କୋର୍ଟରେ ହାଜର ହେଲେ ଜ୍ୟାକଲିନ୍‌

ମୁମ୍ବାଇ: କୋର୍ଟରେ ହାଜର ହେଲେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ। କୋଟି କୋଟି ଟଙ୍କା ମନିଲଣ୍ଡରିଂ ମାମଲାରେ ଫସିଥିବା ଜ୍ୟାକଲିନ୍ ଆଜି ତାଙ୍କ ଜାମିନ୍ ଶୁଣାଣି ପାଇଁ ଦିଲ୍ଲୀର ପଟିଆଲା କୋର୍ଟରେ ହାଜର ହୋଇଛନ୍ତି। ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜ୍ୟାକଲିନ୍‌ଙ୍କ ଜାମିନକୁ କୋର୍ଟରେ ବିରୋଧ କରିଥିଲା। ଏହାପୂର୍ବରୁ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ପଟିଆଲା ହାଇକୋର୍ଟ ଜ୍ୟାକଲିନ୍‌ଙ୍କ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଜ୍ୟାକଲିନଙ୍କ ରେଗୁଲାର ଜାମିନ ଆବେଦନକୁ ଇଡି ବିରୋଧ କରି ଏହାର ଉତ୍ତରରେ କହିଛି […]

jacqueline-fernandez

jacqueline-fernandez

Madhupriya Mistry
  • Published: Thursday, 10 November 2022
  • Updated: 10 November 2022, 10:52 AM IST

ମୁମ୍ବାଇ: କୋର୍ଟରେ ହାଜର ହେଲେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ। କୋଟି କୋଟି ଟଙ୍କା ମନିଲଣ୍ଡରିଂ ମାମଲାରେ ଫସିଥିବା ଜ୍ୟାକଲିନ୍ ଆଜି ତାଙ୍କ ଜାମିନ୍ ଶୁଣାଣି ପାଇଁ ଦିଲ୍ଲୀର ପଟିଆଲା କୋର୍ଟରେ ହାଜର ହୋଇଛନ୍ତି। ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜ୍ୟାକଲିନ୍‌ଙ୍କ ଜାମିନକୁ କୋର୍ଟରେ ବିରୋଧ କରିଥିଲା।

ଏହାପୂର୍ବରୁ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ପଟିଆଲା ହାଇକୋର୍ଟ ଜ୍ୟାକଲିନ୍‌ଙ୍କ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଜ୍ୟାକଲିନଙ୍କ ରେଗୁଲାର ଜାମିନ ଆବେଦନକୁ ଇଡି ବିରୋଧ କରି ଏହାର ଉତ୍ତରରେ କହିଛି ଯେ ଅଭିନେତ୍ରୀ ତଦନ୍ତରେ ସହଯୋଗ କରିନାହାଁନ୍ତି।

https://twitter.com/ANI/status/1590560211722698757?s=20&t=M-7wxxId8d8H8lxGPNF_VQ

ପ୍ରମାଣ ସାମ୍ନାକୁ ଆସିବା ପରେ ହିଁ ପ୍ରକାଶ କରିଛନ୍ତି। ସୁକେଶଙ୍କୁ ଭେଟିବାର ୧୦ ଦିନ ମଧ୍ୟରେ ଜ୍ୟାକଲିନଙ୍କୁ ତାଙ୍କ ଅପରାଧିକ ଇତିହାସ ବିଷୟରେ ଅବଗତ କରାଯାଇଛି ବୋଲି ଇଡି ଉଲ୍ଲେଖ କରିଛି। ଏଥିସହ ଜ୍ୟାକ୍‌ଲିନ୍ ନିଜ ଫୋନ୍‌ର ପ୍ରମାଣ ନଷ୍ଟ କରିଛନ୍ତି। ସେ ଦେଶ ଛାଡି ପଳାୟନ କରିବାକୁ ମଧ୍ୟ ଚେଷ୍ଟା କରିଥିବା ଇଡି ଅଭିଯୋଗ କରିଛି।

ଉଲ୍ଲେଖଯୋଗ୍ୟ, ସୁକେଶ ଚନ୍ଦ୍ରଶେଖର ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଜ୍ୟାକ୍‌ଲିନ୍‌ଙ୍କୁ ଅନେକ ଥର ପଚରାଉଚରା କରିସାରିଲାଣି। ସୁକେଶ ଠାରୁ ଜ୍ୟାକ୍‌ଲିନ୍ ଅନେକ ଦାମୀ ଗିଫ୍ଟ ସହ ଟଙ୍କା ମଧ୍ୟ ନେଇଛନ୍ତି। ପଚରାଉଚରାରେ ଜ୍ୟାକଲିନ କହିଥିଲେ ଯେ ସେ ସୁକେଶଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। କେବଳ ଇଡି ନୁହେଁ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଦ୍ୱାରା ମଧ୍ୟ ଜ୍ୟାକ୍‌ଲିନ୍ ଜେରାର ସାମ୍ନା କରିଛନ୍ତି। ତାଙ୍କୁ ଦିଲ୍ଲୀ ପୁଲିସ ୧୫ ଘଣ୍ଟା ଧରି ପଚରାଉଚରା କରିସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story