ସୋନୁଙ୍କୁ ମାସକର ଦରମା ଦେବାକୁ ଚାହୁଁଥିଲେ ଜଣେ ବ୍ୟକ୍ତି, କିନ୍ତୁ ତାଙ୍କୁ ମିଳିଲା ଆହୁରି ବଢ଼ିଆ ପ୍ରସ୍ତାବ

ମୁମ୍ବାଇ: ଲକ୍‌ଡାଉନ୍ ବେଳେ ବହୁତ ଲୋକଙ୍କୁ ସାହାଯ୍ୟ କରିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ୍। ସେ କେବଳ ସେମାନଙ୍କୁ ସେମାନଙ୍କ ଜନ୍ମମାଟିରେ ପହଞ୍ଚାଇ ନାହାନ୍ତି, ସେମାନଙ୍କର ରୋଜଗାରର ବ୍ୟବସ୍ଥା ମଧ୍ୟ କରିଛନ୍ତି। ସେହିପରି କାହାକୁ ଚାଷ କରିବାକୁ ଟ୍ରାକ୍ଟର ଦେଇଛନ୍ତି ତ କାହାକୁ ଅନ୍‌ଲାଇନ୍‌ରେ ପାଠ ପଢ଼ିବା ପାଇଁ ସ୍ମାର୍ଟଫୋନ୍ ଦେଇଛନ୍ତି। ଏଇ ସବୁ ଘଟଣା ଭିତରେ ଆଉ କିଛି ଦୃଶ୍ୟ ବି ସାମ୍ନାକୁ ଆସିଛି। ସୋନୁଙ୍କ ଠାରୁ ସାହାଯ୍ୟ ପାଇଥିବା ଲୋକଙ୍କ ମଧ୍ୟରୁ କେହି ଦୋକାନ […]

sonu

sonu

Biswobandita Swain
  • Published: Monday, 31 August 2020
  • Updated: 31 August 2020, 12:25 PM IST

Sports

Latest News

ମୁମ୍ବାଇ: ଲକ୍‌ଡାଉନ୍ ବେଳେ ବହୁତ ଲୋକଙ୍କୁ ସାହାଯ୍ୟ କରିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ୍। ସେ କେବଳ ସେମାନଙ୍କୁ ସେମାନଙ୍କ ଜନ୍ମମାଟିରେ ପହଞ୍ଚାଇ ନାହାନ୍ତି, ସେମାନଙ୍କର ରୋଜଗାରର ବ୍ୟବସ୍ଥା ମଧ୍ୟ କରିଛନ୍ତି। ସେହିପରି କାହାକୁ ଚାଷ କରିବାକୁ ଟ୍ରାକ୍ଟର ଦେଇଛନ୍ତି ତ କାହାକୁ ଅନ୍‌ଲାଇନ୍‌ରେ ପାଠ ପଢ଼ିବା ପାଇଁ ସ୍ମାର୍ଟଫୋନ୍ ଦେଇଛନ୍ତି। ଏଇ ସବୁ ଘଟଣା ଭିତରେ ଆଉ କିଛି ଦୃଶ୍ୟ ବି ସାମ୍ନାକୁ ଆସିଛି। ସୋନୁଙ୍କ ଠାରୁ ସାହାଯ୍ୟ ପାଇଥିବା ଲୋକଙ୍କ ମଧ୍ୟରୁ କେହି ଦୋକାନ ଖୋଲି ତାଙ୍କ ନାଁରେ ନାମିତ କରିଛନ୍ତି ତ ଆଉ କେହି ନିଜ ନବଜାତ ସନ୍ତାନର ନାଁ ‘ସୋନୁ’ ରଖିଛନ୍ତି।

ଏବେ ଆଉ ଏକ ଖବର ଆସିଛି। ସୋନୁଙ୍କର ଜଣେ ପ୍ରଶଂସକ ତାଙ୍କୁ ତାଙ୍କ ମାସକର ବେତନ ଦେବାକୁ ଚାହୁଁଥିଲେ। ତାଙ୍କ ନାଁ ମୁକେଶ କୁମାର। ସେ ଟ୍ୱିଟ୍‌ କରି କହିଥିଲେ ଯେ ତାଙ୍କ ପାଖରେ ଅଧିକ କିଛି ନାହିଁ। ତେବେ ସେ ସୋନୁଙ୍କୁ ତାଙ୍କର ଏକ ମାସର ଦରମା ଦେଇପାରିବେ। ଫଳରେ ସୋନୁ ଅଧିକରୁ ଅଧିକ ଲୋକଙ୍କୁ ସାହାଯ୍ୟ କରିପାରିବେ।

ଏହାର ଉତ୍ତରରେ ସୋନୁ ସୁଦ୍ ଲେଖିଥିଲେ, ‘ଭାଇ ଆପଣଙ୍କଠୁ ଧନୀ ଲୋକ ଆଉ କେହି ନାହାନ୍ତି। ସବୁବେଳେ ଏମିତି ରହିବେ। ସାଇପଡ଼ିଶାରେ କୌଣସି ପରିବାରକୁ ସାହାଯ୍ୟ କରି ଦେଇ ଭାବି ନେବେ ଯେ ଆପଣଙ୍କ ମାସକର ବେତନ ମୋ ପାଖରେ ପହଞ୍ଚିଗଲା।’

ସୋନୁଙ୍କର ଏହି ପ୍ରସ୍ତାବକୁ ସମସ୍ତେ ବେଶ୍ ପସନ୍ଦ କରିଛନ୍ତି। ଏହା ଉପରେ ପ୍ରତିକ୍ରିୟା ଦେଇ କିଛି ଲୋକ କହିଛନ୍ତି ଯେ ସୋନୁ ସୁଦ୍‌ ସାଧାରଣ ଲୋକ ନୁହନ୍ତି, ସେ ଭଗବାନ। ଆଉ କିଛି ଲୋକ କହିଛନ୍ତି କୌଣସି ବି କଳାକାର ଏମିତି ସାହାଯ୍ୟ କରିବାକୁ କେବେ ଚାହିଁନାହାନ୍ତି। ସୋନୁଙ୍କୁ ନେଇ ଗର୍ବ ଅନୁଭବ ହୁଏ ବୋଲି କହିଛନ୍ତି ଆଉ କିଛି ଲୋକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story