Advertisment

ବଲିଉଡ୍‌ କଳାକାରମାନେ ଏମିତି ଦେଲେ ହୋଲିର ଶୁଭେଚ୍ଛା

ମୁମ୍ବାଇ: ଆଜି ହେଉଛି ରଙ୍ଗର ପର୍ବ ହୋଲି। ଏହି ପର୍ବକୁ ସାରା ଦେଶରେ ବେଶ୍ ଧୂମ୍‌ଧାମ୍‌ରେ ପାଳନ କରାଯାଏ। ତେବେ ବଲିଉଡ୍‌ କେମିତି ପଛରେ ରହିବ। ବଲିଉଡ୍‌ ସେଲେବ୍ରିଟିମାନେ ମଧ୍ୟ ବେଶ୍ ଧୂମ୍‌ଧାମ୍‌ର ସହ ଏହାକୁ ପାଳୁଛନ୍ତି। ହେଲେ ମଜା ମସ୍ତି ଭିତରେ ଏମାନେ ଫ୍ୟାନ୍‌ମାନଙ୍କୁ ଆଦୌ ଭୁଲି ନାହାଁନ୍ତି। ସମସ୍ତେ ସୋଶାଲ ମିଡିଆ ଜରିଆରେ ଫ୍ୟାନ୍‌ମାନଙ୍କୁ ହୋଲିର ଶୁଭକାମନା ଜଣାଇବା ସହ ସାରା ବିଶ୍ୱରେ ବ୍ୟାପୁଥିବା କରୋନା ଭାଇରସ୍‌ରୁ ସୁରକ୍ଷିତ ରହିବାକୁ ମଧ୍ୟ କହୁଛନ୍ତି। https://www.instagram.com/p/B9hQjxTpvd9/?utm_source=ig_web_copy_link […]

ଅଦ୍ୟତନ ହୋଇଛି
ବଲିଉଡ୍‌ କଳାକାରମାନେ ଏମିତି ଦେଲେ ହୋଲିର ଶୁଭେଚ୍ଛା

bollywood

Advertisment

ମୁମ୍ବାଇ: ଆଜି ହେଉଛି ରଙ୍ଗର ପର୍ବ ହୋଲି। ଏହି ପର୍ବକୁ ସାରା ଦେଶରେ ବେଶ୍ ଧୂମ୍‌ଧାମ୍‌ରେ ପାଳନ କରାଯାଏ। ତେବେ ବଲିଉଡ୍‌ କେମିତି ପଛରେ ରହିବ। ବଲିଉଡ୍‌ ସେଲେବ୍ରିଟିମାନେ ମଧ୍ୟ ବେଶ୍ ଧୂମ୍‌ଧାମ୍‌ର ସହ ଏହାକୁ ପାଳୁଛନ୍ତି। ହେଲେ ମଜା ମସ୍ତି ଭିତରେ ଏମାନେ ଫ୍ୟାନ୍‌ମାନଙ୍କୁ ଆଦୌ ଭୁଲି ନାହାଁନ୍ତି। ସମସ୍ତେ ସୋଶାଲ ମିଡିଆ ଜରିଆରେ ଫ୍ୟାନ୍‌ମାନଙ୍କୁ ହୋଲିର ଶୁଭକାମନା ଜଣାଇବା ସହ ସାରା ବିଶ୍ୱରେ ବ୍ୟାପୁଥିବା କରୋନା ଭାଇରସ୍‌ରୁ ସୁରକ୍ଷିତ ରହିବାକୁ ମଧ୍ୟ କହୁଛନ୍ତି।

Advertisment

https://www.instagram.com/p/B9hQjxTpvd9/?utm_source=ig_web_copy_link

ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାଇ ବଚ୍ଚନ ହୋଲି ଅବସରରେ ଝିଅ ଆରାଧ୍ୟା ସହ ହୋଲିକା ଦହନ କରିବା ବେଳର ଫଟୋ ଶେଆର୍‌ କରି ସମସ୍ତଙ୍କୁ ହୋଲି ଶୁଭକାମନା ଜଣାଇଛନ୍ତି। ତାଙ୍କ ବ୍ୟତୀତ ଋଷି କପୁର, ଭୁମି ପେଡନା କର୍‌ ଅନୁପମ ଖେର୍ ଦିଆ ମିର୍ଜା ପରି ଫିଲ୍ମିଷ୍ଟାର୍‌ମାନେ ମଧ୍ୟ ହୋଲିର ଶୁଭକାମନା ଜଣାଇଛନ୍ତି।

https://twitter.com/chintskap/status/1237009734810480641?s=20

ଋଷି କପୁର ନିଜ ପିଲାବେଳେର ଫଟୋ ଶେଆର୍‌ କରି ଫ୍ୟାନ୍‌ମାନଙ୍କୁ ହୋଲିର ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ କରୋନା ଭାଇରସ୍ ପ୍ରତଚି ସଜାଗ ରହିବାକୁ ମଧ୍ୟ କହିଛନ୍ତି।

Advertisment

https://twitter.com/aliaa08/status/1237237672105529344?s=20

ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ଓ ବରୁଣ ଧୱନଙ୍କର ଫିଲ୍ମ ‘ବଦ୍ରିନାଥ କଇ ଦୁଲହନିଆ’ର ଏକ ହୋଲି ସିନ୍‌ର ଭିଡିଓ ଶେଆର୍‌ କରି ହୋଲିର ଶୁଭେଚ୍ଛା ଜଣାଇଛନ୍ତି।

https://twitter.com/TheShilpaShetty/status/1237237174845628416?s=20

ସେହିପରି ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ଭୂମି ପେଡନାକର ନିଜର ମଜାଦାର୍‌ ଟିକ୍‌ଟକ୍‌ ଭିଡିଓ ଶେଆର୍‌ କରି ଫ୍ୟାନ୍‌ମାନଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି।

https://www.instagram.com/p/B9iaPJsJu22/?utm_source=ig_web_copy_link

ଅଭିନେତା ରଣଦୀପ ହୁଡ୍ଡାଙ୍କ ପାଇଁ ଆଜିର ଦିନଟି ବହୁତ ଖାସ୍‌ କାରଣ ଆଜି ହୋଲି ହେବା ସହ ତାଙ୍କ ପିତାଙ୍କର ଜନ୍ମଦିନ ମଧ୍ୟ। ତେଣୁ ନିଜ ପିତାଙ୍କ ସହ ରଙ୍ଗିନ୍‌ ବେଶରେ ଫଟୋ ଶେଆର୍‌ କରି ସେ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ହୋଲି ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

https://www.instagram.com/p/B9iiTJTHXvT/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe