'ଲୋନ୍ ନେବି ପଛେ, କର୍ମଚାରୀଙ୍କ ବେତନ କାଟିବିନି'

ମୁମ୍ବାଇ: ‘ବ୍ୟାଙ୍କରୁ ଲୋନ୍ ନେବି ପଛେ, ମୋ ପାଖରେ ରହି କାମ କରୁଥିବା କର୍ମଚାରୀଙ୍କ ବେତନ କାଟିବିନି କି ତାଙ୍କୁ ହଇରାଣ ହେବାକୁ ଦେବିନି।’ କିଛି ଏମିତି କହିଛନ୍ତି ବଲିଉଡ ଅଭିନେତା ଦୀପକ ଡୋବ୍ରିଆଲ୍। ‘ତନୁ ୱେଡ଼ସ ମନୁ’, ‘ଦବଙ୍ଗ-୨’ ଭଳି ଫିଲ୍ମରେ ଅଭିନୟ କରି ପ୍ରଶଂସା ସାଉଁଟିଥିବା ଏହି ଅଭିନେତା ଆହୁରି କହିଛନ୍ତି, “ଆମ ପାଖରେ ଟଙ୍କା ଥାଇ ଯଦି ଆମେ ଏତେ ସମସ୍ୟାର ସମ୍ମୁଖୀନ ହେଉଛୁ, ତେବେ ଗରିବ ଲୋକ କେତେ ସମସ୍ୟାର ସମ୍ମୁଖୀନ […]

Deepak dobriyal

Deepak dobriyal

Biswobandita Swain
  • Published: Thursday, 16 April 2020
  • Updated: 16 April 2020, 12:58 PM IST

Sports

Latest News

ମୁମ୍ବାଇ: 'ବ୍ୟାଙ୍କରୁ ଲୋନ୍ ନେବି ପଛେ, ମୋ ପାଖରେ ରହି କାମ କରୁଥିବା କର୍ମଚାରୀଙ୍କ ବେତନ କାଟିବିନି କି ତାଙ୍କୁ ହଇରାଣ ହେବାକୁ ଦେବିନି।' କିଛି ଏମିତି କହିଛନ୍ତି ବଲିଉଡ ଅଭିନେତା ଦୀପକ ଡୋବ୍ରିଆଲ୍।

'ତନୁ ୱେଡ଼ସ ମନୁ', 'ଦବଙ୍ଗ-୨' ଭଳି ଫିଲ୍ମରେ ଅଭିନୟ କରି ପ୍ରଶଂସା ସାଉଁଟିଥିବା ଏହି ଅଭିନେତା ଆହୁରି କହିଛନ୍ତି, "ଆମ ପାଖରେ ଟଙ୍କା ଥାଇ ଯଦି ଆମେ ଏତେ ସମସ୍ୟାର ସମ୍ମୁଖୀନ ହେଉଛୁ, ତେବେ ଗରିବ ଲୋକ କେତେ ସମସ୍ୟାର ସମ୍ମୁଖୀନ ହେଉ ନ ଥିବେ। ମୁ ବର୍ଷକୁ ଗୋଟେ ଫିଲ୍ମ କରୁଛି, ମୋ ଦ୍ୱାରା ଯେତିକି ସମ୍ଭବ ମୁଁ ସେତିକି ସାହାଯ୍ୟ କରିବି। ଅନ୍ୟ କଳାକାରଙ୍କ ତୁଳନାରେ ମୁଁ କମ କରୁଥାଇ ପାରେ। କିନ୍ତୁ ମୋର ଏତିକି ସାମର୍ଥ୍ୟ। ମୋ ପାଖେ ୬-୭ ଜଣ କର୍ମଚାରୀ କାମ କରୁଛନ୍ତି ଆଉ ମୁଁ ତାଙ୍କୁ ଏ ସମୟରେ ହଇରାଣ ହେବାକୁ ଦେବିନି। ମୁଁ ମୋ କର୍ମଚାରୀଙ୍କୁ ପ୍ରତିଜ୍ଞା ମଧ୍ୟ କରିଛି ଯେ, ସେମାନେ ତାଙ୍କ ବେତନ ପାଇଁ ନିଶ୍ଚିତ ରୁହନ୍ତୁ।"

https://www.instagram.com/p/B--2jVepel0/?utm_source=ig_web_copy_link

ଦୀପକ ଏବେ ଉତ୍ତରାଖଣ୍ଡରେ ଅଛନ୍ତି। ଏକ ଫିଲ୍ମର ଶୁଟିଂ ପାଇଁ ଆସିଥିବା ବେଳେ ଲକଡାଉନ ଲାଗିି ସେ ଏଠାରେ ଅଟକି ଯାଇଛନ୍ତି। ଏ ସମୟରେ ସେ ତାଙ୍କ ଘର ଲୋକଙ୍କୁ ମିସ୍ କରୁଛନ୍ତି ବୋଲି କହିବା ସହ ସମସ୍ତଙ୍କୁ ଘରେ ସୁରକ୍ଷିତ ରହିବାକୁ ଅପିଲ୍ କରିଛନ୍ତି।

https://www.instagram.com/p/B-90WoHJvDg/?utm_source=ig_web_copy_link

ଏହାସହ ଦୀପକ ତାଙ୍କ ସମସ୍ତ ସୋଶାଲ ମିଡିଆ ଆକାଉଣ୍ଟ ଡିଲିଟ୍ କରିଦେଇଛନ୍ତି। ତେବେ ସେ କେବଳ ତାଙ୍କ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲ୍ ରଖିଛନ୍ତି, ଯେଉଁଥିରେ ସେ କେବଳ ସକାରାତ୍ମକ ଚିନ୍ତା ସୃଷ୍ଟି କରିବା ଭଳି ଫଟୋ ଶେୟାର କରୁଛନ୍ତି ଏକ ସାକ୍ଷାତକାରରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story