ଓଡ଼ିଶୀ ନୃତ୍ୟ କରିବେ କାଜୋଲ

ମୁମ୍ବାଇ: ଓଡ଼ିଶାର ପ୍ରସିଦ୍ଧ ନୃତ୍ୟ ଓଡ଼ିଶୀ ନାଚିବେ ବଲିଉଡ ଅଭିନେତ୍ରୀ କାଜୋଲ । ନୂଆବର୍ଷରେ ନିଜ ପ୍ରଶଂସକଙ୍କୁ କଜୋଲ ଏଭଳି ସୂଚନା ଦେଇ ସରପ୍ରାଇଜ ଦେଇଛନ୍ତି । ଏଥିପାଇଁ ପୁରା ପ୍ରସ୍ତୁତ ହୋଇଛନ୍ତି ଏହି ଅଭିନେତ୍ରୀ ଜଣକ। ମୁଣ୍ଡରେ କିରଟି, ଅଣ୍ଟାରେ ବେଙ୍ଗପାଟିଆ ବାନ୍ଧି ଓଡ଼ିଶୀ ନୃତ୍ୟ ଗେଟଅପରେ କାଜୋଲ ନଜର ଆସିଛନ୍ତି । ମଡର୍ଣ୍ଣ ଡ୍ୟାନ୍ସ ପରେ ସେ ଏବେ ଓଡ଼ିଶୀ ନୃତ୍ୟ ଆଡେ ମନ ବଳାଇଛନ୍ତି । ଅପକମିଂ ଫିଲ୍ମ ’ତ୍ରୀଭଙ୍ଗ’ରେ କାଜୋଲଙ୍କୁ ଜଣେ […]

kajol-1

kajol-1

Madhupriya Mistry
  • Published: Saturday, 02 January 2021
  • Updated: 02 January 2021, 08:23 AM IST

Sports

Latest News

ମୁମ୍ବାଇ: ଓଡ଼ିଶାର ପ୍ରସିଦ୍ଧ ନୃତ୍ୟ ଓଡ଼ିଶୀ ନାଚିବେ ବଲିଉଡ ଅଭିନେତ୍ରୀ କାଜୋଲ । ନୂଆବର୍ଷରେ ନିଜ ପ୍ରଶଂସକଙ୍କୁ କଜୋଲ ଏଭଳି ସୂଚନା ଦେଇ ସରପ୍ରାଇଜ ଦେଇଛନ୍ତି । ଏଥିପାଇଁ ପୁରା ପ୍ରସ୍ତୁତ ହୋଇଛନ୍ତି ଏହି ଅଭିନେତ୍ରୀ ଜଣକ। ମୁଣ୍ଡରେ କିରଟି, ଅଣ୍ଟାରେ ବେଙ୍ଗପାଟିଆ ବାନ୍ଧି ଓଡ଼ିଶୀ ନୃତ୍ୟ ଗେଟଅପରେ କାଜୋଲ ନଜର ଆସିଛନ୍ତି । ମଡର୍ଣ୍ଣ ଡ୍ୟାନ୍ସ ପରେ ସେ ଏବେ ଓଡ଼ିଶୀ ନୃତ୍ୟ ଆଡେ ମନ ବଳାଇଛନ୍ତି ।

ଅପକମିଂ ଫିଲ୍ମ ’ତ୍ରୀଭଙ୍ଗ’ରେ କାଜୋଲଙ୍କୁ ଜଣେ ଓଡ଼ିଶୀ ଡ୍ୟାନ୍ସର ଭୂମିକାରେ ଦେଖିବାକୁ ମିଳିବ। ନୂଆବର୍ଷ ଅବସରରେ ଏହି ଫିଲ୍ମର ଟିଜର ରିଲିଜ କରାଯାଇଛି । କଜୋଲ ନିଜେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ଟିଜରକୁ ଶେଆର କରିଛନ୍ତି । ଏହି ଫିଲ୍ମ ଜରିଆରେ ଓଟିଟି ପ୍ଲାଟଫର୍ମରେ ସେ ଡେବ୍ୟୁ କରିବାକୁ ଯାଉଛନ୍ତି । ରେଣୁକା ସାହାଣେଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମକୁ ନେଇ କାଜୋଲ ବେଶ ଉତ୍ସାହିତ ଅଛନ୍ତି । ସେ କହିଛନ୍ତି, ୩ ଜଣ ମହିଳାଙ୍କ ଜୀବନ କାହାଣୀ ଉପରେ ଫିଲ୍ମଟି ଆଧାରିତ। ଶୁଟିଂ ସମୟରେ ଏକ ନୂଆ ଅନୁଭବ ଶିଖି ମୋତେ ବେଶ ଖୁସି ଲାଗିଲା । ଏବେ କେବଳ ଲୋକଙ୍କ ରିଆକସନକୁ ଅପେକ୍ଷା । ଲୋକେ ଏହାକୁ କିଭଳି ଗ୍ରହଣ କରୁଛନ୍ତି ତାହା ଦେଖିବାର ଅଛି ବୋଲି ସେ କହିଛନ୍ତି ।

View this post on Instagram

A post shared by Kajol Devgan (@kajol)

ଅଜୟ ଦେବଗନଙ୍କ ପ୍ରଡକ୍ସନରେ ତିଆରି ଏହି ଫିଲ୍ମରେ କଜୋଲଙ୍କ ବ୍ୟତୀତ ମିଥିଲା ପାଲକର, ତନଭି ଆଜମୀ ଏବଂ କୁଣାଲ ରୟ କପୁର ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ । ଆସନ୍ତା ଜାନୁଆରୀ ୧୫ ତାରିଖରେ ଫିଲ୍ମଟି ନେଟଫ୍ଲିକ୍ସରେ ରିଲିଜ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story