Advertisment

'କ୍ୟାରିୟରଠୁ ଅଧିକ ରଣବୀରଙ୍କୁ ଦେଉଥିଲି ଗୁରୁତ୍ୱ'

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ତାଙ୍କ ଆଗାମୀ ଫିଲ୍ମ ‘ଭାରତ’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ତେଣୁ ବିଭିନ୍ନ ସାକ୍ଷାତକାରରେ ତାଙ୍କୁ ଦେଖିବାକୁ ମିଳୁଛି। ନିକଟରେ ଏକ ସାକ୍ଷାତକାରରେ କ୍ୟାଟ୍ରିନାଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରୁଥିବାର ଦେଖିବାକୁ ମିଳିଥିଲା। ଏହି ସାକ୍ଷାତକାରରେ ନିଜ ପୂର୍ବ ରିଲେସନ୍‌ସିପ୍‌କୁ ନେଇ କିଛି ଖୁଲାସା କରିଥିଲେ କ୍ୟାଟ୍ରିନା। ରଣବୀର କପୁରଙ୍କୁ ଇସାରା କରି କ୍ୟାଟ୍ରିନା କହିଥିଲେ, ‘ଏମିତି ଏକ ଦିନ ଥିଲା ଯେତେବେଳେ ମୋର ଧ୍ୟାନ କାମ ଉପରେ […]

ଅଦ୍ୟତନ ହୋଇଛି
'କ୍ୟାରିୟରଠୁ ଅଧିକ ରଣବୀରଙ୍କୁ ଦେଉଥିଲି ଗୁରୁତ୍ୱ'

w

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ତାଙ୍କ ଆଗାମୀ ଫିଲ୍ମ 'ଭାରତ'ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ତେଣୁ ବିଭିନ୍ନ ସାକ୍ଷାତକାରରେ ତାଙ୍କୁ ଦେଖିବାକୁ ମିଳୁଛି। ନିକଟରେ ଏକ ସାକ୍ଷାତକାରରେ କ୍ୟାଟ୍ରିନାଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରୁଥିବାର ଦେଖିବାକୁ ମିଳିଥିଲା। ଏହି ସାକ୍ଷାତକାରରେ ନିଜ ପୂର୍ବ ରିଲେସନ୍‌ସିପ୍‌କୁ ନେଇ କିଛି ଖୁଲାସା କରିଥିଲେ କ୍ୟାଟ୍ରିନା। ରଣବୀର କପୁରଙ୍କୁ ଇସାରା କରି କ୍ୟାଟ୍ରିନା କହିଥିଲେ, ‘ଏମିତି ଏକ ଦିନ ଥିଲା ଯେତେବେଳେ ମୋର ଧ୍ୟାନ କାମ ଉପରେ କମ ଏବଂ ମୋ ରିଲେସନ୍‌ସିପ୍‌ ଉପରେ ଅଧିକ ଥିଲା। ମତେ ଏମିତି କରିବାକୁ ଭଲ ମଧ୍ୟ ଲାଗୁଥିଲା। ଏସବୁ କରିଥିବାରୁ ମୋର କୌଣସି ଅବଶୋଷ ନାହିଁ।’

Advertisment

publive-image

ବିଏଫ୍‌ଏଫ୍‌ ସିଜନ୍‌-୩କୁ ଦେଇଥିବା ସାକ୍ଷାତକାରରେ କ୍ୟାଟ୍ରିନା ଏସମ୍ପର୍କରେ କରିଛନ୍ତି। ସେ ଆହୁରି କହିଛନ୍ତି ଫିଲ୍ମ ‘ରାଜନୀତି’, ‘ଜିନ୍ଦେଗି ନା ମିଲେଗି ଦୋବାରା’ ଏବଂ ‘ନ୍ୟୁୟୋର୍କ’ରେ ମୁଁ ଭିନ୍ନ ଧରଣର ଅଭିନୟ କରିଛି।  ସେ ସବୁ ଚରିତ୍ର ମତେ ଭଲ ଲାଗିଛି।

publive-image

ସୂଚନା ଅନୁଯାୟୀ, ରଣବୀର ଏବଂ କ୍ୟାଟ୍ରିନାଙ୍କ ସମ୍ପର୍କ ୨୦୧୬ରେ ଆରମ୍ଭ ହୋଇଥିଲା। ଗୋଟେ ବର୍ଷ ମଧ୍ୟରେ ଏହି ସମ୍ପର୍କର ବିଛିନ୍ନ ହୋଇଯାଇଥିଲା। ଏବଂ ଯାହା ଶୁଣିବାକୁ ମିଳୁଛି କ୍ୟାଟ୍ରିନାଙ୍କ ସହ ସମ୍ପର୍କ ବିଛିନ୍ନ ହେବାପରେ ରଣବୀର ଆଲିଆ ଭଟ୍ଟଙ୍କ ସହ ରିଲେସନ୍‌ସିପ୍‌ରେ ଅଛନ୍ତି। ଆଗାମୀ ବର୍ଷ ସେମାନଙ୍କ ବିବାହ ହେବା କଥା ଶୁଣିବାକୁ ମିଳୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe