'ଲାଲ ସିଂହ ଚଡ୍ଡା'କୁ ବୟକଟ୍‌ ଦାବି, ଯନ୍ତ୍ରଣା ବଖାଣିଲେ ଆମୀର

ମୁମ୍ବାଇ: ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍‌। ଦୀର୍ଘ ୪ ବର୍ଷ ପରେ ସେ ସିଲ୍‌ଭର ସ୍କ୍ରିନ୍‌କୁ ଫେରୁଛନ୍ତି। ଆସୁଛି ତାଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’। ଯେଉଁ ଆମୀର ଖାନ୍‌ଙ୍କ ଫିଲ୍ମକୁ ଲୋକେ ଅପେକ୍ଷା କରି ବସିଥିଲେ ଆଉ ସୋଶାଲ ମିଡିଆରେ ଜବରଦସ୍ତ ଚର୍ଚ୍ଚା ଲାଗି ରହିଥିଲା ସେହି ଆମୀର ଖାନ୍‌ଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’କୁ ଏବେ ଫ୍ୟାନ୍‌ ବୟକଟ୍‌ ଦାବି କରିଛନ୍ତି। ଆସନ୍ତା ୧୧ ତାରିଖରେ ରିଲିଜ ହେବାକୁ ଯାଉଥିବା ଫିଲ୍ମ ଲାଲ ସିଂହ […]

Aamir-khan

Aamir-khan

Madhupriya Mistry
  • Published: Monday, 01 August 2022
  • Updated: 01 August 2022, 04:02 PM IST

ମୁମ୍ବାଇ: ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍‌। ଦୀର୍ଘ ୪ ବର୍ଷ ପରେ ସେ ସିଲ୍‌ଭର ସ୍କ୍ରିନ୍‌କୁ ଫେରୁଛନ୍ତି। ଆସୁଛି ତାଙ୍କ ଫିଲ୍ମ 'ଲାଲ ସିଂହ ଚଡ୍ଡା'। ଯେଉଁ ଆମୀର ଖାନ୍‌ଙ୍କ ଫିଲ୍ମକୁ ଲୋକେ ଅପେକ୍ଷା କରି ବସିଥିଲେ ଆଉ ସୋଶାଲ ମିଡିଆରେ ଜବରଦସ୍ତ ଚର୍ଚ୍ଚା ଲାଗି ରହିଥିଲା ସେହି ଆମୀର ଖାନ୍‌ଙ୍କ ଫିଲ୍ମ 'ଲାଲ ସିଂହ ଚଡ୍ଡା'କୁ ଏବେ ଫ୍ୟାନ୍‌ ବୟକଟ୍‌ ଦାବି କରିଛନ୍ତି।

ଆସନ୍ତା ୧୧ ତାରିଖରେ ରିଲିଜ ହେବାକୁ ଯାଉଥିବା ଫିଲ୍ମ ଲାଲ ସିଂହ ଚଡ୍ଡାକୁ ନେଇ ନକରାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ଫ୍ଲପ୍‌ ହେବା ସମ୍ଭାବନା ରହିଛି। ଟ୍ୱିଟର୍‌ରେ #BoycottLaalSinghChaddha ଟ୍ରେଣ୍ଡ କରୁଛି। ଆମୀର ଓ କରୀନାଙ୍କ ଏହି ଫିଲ୍ମକୁ ନ ଦେଖିବା ପାଇଁ କିଛି ଲୋକ ସୋଶାଲ ମିଡିଆରେ ପ୍ରଚାର ଆରମ୍ଭ କରିଛନ୍ତି। ଏହି ଫିଲ୍ମ ହିନ୍ଦୁ ମାନଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ଉଠିଛି।

ସେପଟେ ଏହି ବୟକଟ୍‌ ନେଇ ଆମୀର ଖାନ୍‌ ମୁହଁ ଖୋଲିଛନ୍ତି। ସେ ଏକ ସାକ୍ଷାତକାରରେ ନିଜ ଯନ୍ତ୍ରଣା ବଖାଣିଛନ୍ତି। ଅମୀର କହିଛନ୍ତି, ଗୋଟିଏ ଫିଲ୍ମ ବନାଇବାକୁ ଅନେକ ଟଙ୍କା ଖର୍ଚ୍ଚ ହୁଏ। ଏଥିରେ ଜଣଙ୍କର ନୁହେଁ ଅନେକ ଲୋକଙ୍କର ପରିଶ୍ରମ ଓ ଆଶା ବାନ୍ଧି ହୋଇରହିଥାଏ। ଏପରି ସ୍ଥଳେ ଲାଲ ସିଂହ ଚଡ୍ଡା’ ଫିଲ୍ମକୁ ଏପରି ବିରୋଧ କରିବା ବାସ୍ତବରେ କଷ୍ଟଦାୟକ। କିଛି ଲୋକେ ଭାବୁଛନ୍ତି ମୁଁ ଯେମିତି ମୋ ଦେଶକୁ ଭଲ ପାଏନାହିଁ। ହେଲେ ମୁଁ ସେହି ଲେକାଙ୍କୁ କହିବାକୁ ଚାହୁଁଛି ଯେ, ମୁଁ ମୋ ଦେଶକୁ ସବୁଠୁ ଅଧିକ ଭଲପାଏ। ତେଣୁ ସେମାନଙ୍କୁ ମୋର ଅନୁରୋଧ ମୋର ଏହି ଫିଲ୍ମକୁ ବୟକଟ୍ କରନ୍ତୁ ନାହିଁ।’

୨୦୧୫ରେ ଆମୀର ଖାନ୍‌ ଅସହିଷ୍ଣୁତା ଉପରେ ଦେଇଥିବା ଏକ ପୁରୁଣା ବୟାନକୁ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏହି ବୟାନରେ ଆମୀର କହିଥିଲେ, ' ଭାରତ ବେଶ୍‌ ସହିଷ୍ଣୁ ଦେଶ, କିନ୍ତୁ କିଛି ଲୋକ ଏଠାରେ ଅସହିଷ୍ଣୁତା ପ୍ରଚାର କରିବା କାମ କରୁଛନ୍ତି।' ଏହି ବୟାନକୁ ନେଇ ଏବେ ତାଙ୍କ ଫିଲ୍ମକୁ ବୟକଟ୍‌ କରିବାକୁ ଦାବି ଉଠିଛି। ସେହିପରି ଆମୀର ଏହି ଚଳଚ୍ଚିତ୍ରରେ ହିନ୍ଦୁ ସଂସ୍କୃତିର ଅପମାନ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଚଳଚ୍ଚିତ୍ରର ଏକ ପୋଷ୍ଟର୍‌ରେ ମାଆ ଲକ୍ଷ୍ମୀଙ୍କ ଫଟୋ ଲଗାଯାଇ ସେଥିରେ ‘ଲାପତା’ ଅର୍ଥାତ ନିଖୋଜ ବୋଲି ଲେଖାଯାଇଛି। ଯାହାକୁ ନେଇ ଏବେ ବିବାଦ ‌ଜୋର୍ ଧରିଛି।

ଏହି ଫିଲ୍ମରେ ଆମୀରଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି କରୀନା କପୁର। ଆମୀର ନିକଟରେ କରୀନାଙ୍କୁ ତାଙ୍କ ଅପ୍‌କମିଂ ଫିଲ୍ମର ‌ନୂଆ ପୋ‌ଷ୍ଟର୍‌ ଜାରି କରି ଶୁଭେଚ୍ଛା ଜଣାଇଥିଲେ। ୧୧ ଅଗଷ୍ଟରେ ରିଲିଜ ହେବାକୁ ଥିବା ଏହି ଫିଲ୍ମ ଉପରେ ବିବାଦର ପ୍ରଭାବ କେତେ ପଡୁଛି ତାହା ଦେଖିବାକୁ ବାକି ରହିଲା।

https://twitter.com/UdayNanda4/status/1553915568109273089?s=20&t=a20V_7hadNHk3woWiom9mg

https://twitter.com/Bhaskar50073804/status/1553612896583553024?s=20&t=KDkihmGiQFpZ6-TGrJHKaA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story