ଦିଶାଙ୍କ ଏହି ଡ୍ୟାନ୍ସ ଭିଡିଓ ହେଉଛି ଭାଇରାଲ୍‌

ମୁମ୍ବାଇ: ବଲିଉଡ଼ ଆକଟ୍ରେସ୍‌ ଦିଶା ପଟାନୀ ସବୁବେଳେ ରିଲ୍‌ ଲାଇଫ୍‌ଠୁ ଅଧିକା ରିଅଲ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ବଳିଉଡ୍‌ର ହ୍ୟାଣ୍ଡସମ୍‌ ଅଭିନେତା ଟାଇଗର୍‌ ସ୍ରଫ୍‌ଙ୍କ ସହ ଡେଟିଂକୁ ନେଇ ତ  କେତେବେଳେ  ନିଜ ବୋଲ୍ଡ ଫଟୋକୁ ନେଇ। ସେ କିଛି ବି ସୋଶାଲ୍‌ ମିଡିଆରେ ପୋଷ୍ଟ କରିବା ମାତ୍ରେ ତାହା ଭାଇରାଲ୍‌ ହୋଇଯାଏ। ଏବେ ମଧ୍ୟ ନିଜ ସୋଶାଲ୍‌ ସାଇଟ୍‌ ଇନଷ୍ଟାଗ୍ରାମ୍‌ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯାହା ଏବେ ଭାଇରାଲ୍‌ ହେଉଛି। ଯେଉଁଥିରେ […]

disha1

disha1

Rosalin Rath
  • Published: Monday, 08 April 2019
  • Updated: 08 April 2019, 10:24 AM IST

ମୁମ୍ବାଇ: ବଲିଉଡ଼ ଆକଟ୍ରେସ୍‌ ଦିଶା ପଟାନୀ ସବୁବେଳେ ରିଲ୍‌ ଲାଇଫ୍‌ଠୁ ଅଧିକା ରିଅଲ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ବଳିଉଡ୍‌ର ହ୍ୟାଣ୍ଡସମ୍‌ ଅଭିନେତା ଟାଇଗର୍‌ ସ୍ରଫ୍‌ଙ୍କ ସହ ଡେଟିଂକୁ ନେଇ ତ  କେତେବେଳେ  ନିଜ ବୋଲ୍ଡ ଫଟୋକୁ ନେଇ।

ସେ କିଛି ବି ସୋଶାଲ୍‌ ମିଡିଆରେ ପୋଷ୍ଟ କରିବା ମାତ୍ରେ ତାହା ଭାଇରାଲ୍‌ ହୋଇଯାଏ। ଏବେ ମଧ୍ୟ ନିଜ ସୋଶାଲ୍‌ ସାଇଟ୍‌ ଇନଷ୍ଟାଗ୍ରାମ୍‌ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯାହା ଏବେ ଭାଇରାଲ୍‌ ହେଉଛି। ଯେଉଁଥିରେ ସେ “ଆଇ କାଣ୍ଟ ଗେଟ୍‌ ଏନଫ୍‌” ନାମକ ଏକ ଗୀତରେ ଡ୍ୟାନ୍ସ କରୁଥିବା ଦେଖାଯାଉଛନ୍ତି।

ଏହି ଭିଡିଓରେ ସେ ତାଙ୍କ ସାଙ୍ଗ ଡିମ୍ପଲ୍‌ଙ୍କ ସହ ଡ୍ୟାନ୍ସ କରୁଛନ୍ତି। ଦିଶାଙ୍କ ଲୁକ୍‌ ଏବଂ ଡ୍ୟାସ୍ସ ଲୋକଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଛି। ଏହି ଡ୍ୟାନ୍ସ ତାଙ୍କର ୱାର୍କଆଉଟ୍‌ କରିବାର ଏକ ଶୈଳୀ ମଧ୍ୟ।
https://www.instagram.com/p/Bv4W5HRlG5U/?utm_source=ig_web_copy_link

ନୁଆ ଟ୍ରାକ୍‌ ତାଙ୍କୁ ବହୁତ ପସନ୍ଦ ବୋଲି ଏହି ପୋଷ୍ଟ କରି ସେ ଲେଖିଛନ୍ତି। ଦିଶା ଏବେ ବଲିଉଡ୍‌ ଭାଇଜାନ୍‌ଙ୍କ ପିଲ୍ମ “ଭାରତ” ପାଇଁ ବ୍ୟସ୍ତ ଅଛନ୍ତି। ଆଉ ଏହା ପରେ ସେ ଆଉ ଏକ ଫିଲ୍ମରେ ଅଭିନୟ କରିବେ। ଆଉ ସେହି ଫିଲ୍ମର ନାମ “ମଙ୍ଗଲ୍‌” ବୋଲି ଜଣାପଡ଼ିଛି। ଏହି ଫିଲ୍ମ ୨୦୨୦ ଭାଲେଣ୍ଟାଇନ୍ ଡେ’ ଦିନ ରିଲିଜ୍‌ ହେବ।
ମୋହିତ ସୁରୀ ନିର୍ଦ୍ଦେଶକ ଥିବା ଏହି ରୋମାଣ୍ଟିକ୍‌ ଫିଲ୍ମରେ ଦିଶା ପଟାନୀଙ୍କ ସହ ଆଦିତ୍ୟ ରାଏ କପୁର୍‌ ମଧ୍ୟ ଅଭିନୟ କରିବେ।

ଆଉ ଏଥିରେ ବଲିଉଡ୍‌ ଅଭିନେତା ଅନିଲ୍‌ କପୁର୍‌ ମଧ୍ୟ ମୁଖ୍ୟ ଚରିତ୍ରରେ ଦେଖାଦେବେ। ଏଥିରେ ସେ ପଜେଟିଭ୍‌ ରୋଲ୍‌ ପ୍ଲେ କରିବେ। କିନ୍ତୁ ତାଙ୍କର ଚରିତ୍ର କ’ଣ ରହିବ ତାହା ଏଯାଏ ଜଣା ପଡ଼ିନାହିଁ।

ଫିଲ୍ମରେ ଦିଶା ଏକ ଡ୍ୟାନ୍ସରର ଭୂମିକାରେ ଅଭିନୟ କରିବେ। ଆଦିତ୍ୟ ଏବଂ ମୋହିତ୍‌ “ପୂର୍ବରୁ ଆଶିକି-୨” ଭଳି ସୁପରହିଟ୍‌ ଫିଲ୍ମକୁ ଡାଇରେକ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story