Advertisment

ସାମ୍ନାକୁ ଆସିଲା “ଦବଙ୍ଗ୍‌ ୩” ସୁଟିଂ ସମୟର ଆଉ କିଛି ଫଟୋ

ମୁମ୍ବାଇ: ବଲିଉଡ୍‌ର ଭାଇଜାନ୍‌ ସଲ୍‌ମାନ ଖାନ୍‌ଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ “ଦବଙ୍ଗ ୩”ର ସୁଟିଂ ଆରମ୍ଭ ହୋଇସାରିଛି। ଆଉ ପ୍ରଥମେ ଏହାର ସୁଟିଂ ମଧ୍ୟପ୍ରଦେଶର ମହେଶ୍ୱରରେ କରାଯାଉଛି। ଏବେ ସୁଟିଂ ବେଳର କିଛି ଫଟୋ ସାମ୍ନାକୁ ଆସିଛି। ଆଉ ସେହି ଫଟୋରେ ଭାଇଜାନ୍‌ ସଲ୍‌ମାନ୍‌ ସାନଦାର୍‌ ଲୁକ୍‌ରେ ଦେଖାଯାଉଛନ୍ତି। ସୁଟିଂ ସମୟର କିଛି ତାଜା ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସଲ୍‌ମାନ୍‌ ଖୁବ୍‌ ସୁନ୍ଦର ଦେଖାଯାଉଥିବା ବେଳେ  ମହେଶ୍ୱରର ସୁନ୍ଦର ଘାଟ ମଧ୍ୟ  କ୍ୟାମେରା […]

ଅଦ୍ୟତନ ହୋଇଛି
ସାମ୍ନାକୁ ଆସିଲା “ଦବଙ୍ଗ୍‌ ୩” ସୁଟିଂ ସମୟର ଆଉ କିଛି ଫଟୋ

d11

Advertisment

ମୁମ୍ବାଇ: ବଲିଉଡ୍‌ର ଭାଇଜାନ୍‌ ସଲ୍‌ମାନ ଖାନ୍‌ଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ “ଦବଙ୍ଗ ୩”ର ସୁଟିଂ ଆରମ୍ଭ ହୋଇସାରିଛି। ଆଉ ପ୍ରଥମେ ଏହାର ସୁଟିଂ ମଧ୍ୟପ୍ରଦେଶର ମହେଶ୍ୱରରେ କରାଯାଉଛି। ଏବେ ସୁଟିଂ ବେଳର କିଛି ଫଟୋ ସାମ୍ନାକୁ ଆସିଛି। ଆଉ ସେହି ଫଟୋରେ ଭାଇଜାନ୍‌ ସଲ୍‌ମାନ୍‌ ସାନଦାର୍‌ ଲୁକ୍‌ରେ ଦେଖାଯାଉଛନ୍ତି।

Advertisment

publive-image

ସୁଟିଂ ସମୟର କିଛି ତାଜା ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସଲ୍‌ମାନ୍‌ ଖୁବ୍‌ ସୁନ୍ଦର ଦେଖାଯାଉଥିବା ବେଳେ  ମହେଶ୍ୱରର ସୁନ୍ଦର ଘାଟ ମଧ୍ୟ  କ୍ୟାମେରା ଫ୍ରେମ୍‌ରେ କଏଦ ହୋଇଛି। ଏହା ପୂର୍ବରୁ ମଧ୍ୟ ସୁଟିଂ ସମୟର କିଛି ଫଟୋ ସାମ୍ନାକୁ ଆସିଥିଲା।

publive-image

ତେବେ ଫଟୋରେ ସଲ୍‌ମାନ୍‌ଙ୍କୁ ବ୍ଲୁ ସାର୍ଟ ଏବଂ ଜିନ୍ସି ପ୍ୟାଣ୍ଟ ପିନ୍ଧିଥିବାର ଦେଖାଯାଉଛନ୍ତି।

Advertisment

publive-image

ଏହା ଦେଖି ପୂରା ପୂରି ଲାଗୁଛି ଯେ, ସଲ୍‌ମାନ୍‌ ଦବଙ୍ଗ୍‌ ଲୁକ୍‌ରେ ହିଁ ଦେଖାଯାଉଛନ୍ତି।

publive-image

ପିଲ୍ମରେ ଏକ ଖାସ୍‌ ଗୀତ  ୧୩ ଦିନ ଭିତରେ ସୁଟିଂ କରାଯିବ। ଯେଉଁଥିରେ ୫୦୦ରୁ ଅଧିକ ଡ୍ୟାନ୍ସର୍‌ ଡ୍ୟାନ୍ସ କରିବେ।

https://www.instagram.com/p/Bvv7VPDnBko/?utm_source=ig_web_copy_link

ଏହା ପୂର୍ବରୁ ମଙ୍ଗଳବାର ଦିନ ସଲ୍‌ମାନ୍‌ ନିଜେ ଏକ ଫଟୋ ସେୟାର୍‌ କରିଥିଲେ। ଯେଉଁଥିରେ ସେ ନର୍ମଦା କୂଳରେ ସୁଟିଂ କରୁଥିବାର ଦେଖାଯାଉଥିଲେ।

https://www.instagram.com/p/BvwLtm7F2ZJ/?utm_source=ig_web_copy_link

ସୁଟିଂ ଭିତରେ ସେ ଫଟୋ ସହ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ଯେଉଁଥିରେ ସଲ୍‌ମାନ୍‌ ଏବଂ ଅର୍‌ବାଜ୍‌ ମହେଶ୍ୱରର ଏକ ଗଳିରେ ସାଇକେଲ୍‌ ଚଳାଉଥିବାର ଦେଖିବାକୁ ମିଳିଥିଲା।
https://www.instagram.com/p/BvucvvthM78/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe