ଇଶା ଅମ୍ବାନୀଙ୍କ ହୋଲି ପାର୍ଟିରେ ବଲିଉଡ୍‌ ଷ୍ଟାରଙ୍କ ଭିଡ଼

ମୁମ୍ବାଇ: ରଙ୍ଗର ପର୍ବ ହୋଲିକୁ ଆଉ ମାତ୍ର ଦୁଇଟା ଦିନ ରହିଲା। ହେଲେ ବି-ଟାଉନ୍‌ରେ ଏବେଠୁ ଆରମ୍ଭ ହୋଇଗଲାଣି ସେଲେବ୍ରେଶନ୍। ଏହି କ୍ରମରେ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଗତକାଲି ନିଜ ଘରେ ପ୍ରି-ହୋଲି ପାର୍ଟିର ଆୟୋଜନ କରିଥିଲେ। ଏଥିରେ ବଲିଉଡ୍‌ର ବହୁ ନାମୀ ଦାମୀ ସେଲେବ୍ରିଟି ସାମିଲ ହୋଇଥିଲେ। ସେଶାଲ୍‌ ମିଡିଆରେ ଏବେ ଇଶା ଅମ୍ବାନୀଙ୍କ ଏହି ପାର୍ଟିର  ଫଟୋ ସବୁ ଭାଇରାଲ୍‌ ହେଉଛି। https://www.instagram.com/p/B9ZuIcIH2tC/?utm_source=ig_web_copy_link ଇଶାଙ୍କ ଏହି ପାର୍ଟିର ମୁଖ୍ୟ ଆକର୍ଷଣ ଥିଲେ […]

ISHA

ISHA

Chinmayee Roy
  • Published: Saturday, 07 March 2020
  • Updated: 07 March 2020, 03:28 PM IST

Sports

Latest News

ମୁମ୍ବାଇ: ରଙ୍ଗର ପର୍ବ ହୋଲିକୁ ଆଉ ମାତ୍ର ଦୁଇଟା ଦିନ ରହିଲା। ହେଲେ ବି-ଟାଉନ୍‌ରେ ଏବେଠୁ ଆରମ୍ଭ ହୋଇଗଲାଣି ସେଲେବ୍ରେଶନ୍। ଏହି କ୍ରମରେ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଗତକାଲି ନିଜ ଘରେ ପ୍ରି-ହୋଲି ପାର୍ଟିର ଆୟୋଜନ କରିଥିଲେ। ଏଥିରେ ବଲିଉଡ୍‌ର ବହୁ ନାମୀ ଦାମୀ ସେଲେବ୍ରିଟି ସାମିଲ ହୋଇଥିଲେ। ସେଶାଲ୍‌ ମିଡିଆରେ ଏବେ ଇଶା ଅମ୍ବାନୀଙ୍କ ଏହି ପାର୍ଟିର  ଫଟୋ ସବୁ ଭାଇରାଲ୍‌ ହେଉଛି।

