ବିବାହ କରିବେ ଆମୀରଙ୍କ ଝିଅ ଇରା, ସରିଲା ନିର୍ବନ୍ଧ

ମୁମ୍ବାଇ: ଖୁବଶୀଘ୍ର ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍‌ଙ୍କ ଘରେ ବାଜିବ ଶାହାନାଇ। ହାତକୁ ଦି ହାତ ହେବେ ଆମୀରଙ୍କ ଲାଡଲି ଇରା। ସେ ତାଙ୍କ ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡଙ୍କ ସହ ନେବେ ସାତ ଫେରା। ସେ ତାଙ୍କ ଲଭ୍‌ ଲାଇଫକୁ ନେକ୍‌ଷ୍ଟ ଲେବେଲକୁ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଇରା ତାଙ୍କ ପ୍ରେମିକ ନୂପୁର ଶିଖାରେଙ୍କ ସହ ନିର୍ବନ୍ଧ କରି ନେଇଛନ୍ତି। ଯାହାର ଫଟୋ ଆଉ ଭିଡିଓକୁ ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଶେଆର କରିଛନ୍ତି […]

aamir-khan-daughter-ira

aamir-khan-daughter-ira

Madhupriya Mistry
  • Published: Friday, 23 September 2022
  • Updated: 23 September 2022, 11:04 AM IST

Sports

Latest News

ମୁମ୍ବାଇ: ଖୁବଶୀଘ୍ର ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍‌ଙ୍କ ଘରେ ବାଜିବ ଶାହାନାଇ। ହାତକୁ ଦି ହାତ ହେବେ ଆମୀରଙ୍କ ଲାଡଲି ଇରା। ସେ ତାଙ୍କ ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡଙ୍କ ସହ ନେବେ ସାତ ଫେରା। ସେ ତାଙ୍କ ଲଭ୍‌ ଲାଇଫକୁ ନେକ୍‌ଷ୍ଟ ଲେବେଲକୁ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଇରା ତାଙ୍କ ପ୍ରେମିକ ନୂପୁର ଶିଖାରେଙ୍କ ସହ ନିର୍ବନ୍ଧ କରି ନେଇଛନ୍ତି। ଯାହାର ଫଟୋ ଆଉ ଭିଡିଓକୁ ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ଶେଆର କରିଛନ୍ତି ଏହି ଷ୍ଟାର୍‌ କିଡ୍‌।

ସେୟାର ହୋଇଥିବା ଭିଡିଓରେ ନୂପୁର ଆସି ସମସ୍ତଙ୍କ ଆଗରେ ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ଆଣ୍ଠୁରେ ବସି ଇରାଙ୍କୁ ପ୍ରପୋଜ କରୁଥିବା ଦେଖିବାକୁ ମିଳିଛି। ଏହାପରେ ଇରା ହଁ କହୁଛନ୍ତି। ନୂପୁର ତା’ପରେ ତାଙ୍କୁ ଏକ ରିଙ୍ଗ ପିନ୍ଧାନ୍ତି। ଏବଂ ତା’ପରେ ଦୁହେଁ ଦୁହିଁଙ୍କୁ କିସ୍‌ କରନ୍ତି। ଇରା ଏବଂ ନୂପୁରଙ୍କ ଏହି ରୋମାଣ୍ଟିକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକଙ୍କ ସହ ସେଲିବ୍ରେଟମାନେ ମଧ୍ୟ ଏହାକୁ ପସନ୍ଦ କରୁଥିବା ବେଳେ ଢ଼େରସାରା କମେଣ୍ଟ ମଧ୍ୟ କରୁଛନ୍ତି। ଇଟାଲୀରେ ଫେମସ୍‌ 'ଆଇରନ୍‌ ମ୍ୟାନ୍‌ ଶୋ' ନୂପୁରୁ ଇରାଙ୍କୁ ପ୍ରପୋଜ କରିଛନ୍ତି।

ଇରା ଖାନ ଏବଂ ନୂପୁର ଶିଖର ଦୀର୍ଘ ଦିନ ଧରି ସମ୍ପର୍କରେ ଅଛନ୍ତି। ପ୍ରାୟତଃ ଏଦୁହେଁ ସୋଶାଲ ମିଡିଆରେ ନିଜର ଏକାଠି କ୍ୱାଲିଟି ଟାଇମ୍‌ ସ୍ପେଣ୍ଟ କରୁଥିବାର ଫଟୋ ଆଉ ଭିଡିଓ ମଧ୍ୟ ଶେଆର କରନ୍ତି। ଇରା ସର୍ବଦା ନିଜ ସମ୍ପର୍କକୁ ନେଇ ଖୋଲାଖୋଲି ଭାବେ ସ୍ୱୀକାର କରିଛନ୍ତି।

ବର୍ତ୍ତମାନ ସେମାନେ ଏହି ସମ୍ପର୍କକୁ ଆଗକୁ ବଢାଇବା ପାଇଁ ନୂଆ ନାମ ଦେଇଛନ୍ତି ଏବଂ ଆଉ ପାଦେ ଆଗକୁ ବଢ଼ାଇଛନ୍ତି। କହିବାକୁ ଗଲେ ନୁପୁର ଏବଂ ଇରାଙ୍କ ସମ୍ପର୍କ ବିଷୟରେ ଆମୀର ମଧ୍ୟ ଜାଣିଛନ୍ତି। ତିନିଜଣ ଏକାଠି ଏକାଠି ସମୟ ବିତାଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ନୂପୁର ଜଣେ ଫିଟନେସ୍ କୋଚ୍ ଏବଂ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ଫିଟନେସ ସହିତ ଜଡିତ ଫଟୋ ଆଉ ଭିଡିଓ ଶେୟାର କରନ୍ତି।

View this post on Instagram

A post shared by Ira Khan (@khan.ira)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story