amitav
ମୁମ୍ବାଇ: କେମିତି ଦିଶିବେ ଯଦି ଅମିତାଭ୍ ଅମିତାଭ୍ ନ ହୋଇ ‘ଅମିତା’ ହୋଇଯାଆନ୍ତି। ଆଉ ଜୟା ବଚ୍ଚନ ଜାୟା ନ ହୋଇ ‘ଜୟ’ ହୋଇଯାଆନ୍ତେ। ଆମ କଥା ଶୁଣିଲା ବେଳକୁ ଆପଣ ଭାବୁ ଥିବେ ଆମେ କ’ଣ ଏଣୁ ତେଣୁ ସବୁ କହିଯାଉଛୁ। ଅବଶ୍ୟ ଆମର ଏ କଥା ଆପଣଙ୍କୁ ଏଣୁତେଣୁ ଲାଗିବା ସ୍ୱଭାବିକ୍। କିନ୍ତୁ ପ୍ରକୃତରେ ଏମିତି କିଛି ଏବେ ସୋଶାଲ ମିଡିଆରେ ବୁଲୁଛି। ଏମିତି ଫଟୋ ଭାଇରାଲ୍ ହେଉଛି ଯେଉଁଠି ଅଭିନେତାମାନେ ନିଜ ପତ୍ନୀଙ୍କ ରୂପ ନେଇଛନ୍ତି ଓ ଅଭିନେତ୍ରୀ ନିଜ ସ୍ୱାମୀଙ୍କ ରୂପରେ ଅଛନ୍ତି। କହିଲେ ଦେଖି କଥାଟା ମଜାଦାର ନା ନାଇଁ। ତା ହେଲେ ଆଉ ଡେରି ନ କରି ଆସନ୍ତୁ ଦେଖିବା ସେଇ ଫଟୋଗୁଡିକ।
ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ
/odisha-reporter/media/post_attachments/wp-content/uploads/2018/10/aish.jpg)
ଶାହାରୁଖ୍ ଓ ଗୌରୀ ଖାନ୍
/odisha-reporter/media/post_attachments/wp-content/uploads/2018/10/gouri.jpg)
ଅମିତାଭ ଓ ଜୟା ବଚ୍ଚନ
/odisha-reporter/media/post_attachments/wp-content/uploads/2018/10/amitav-1.jpg)
ଅକ୍ଷୟ କୁମାର ଓ ଟ୍ୱିଙ୍କିଲ୍ ଖନ୍ନା
/odisha-reporter/media/post_attachments/wp-content/uploads/2018/10/akhya.jpg)
ଆମୀର ଖାନ୍ ଓ କିରନ୍ ରାଓ
/odisha-reporter/media/post_attachments/wp-content/uploads/2018/10/amir.jpg)
ଧର୍ମେନ୍ଦ୍ର ଓ ହେମାମାଳିନୀ
/odisha-reporter/media/post_attachments/wp-content/uploads/2018/10/hema.jpg)
କରୀନା କପୁର ଓ ସୈଫ୍ ଅଲ୍ଲୀ ଖାନ୍
/odisha-reporter/media/post_attachments/wp-content/uploads/2018/10/karina.jpg)
ଦିଲୀପ୍ କୁମାର ଓ ସାୟେରା ବାନୋ
/odisha-reporter/media/post_attachments/wp-content/uploads/2018/10/dillip-1.jpg)
ମାଧୁରୀ ଦିକ୍ଷିତ୍ ଓ ଶ୍ରୀ ରାମ୍ ମାଧବନେନେ
/odisha-reporter/media/post_attachments/wp-content/uploads/2018/10/madhri.jpg)
ରିଷି କପୁର ଓ ନିତୁ ସିଂହ
/odisha-reporter/media/post_attachments/wp-content/uploads/2018/10/rishi.jpg)
ଜାଭେଦ୍ ଅଖ୍ତର ଓ ସୱାନା ଆଜ୍ମି
/odisha-reporter/media/post_attachments/wp-content/uploads/2018/10/javed.jpg)
ବିଦ୍ୟାବାଲନ ଓ ସିଦ୍ଧାର୍ଥ ରାୟ କପୁର
/odisha-reporter/media/post_attachments/wp-content/uploads/2018/10/bidya.jpg)
ସଞ୍ଜୟ ଦତ୍ତ ଓ ମାନ୍ୟତ୍ତା ଦତ୍ତ
/odisha-reporter/media/post_attachments/wp-content/uploads/2018/10/sanjaya.jpg)
ଶିଳ୍ପା ସେଟ୍ଟୀ ଓ ରାଜ୍ କୁନ୍ଦ୍ରା
/odisha-reporter/media/post_attachments/wp-content/uploads/2018/10/shilapa.jpg)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/10/amitav.jpg)