Advertisment

ଫିଲ୍ମ ପ୍ରୋମୋସନ ପାଇଁ ପାକିସ୍ତାନରେ ଓମ୍‌ ପୁରୀ

କରାଚି: ବଲିଉଡ୍‌ର ବରିଷ୍ଠ ଅଭିନେତା ଓମ୍‌ ପୁରୀ ଏବେ ପାକିସ୍ତାନରେ ଡେରା ପକାଇଛନ୍ତି। ପାକିସ୍ତାନୀ ଫିଲ୍ମ ‘ଆକ୍ଟର ଇନ୍‌ ଲ’ ଫିଲ୍ମର ପ୍ରମୋସନ ପାଇଁ ସେ ଇସ୍‌ଲାମାବାଦ ଓ ଲାହୋର ଗସ୍ତରେ ଅଛନ୍ତି। ସେ ଆଜି ତାଙ୍କ ପାକିସ୍ତାନୀ ଫ୍ୟାନ୍‌ଙ୍କୁ ଭେଟି ତାଙ୍କ ଅଭିନୀତ ଫିଲ୍ମକୁ ଦେଖିବାକୁ କହିଛନ୍ତି। ପ୍ରଥମେ ଇସ୍‌ଲାମାବାଦରେ ଓ ତା’ପରେ ଲାହୋରରେ ଯାଇ ତାଙ୍କ ଫିଲ୍ମର ପ୍ରମୋସନ କରିଛନ୍ତି। ଅଭିନେତା ଫୱାଦ୍‌ ମସ୍ତାଫାଙ୍କ ଉପରେ ପର୍ଯ୍ୟବସିତ ଫିଲ୍ମ ‘ଆକ୍ଟର ଇନ୍‌ ଲ’ରେ ସେ […]

ଫିଲ୍ମ ପ୍ରୋମୋସନ ପାଇଁ ପାକିସ୍ତାନରେ ଓମ୍‌ ପୁରୀ

bollywood-actor-om-puri-in-pakistan

Advertisment

କରାଚି: ବଲିଉଡ୍‌ର ବରିଷ୍ଠ ଅଭିନେତା ଓମ୍‌ ପୁରୀ ଏବେ ପାକିସ୍ତାନରେ ଡେରା ପକାଇଛନ୍ତି। ପାକିସ୍ତାନୀ ଫିଲ୍ମ ‘ଆକ୍ଟର ଇନ୍‌ ଲ’ ଫିଲ୍ମର ପ୍ରମୋସନ ପାଇଁ ସେ ଇସ୍‌ଲାମାବାଦ ଓ ଲାହୋର ଗସ୍ତରେ ଅଛନ୍ତି।

Advertisment

ସେ ଆଜି ତାଙ୍କ ପାକିସ୍ତାନୀ ଫ୍ୟାନ୍‌ଙ୍କୁ ଭେଟି ତାଙ୍କ ଅଭିନୀତ ଫିଲ୍ମକୁ ଦେଖିବାକୁ କହିଛନ୍ତି। ପ୍ରଥମେ ଇସ୍‌ଲାମାବାଦରେ ଓ ତା’ପରେ ଲାହୋରରେ ଯାଇ ତାଙ୍କ ଫିଲ୍ମର ପ୍ରମୋସନ କରିଛନ୍ତି।

ଅଭିନେତା ଫୱାଦ୍‌ ମସ୍ତାଫାଙ୍କ ଉପରେ ପର୍ଯ୍ୟବସିତ ଫିଲ୍ମ ‘ଆକ୍ଟର ଇନ୍‌ ଲ’ରେ ସେ ମୁଖ୍ୟ ଚରିତ୍ରଙ୍କ ପିତା ଭାବେ ନଜର ଆସିବେ। ଏଥିରେ ସେ ଜଣେ ଆଇନଜୀବୀର ଭୂମିକାରେ ଅଭିନୟ କରୁଛନ୍ତି।

Advertisment

ଏହି ଉର୍ଦ୍ଦୁ ଫିଲ୍ମକୁ ନବିଲ କୁରେସୀ ନିର୍ଦ୍ଦେଶନା ଦେଇ ଥିବା ବେଳେ ଏହା ଆସନ୍ତା ୧୩ ତାରିଖରେ ରିଲିଜ୍‌ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe