Advertisment

ହସ୍ପିଟାଲ୍‌ରେ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍‌ ଖାନ୍‌, ଜାଣନ୍ତୁ କେମିତି ଅଛି ତାଙ୍କ ସ୍ୱାସ୍ଥ୍ୟାବସ୍ଥା

ମୁମ୍ବାଇ: ବଲିଉଡ୍‌ରେ ହିଟ୍‌ ପରେ ହିଟ୍‌ ଗୀତ ଦର୍ଶକଙ୍କୁ ଭେଟି ଦେଉଥିବା ପ୍ରଖ୍ୟାତ୍‌ ସଂଗୀତ ନିର୍ଦ୍ଦେଶକ ସାଜିଦ୍‌ ଓ ୱାଜିଦ୍‌ ଯୋଡ଼ିଙ୍କ ମଧ୍ୟରୁ ସାଜିଦ୍‌ ଖାନ୍‌ଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି। ସେ ହୃଦଘାତର ଶିକାର ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏବେ ସେ ଆଇସିୟୁରେ ଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ସାଜିଦ୍‌ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆ ଯାଇଥିଲା। ଖାଦ୍ୟନଳୀରେ ବ୍ଲକେଜ୍‌ ଯୋଗୁ […]

ହସ୍ପିଟାଲ୍‌ରେ ସଙ୍ଗୀତ ନିର୍ଦ୍ଦେଶକ ୱାଜିଦ୍‌ ଖାନ୍‌, ଜାଣନ୍ତୁ କେମିତି ଅଛି ତାଙ୍କ ସ୍ୱାସ୍ଥ୍ୟାବସ୍ଥା

wajid-ali

Advertisment

ମୁମ୍ବାଇ: ବଲିଉଡ୍‌ରେ ହିଟ୍‌ ପରେ ହିଟ୍‌ ଗୀତ ଦର୍ଶକଙ୍କୁ ଭେଟି ଦେଉଥିବା ପ୍ରଖ୍ୟାତ୍‌ ସଂଗୀତ ନିର୍ଦ୍ଦେଶକ ସାଜିଦ୍‌ ଓ ୱାଜିଦ୍‌ ଯୋଡ଼ିଙ୍କ ମଧ୍ୟରୁ ସାଜିଦ୍‌ ଖାନ୍‌ଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି। ସେ ହୃଦଘାତର ଶିକାର ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏବେ ସେ ଆଇସିୟୁରେ ଥିବା ଜଣାପଡ଼ିଛି।

Advertisment

ଗତକାଲି ବିଳମ୍ବିତ ରାତିରେ ସାଜିଦ୍‌ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆ ଯାଇଥିଲା। ଖାଦ୍ୟନଳୀରେ ବ୍ଲକେଜ୍‌ ଯୋଗୁ ତାଙ୍କର ହୃଦଘାତ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

publive-image

ଡାକ୍ତରଖାନା ପକ୍ଷରୁ ସାଜିଦ୍‌ଙ୍କ ଆଞ୍ଜୀୟୋପ୍ଲାଷ୍ଟି କରାଯାଇଛି ଏବଂ ଏବେ ବି ସେ ଆଇସିୟୁରେ ଅଛନ୍ତି। ତାଙ୍କ ପରିବାର ବର୍ଗ ଡାକ୍ତରଖାନାରେ ତାଙ୍କୁ ଜଗି ରହିଛନ୍ତି।

Advertisment

ସାଜିଦ୍‌-ୱାଜିଦ୍‌ ଯୋଡ଼ି ସଲମାନ ଖାନ୍‌ଙ୍କ ହିଟ୍‌ ଫିଲ୍ମ୍‌ ଦବଙ୍ଗ, ୱାଣ୍ଟେଡ୍‌, ପାର୍ଟନର୍‌ ଓ ଏକ ଥା ଟାଇଗର ଭଳି ସିନେମାନେ ସ୍ୱର ସଂଯୋଜନା କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe