ଟ୍ରମ୍ପ-ମୋଦିଙ୍କ ଶୋ'ରେ ସାମିଲ୍ ହେବେ ଏହି ବଲିଉଡ୍ ସେଲେବ୍ରିଟି

ଅହମ୍ମଦାବାଦ୍:  ୨୪ ତାରିଖରେ ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସାରା ଦେଶରେ ଏବେ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଭାରତକୁ ଆସିବା ପରେ ସେ ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ରାଜ୍ୟ ଗୁଜରାଟ ଯିବେ। ସେଠାରେ ସେ ଏକ ରୋଡ୍‌ ଶୋ’ କରିବେ। ପରେ ‘ମୋଟେରା କ୍ରିକେଟ୍‌ ଷ୍ଟାଡିୟମ୍‌’ର ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମ ପାଇଁ ଗୁଜରାଟ ସରକାର କିଛି ବଲିଉଡ୍‌ ସେଲେବ୍ରିଟିଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି। https://www.instagram.com/p/BnPI-tehBS0/?utm_source=ig_web_copy_link […]

trump

trump

Chinmayee Roy
  • Published: Tuesday, 18 February 2020
  • Updated: 19 February 2020, 07:39 AM IST

Sports

Latest News

ଅହମ୍ମଦାବାଦ୍:  ୨୪ ତାରିଖରେ ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସାରା ଦେଶରେ ଏବେ ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଭାରତକୁ ଆସିବା ପରେ ସେ ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ରାଜ୍ୟ ଗୁଜରାଟ ଯିବେ। ସେଠାରେ ସେ ଏକ ରୋଡ୍‌ ଶୋ’ କରିବେ। ପରେ ‘ମୋଟେରା କ୍ରିକେଟ୍‌ ଷ୍ଟାଡିୟମ୍‌’ର ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମ ପାଇଁ ଗୁଜରାଟ ସରକାର କିଛି ବଲିଉଡ୍‌ ସେଲେବ୍ରିଟିଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି।

https://www.instagram.com/p/BnPI-tehBS0/?utm_source=ig_web_copy_link

ସୂଚନା ମୁତାବକ, ମୋଟେରା ଷ୍ଟାଡିୟମ୍‌ରେ ଏକ ଉଦ୍‌ଘାଟନୀ ଉତ୍ସବ ହେବ। ଏହି ସମାରୋହରେ ବଲିଉଡ୍‌ର ନାମୀଦାମୀ କଳାକାରମାନେ ସାମିଲ୍‌ ହେବେ। ଏମାନଙ୍କ ମଧ୍ୟରୁ ବର୍ତ୍ତମାନ କେବଳ ମହାନାୟକ ଅମିତାଭ ବଚ୍ଚନ ଓ ଅଭିନେତ୍ରୀ ସୋନମ କପୁରଙ୍କ ନାଁ ହିଁ ସାମ୍ନାକୁ ଆସିଛି। ଏମାନଙ୍କ ବ୍ୟତୀତ ଅନ୍ୟ ସେଲେବ୍ରିଟି ମଧ୍ୟ ସାମିଲ ହୋଇପାରନ୍ତି। ସାରା ଦେଶର ନଜର ଏବେ ଟ୍ରମ୍ପଙ୍କ ଆଗମନ ଓ ଏହି ସମାରୋହ ଉପରେ ରହିଛି। ଟ୍ରମ୍ପଙ୍କ ଏହି କାର୍ଯ୍ୟକ୍ରମକୁ ‘ନମସ୍ତେ ଟ୍ରମ୍ପ’ର ନାଁ ଦିଆଯାଇଛି।  ଏହା ବ୍ୟତୀତ ‘ଟୁ ବିଗେଷ୍ଟ ଡେମୋକ୍ରାସି ଆଟ୍‌ ଦ ବିଗେଷ୍ଟ କ୍ରିକେଟ ଷ୍ଟାଡିୟମ୍’, ‘ବ୍ରିଙ୍ଗିଙ୍ଗ୍ ଇଣ୍ଡିଆ ଆଣ୍ଡ ଆମେରିକା ଟୁଗେଦର୍‌ ଆଟ୍‌ ଦ ୱର୍ଲ୍ଡ ବିଗେଷ୍ଟ କ୍ରିକେଟ ଷ୍ଟାଡିୟମ୍’, ‘ୱାର୍ଲ୍ଡସ୍ ଓଲ୍ଡେଷ୍ଟ ଡେମୋକ୍ରାସି ମିଟ୍ସ୍ ୱାର୍ଲ୍ଡ ଲାର୍ଜେଷ୍ଟ ଡେମୋକ୍ରାସି’ ପରି କିଛି ହ୍ୟାସ୍‌ ଟ୍ୟାଗ୍‌ ମଧ୍ୟ ଦିଆଯାଇଛି।

https://www.instagram.com/p/B8f01gpl5Do/?utm_source=ig_web_copy_link

ଟ୍ରମ୍ପଙ୍କ ଏହି ଶୋ’ରେ ପ୍ରାୟ ଲକ୍ଷେରୁ ଅଧିକ ଦର୍ଶକ ସାମିଲ୍‌ ହେବେ ବୋଲି ଅନୁମାନ କରାଯାଉଛି। ଦୁଇଟି ଥିମ୍‌ରେ ତାଙ୍କ ‘ରୋଡ୍‌ ଶୋ’ର ଆୟୋଜନ କରାଯାଇଛି। ଏଥିମଧ୍ୟରୁ ଗୋଟିଏର ନାଁ ‘ଇଣ୍ଡିଆ ଶୋ’ ଓ ଅନ୍ୟଟିର ନାଁ ‘ବିବିଧତା ମେ ଏକ୍‌ତା’ ନାଁ ଦିଆଯାଇଛି। ଏହି ଶୋ’ ପାଖାପାଖି ୨୨ କିଲୋମିଟର୍‌ ପର୍ଯ୍ୟନ୍ତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story