Advertisment

'୩୦ ବର୍ଷ ପରେ ଲାଗିଲା ଜଗା ଡୋରି'

ପୁଣି ଜଗନ୍ନାଥଙ୍କ ଡାକରା ମିଳିବାରୁ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମିଳିଛି; ମିନାକ୍ଷୀ ଶେଷାଦ୍ରି

author-image
Manoj Swain
ଅଦ୍ୟତନ ହୋଇଛି

ପୁରୀରେ ବଲିଉଡ୍ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ମିନାକ୍ଷୀ ଶେଷାଦ୍ରି। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ମିନାକ୍ଷୀ ଶେଷାଦ୍ରି। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ୩୦ ବର୍ଷ ପରେ ଲାଗିଲା ଜଗା ଡୋରି। ପୁଣି ଜଗନ୍ନାଥଙ୍କ ଡାକରା ମିଳିବାରୁ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମିଳିଛି । ସୂଚନାଯୋଗ୍ୟ ଯେ, 80 ଓ 90 ଦଶକରେ ହିଟ୍ ଅଭିନେତ୍ରୀ ଥିଲେ ମିନାକ୍ଷୀ ।

Advertisment
Puri Shreemandir Odisha