ନୂଆ ଲୁକ୍‌ରେ ଖିଲାଡୀ କୁମାର

ମୁମ୍ବାଇ: ବଲିଉଡ୍‌ର ‘ଖିଲାଡୀ’ ଅକ୍ଷୟ କୁମାର ଏବେ ତାଙ୍କ ଆଗାମୀ ଫିଲ୍ମ ‘ମିଶନ୍‌ ମଙ୍ଗଲ୍‌’କୁ ନେଇ ବହୁତ ବ୍ୟସ୍ତ ଅଛନ୍ତି। ତାଙ୍କର ଏହି ଫିଲ୍ମ ଅଗଷ୍ଟ ୧୫ ତାରିଖରେ ରିଲିଜ୍‌ ହେବ। କିନ୍ତୁ ତା’ ପୂର୍ବରୁ ଅକ୍ଷୟ ତାଙ୍କର ଆଗାମୀ ଫିଲ୍ମ ସମ୍ପର୍କରେ ଘୋଷଣା କରି ଏହାର ପୋଷ୍ଟର ଶେଆର୍ କରିଛନ୍ତି। ଏହି ଫିଲ୍ମର ନାଁ ‘ବଚ୍ଚନ ପାଣ୍ଡେ’। ‘କେସରୀ’, ‘୨.୦’ ଓ ‘ଭୁଲ୍‌ ଭୁଲୈୟା’ ଭଳି ଅନେକ ଫିଲ୍ମରେ ନିଆରା ଗେଟ୍‌ଅପ୍‌ରେ ଅଭିନୟ କରିଥିବା ଅକ୍ଷୟଙ୍କୁ […]

PicsArt_07-26-11.42

PicsArt_07-26-11.42

Biswobandita Swain
  • Published: Sunday, 28 July 2019
  • Updated: 28 July 2019, 03:19 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ‘ଖିଲାଡୀ’ ଅକ୍ଷୟ କୁମାର ଏବେ ତାଙ୍କ ଆଗାମୀ ଫିଲ୍ମ ‘ମିଶନ୍‌ ମଙ୍ଗଲ୍‌’କୁ ନେଇ ବହୁତ ବ୍ୟସ୍ତ ଅଛନ୍ତି। ତାଙ୍କର ଏହି ଫିଲ୍ମ ଅଗଷ୍ଟ ୧୫ ତାରିଖରେ ରିଲିଜ୍‌ ହେବ। କିନ୍ତୁ ତା’ ପୂର୍ବରୁ ଅକ୍ଷୟ ତାଙ୍କର ଆଗାମୀ ଫିଲ୍ମ ସମ୍ପର୍କରେ ଘୋଷଣା କରି ଏହାର ପୋଷ୍ଟର ଶେଆର୍ କରିଛନ୍ତି। ଏହି ଫିଲ୍ମର ନାଁ ‘ବଚ୍ଚନ ପାଣ୍ଡେ’।

‘କେସରୀ’, ‘୨.୦’ ଓ ‘ଭୁଲ୍‌ ଭୁଲୈୟା’ ଭଳି ଅନେକ ଫିଲ୍ମରେ ନିଆରା ଗେଟ୍‌ଅପ୍‌ରେ ଅଭିନୟ କରିଥିବା ଅକ୍ଷୟଙ୍କୁ ‘ବଚ୍ଚନ ପାଣ୍ଡେ’ ଫିଲ୍ମରେ ମଧ୍ୟ ଏକ ନୂଆ ଗେଟ୍‌ଅପ୍‌ରେ ଦେଖିବାକୁ ମିଳିବ। ଫିଲ୍ମର ପୋଷ୍ଟରରୁ ଏହା ସ୍ପଷ୍ଟ ହୋଇଯାଇଛି। ଏହି ପୋଷ୍ଟରରେ ଅକ୍ଷୟ କଳା ରଙ୍ଗର ଲୁଙ୍ଗି ପିନ୍ଧିଥିବାବେଳେ କପାଳରେ ଧଳା ଚନ୍ଦନ ଓ ଗଳାରେ ମୋଟା ମାଳି ପିନ୍ଧିଥିବା ଦେଖିବାକୁ ମିଳିଛି। ଏହାବ୍ୟତୀତ ସେ ହାତରେ ଚାବୁକ୍ ଧରିଛନ୍ତି, ଯାହା ତାଙ୍କ ଲୁକ୍‌କୁ ଆହୁରି ଭୟଙ୍କର କରି ଦେଇଛି।

ଅକ୍ଷୟ ଟ୍ୱିଟ୍‌ କରି ଲେଖିଛନ୍ତି, ଏହି ଫିଲ୍ମ ୨୦୨୦ରେ ବଡ଼ଦିନ ଅବସରରେ ରିଲିଜ୍ ହେବ। ଫରହାଦ ସମଜୀ ଏହାର ନିର୍ଦ୍ଦେଶନା ଦେବେ।

ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’, ‘ଲକ୍ଷ୍ମୀ ବମ୍‌’, ‘ଗୁଡ୍‌ ନ୍ୟୁଜ୍‌’ ଓ ‘ହାଉସ୍‌ଫୁଲ୍‌ ୪’କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଏହି ତାଲିକାରେ ‘ବଚ୍ଚନ ପାଣ୍ଡେ’ ଯୋଡ଼ି ହୋଇଯାଇଛି। ଏହାର ଫାଷ୍ଟ୍‌ ଲୁକ୍‌କୁ ସେ ନିଜେ ସୋଶାଲ୍‌ ମିଡିଆରେ ଶେଆର୍‌ କରିଛନ୍ତି। ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି ସାଜିଦ ନଦିଆଦୱାଲା ନେଇଛନ୍ତି।

ସୂଚନା ଅନୁଯାୟୀ,  ‘ବଚ୍ଚନ ପାଣ୍ଡେ’ ଏକ ମସାଲାଦାର ଫିଲ୍ମ ହେବ। ଏହା ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିବ। ୨୦୦୮ରେ ରିଲିଜ୍ ହୋଇଥିବା ‘ଟଶନ’ ସିନେମାରେ ଅକ୍ଷୟଙ୍କ ନାଁ ବଚ୍ଚନ ପାଣ୍ଡେ ଥିଲା। ଏଥିରେ ତାଙ୍କ ସହିତ ଅନୀଲ କପୁର, ସୈଫ୍‌ ଅଲୀ ଖାନ ଓ କରୀନ କପୁର ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story