇଛନ୍ତି ମ୍ୟୁଜିକ ଡିରେକ୍ଟରମାନେ। ୭୦ରୁ ୯୦ ଦଶକର ଅନେକ ହିଟ୍ ଟ୍ରାକକୁ ଏବେ ରିମେକ କରି ମ୍ୟୁଜିକ ଚାର୍ଟରେ ରାଜ କରୁଛି ଅନେକ ମୁଭିର ଗୀତ। ନିକଟରେ ରିଲିଜ୍ ହୋଇଥିବା ‘ମୈ ଔର ଚାର୍ଲସ’ ମୁଭିର ‘ଜବ ଛାୟେ ତେରା ଯାଦୁ’ ଗୀତକୁ ଶୁଣିଲେ ଆଶା ଦିଦିଙ୍କ ସେହି ହିଟ୍ ଟ୍ରାକ୍ କଥା ରିକଲ୍ ହେଉଛି। ସେହିପରି ଏହି ଲିଷ୍ଟରେ ରହିଛି ଅପକମିଂ ମୁଭି ‘ହେଟ ଷ୍ଟୋରୀ -୩’। ‘ସଡକ’ ମୁଭିର ଟ୍ରାକକୁ ରିମେକ୍ କରି ବ୍ଲକବ୍ଲାଷ୍ଟର ହିଟ୍ ଦେବାକୁ ଆଶା ରଖିଛନ୍ତି ଚଳଚିତ୍ର ନିର୍ମାତା। ସେହିପରି ‘କୟାମତ ସେ କୟାମତ ତକ’ ମୁଭିର ସେହି ଫେବରାଇଟ ଟ୍ରାକକୁ ରିମେକ୍ କରାଯାଇଛି ‘ଅଲ୍ ଇଜ୍ ବେଲ’ ମୁଭିରେ। ୯୦ ଦଶକର ମୁଭି ‘ଆଶିକି’ର ସ୍ୱିକେଲ ‘ଆଶିକି ୨’ ବକ୍ସ ଅଫିସରେ ଯେତିକି ସଫଳତା ପାଇଥିଲା ତା’ଠାରୁ ଅଧିକ ଦର୍ଶକଙ୍କ ଥମ୍ୱସ୍ ଅପ୍ ପାଇଛି ହନି ସିଂ ରିମେକ ଗୀତ ‘ଧିରେ ଧିରେ ସେ ମେରି ଜିନ୍ଦେଗୀ ମେ ଆନା’ ଟ୍ରାକ୍। ଲାଷ୍ଟ ବଟ୍ ନଟ୍ ଦ ଲିଷ୍ଟ ଏହି ତାଲିକାରେ ରହିଛି ‘ଭାଗ ଜନି ଭାଗ’ ମୁଭିର ‘ଇସ୍ କଦର୍ ପ୍ୟାର୍ ହୈ’ ଗୀତଟି। ସୋନୁ ନିଗମଙ୍କ ଫେମସ୍ ଆଲବମ୍ ‘ଦିୱାନା’ର ଏହି ଗୀତକୁ ବେଶ ପସନ୍ଦ କରିଛନ୍ତି ସିନେ ଲଭର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe