ଝାରସୁଗୁଡ଼ାରେ ଗୋବିନ୍ଦା

  • Published: Monday, 25 September 2023
  • , Updated: 25 September 2023, 04:46 PM IST

ଝାରସୁଗୁଡ଼ାରେ ବେଶ ଜମିଛି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ଦର୍ଶକଙ୍କ ମନଜିଣିଲେ ବଲିଉଡ୍‌ ଅଭିନେତା ଗୋବିନ୍ଦା । ବଲିଉଡ୍‌ ଫିଲ୍ମ ‘ବଡେ ମିଆଁ ଛେଟେ ମିଆଁ’ର ଗୀତରେ ନୃତ୍ୟ ପରିବେଷଣ କରିଥିଲେ ଗୋବିନ୍ଦା । ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଖୁବ୍‌ ଉତ୍ସାହ ଦେଖିବାକୁ ମିଳିଥିଲା ।  ନଵଦାସ ଫାଉଣ୍ଡେସନ ଆନୁକୂଲ୍ୟରେ ହୋଇଥିବା ଦୁଇଦିନ ଧରି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ କାଲି ରାତ୍ରିରେ ସୁପରଷ୍ଟାର ଗୋବିନ୍ଦା ଦର୍ଶକଙ୍କ ମନ ମୋହିଥିଲେ । 

Related story