https://www.instagram.com/p/B9ZuIcIH2tC/?utm_source=ig_web_copy_link

ଇଶାଙ୍କ ଏହି ପାର୍ଟିର ମୁଖ୍ୟ ଆକର୍ଷଣ ଥିଲେ ନ୍ୟୁଲି ମ୍ୟାରେଡ୍‌ କପଲ୍‌ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌। ଏମାନେ ପରସ୍ପର ସହ କଲର୍ କୋଡ଼ିନେଟ୍‌ କରି ଆଉଟ୍‌ଫିଟ୍‌ ପିନ୍ଧିଥିଲେ। ଧଳା ରଙ୍ଗର ସୁନ୍ଦର କପଡ଼ାରେ ମଲ୍ଟିକଲର୍‌ର ସୁନ୍ଦର ବର୍ଡର ଓ ଏମ୍ରୋଡୋରି ଏମାନଙ୍କ ଡ୍ରେସ୍‌କୁ କମ୍ପ୍ଲିଟ୍‌ ହୋଲି ଲୁକ୍‌ ଦେଉଥିଲା। ପ୍ରିୟଙ୍କା ଓ ନିକ୍‌ଙ୍କର ଏହି ଲୁକ୍‌କୁ ପ୍ୟାନ୍ସ ବେଶ୍‌ ପସନ୍ଦ କରୁଛନ୍ତି। ପ୍ରିୟଙ୍କା ହେଉଛନ୍ତି ଇଶାଙ୍କର ବେଷ୍ଟ ଫ୍ରେଣ୍ଡ। ଏହା ପୂର୍ବରୁ ମଧ୍ୟ ଏମାନେ ବହୁ ପାର୍ଟି ଓ ଫଙ୍କସନ୍‌ରେ ଏକାଠି ସାମିଲ୍‌ ହୋଇଥାନ୍ତି। ଏମାନେ ପରସ୍ପରର ବାହାଘରରେ ମଧ୍ୟ ଢେର୍‌ ମସ୍ତି କରିଥିଲେ। ଇଶାଙ୍କ ପାର୍ଟିରେ କ୍ୟାଟ୍ରିନା କୈଫ୍‌ ମଧ୍ୟ ସାମିଲ୍‌ ହୋଇଥିଲେ। ସେ ମଧ୍ୟ ପ୍ରିୟଙ୍କା ଓ ନିକ୍‌ଙ୍କ ସହ ପୋଜ୍‌ ଦେଇ ଫଟୋ କ୍ଲିକ୍‌ କରାଇଛନ୍ତି।

https://www.instagram.com/p/B9Zt2cEHhO9/?utm_source=ig_web_copy_link

ଭଉଣୀ ଇଶାଙ୍କର ପ୍ରି-ହୋଲି ପାର୍ଟିରେ ଭାଇ ଆକାଶ ଅମ୍ବାନୀ, ପତ୍ନୀ ଶ୍ଲୋକା ଅମ୍ବାନୀ ଓ ମା ନୀତା ଅମ୍ବାନୀ ମଧ୍ୟ ସାମିଲ୍‌ ହୋଇଥିଲେ।  ନୀତା ଅମ୍ବାନୀ ସବୁଥର ପରି ଏଥର ମଧ୍ୟ ଗର୍ଜିଅସ୍‌ ଲୁକ୍‌ରେ ନଜର ଆସିଥିଲେ। ଭାଇ ଆକାଶ ଓ ଭଉଣୀ ଇଶା ଏକା ପରି ହୋଲି ପ୍ରିଣ୍ଟର ଡ୍ରେସ୍‌ ପିନ୍ଧିଥିଲେ। ପାର୍ଟିରେ ବଲିଉଡ୍‌ ଅଭିନେତା ରାଜକୁମାର ରାଓ ତାଙ୍କ ଗର୍ଲଫ୍ରେଣ୍ଡ ପତ୍ରଲେଖାଙ୍କ ସହ ପହଞ୍ଚିଥିଲେ। ରାଜକୁମାର ବ୍ଲୁ କୁର୍ତ୍ତା ଓ ପତ୍ରଲେଖା ହ୍ୱାଇଟ୍‌ କଲର୍‌ ଲେହେଙ୍ଗାରେ ବେଶ୍ ସୁନ୍ଦର ଦେଖାଯାଉଥିଲେ।

ଏମାନଙ୍କ ବ୍ୟତୀତ ପାର୍ଟିରେ ବଲିଉଡ୍‌ର ଆଉ ଦୁଇ ସୁନ୍ଦରୀ ସୋନାଲି ବେନ୍ଦ୍ରେ ଓ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍ ମଧ୍ୟ ସାମିଲ୍‌ ହୋଇଥିଲେ। ସୋନାଲି ହୋଲି ପାଇଁ ୟେଲୋ କଲର୍‌ ଆଉଟ୍ ଫିଟ୍‌ ସିଲେକ୍ଟ କରିଥିବାବେଳେ ଜ୍ୟାକଲିନ୍‌ ଏକ ସୁନ୍ଦର ଫ୍ଲୋରାଲ୍‌ ପ୍ରିଣ୍ଟ ଗାଉନ୍‌ ପିନ୍ଧିଥିଲେ। ଦୁଇଜଣ ଯାକ ନିଜ ଆଉଟ୍‌ ଫିଟ୍‌ରେ ବେଶ୍‌ ସୁନ୍ଦର ଦେଖାଯାଉଥିଲେ।

https://www.instagram.com/p/B9aAM08B9uW/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story