କରାଚି: ବଲିଉଡ୍ର ବରିଷ୍ଠ ଅଭିନେତା ଓମ୍ ପୁରୀ ଏବେ ପାକିସ୍ତାନରେ ଡେରା ପକାଇଛନ୍ତି। ପାକିସ୍ତାନୀ ଫିଲ୍ମ ‘ଆକ୍ଟର ଇନ୍ ଲ’ ଫିଲ୍ମର ପ୍ରମୋସନ ପାଇଁ ସେ ଇସ୍ଲାମାବାଦ ଓ ଲାହୋର ଗସ୍ତରେ ଅଛନ୍ତି।
ସେ ଆଜି ତାଙ୍କ ପାକିସ୍ତାନୀ ଫ୍ୟାନ୍ଙ୍କୁ ଭେଟି ତାଙ୍କ ଅଭିନୀତ ଫିଲ୍ମକୁ ଦେଖିବାକୁ କହିଛନ୍ତି। ପ୍ରଥମେ ଇସ୍ଲାମାବାଦରେ ଓ ତା’ପରେ ଲାହୋରରେ ଯାଇ ତାଙ୍କ ଫିଲ୍ମର ପ୍ରମୋସନ କରିଛନ୍ତି।
ଅଭିନେତା ଫୱାଦ୍ ମସ୍ତାଫାଙ୍କ ଉପରେ ପର୍ଯ୍ୟବସିତ ଫିଲ୍ମ ‘ଆକ୍ଟର ଇନ୍ ଲ’ରେ ସେ ମୁଖ୍ୟ ଚରିତ୍ରଙ୍କ ପିତା ଭାବେ ନଜର ଆସିବେ। ଏଥିରେ ସେ ଜଣେ ଆଇନଜୀବୀର ଭୂମିକାରେ ଅଭିନୟ କରୁଛନ୍ତି।
ଏହି ଉର୍ଦ୍ଦୁ ଫିଲ୍ମକୁ ନବିଲ କୁରେସୀ ନିର୍ଦ୍ଦେଶନା ଦେଇ ଥିବା ବେଳେ ଏହା ଆସନ୍ତା ୧୩ ତାରିଖରେ ରିଲିଜ୍ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
![Kangana Kangana](https://assets.odishareporter.in/uploadimage/library/16_9/16_9_3/Kangana_1736329075.jpg)
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
![Anubhav Mohanty & Barsha Anubhav Mohanty & Barsha](https://assets.odishareporter.in/uploadimage/library/16_9/16_9_3/IMAGE_1736151346.jpg)
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।