ସୁଶାନ୍ତଙ୍କ ଫିଲ୍ମ ‘ଛିଛୋରେ’ର ଅଭିନେତ୍ରୀଙ୍କ ଦେହାନ୍ତ

ମୁମ୍ବାଇ: ‘ଛିଛୋରେ’ ସମେତ ଅନେକ ହିନ୍ଦୀ ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ଅଭିଳାଷା ପାଟିଲଙ୍କ କରୋନା କାରଣରୁ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା । ଅଭିଳାଷା ଶୁଟିଂ ପାଇଁ ବାରଣାସୀରେ ଥିଲେ, କିନ୍ତୁ ମୁମ୍ବାଇ ଫେରିବା ପରେ ତାଙ୍କ ଭିିତରେ କୋଭିଡ୍‌-୧୯ ଲକ୍ଷଣ ଦେଖା ଦେଇଥିଲା । ସେ ନିଜର କରୋନା ଟେଷ୍ଟ କରାଯାଇଥିଲା, ଯେଉଁଥିରେ ରିପୋର୍ଟ ପଜିଟିଭ୍ ଆସିଥିଲା । ତେବେ ଗତ କିଛି ଦିନ ତଳେ […]

abhilasa-patil

abhilasa-patil

Ranjit Kumar Jena
  • Published: Wednesday, 05 May 2021
  • Updated: 06 May 2021, 12:57 PM IST

Sports

Latest News

ମୁମ୍ବାଇ: ‘ଛିଛୋରେ’ ସମେତ ଅନେକ ହିନ୍ଦୀ ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ଅଭିଳାଷା ପାଟିଲଙ୍କ କରୋନା କାରଣରୁ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା । ଅଭିଳାଷା ଶୁଟିଂ ପାଇଁ ବାରଣାସୀରେ ଥିଲେ, କିନ୍ତୁ ମୁମ୍ବାଇ ଫେରିବା ପରେ ତାଙ୍କ ଭିିତରେ କୋଭିଡ୍‌-୧୯ ଲକ୍ଷଣ ଦେଖା ଦେଇଥିଲା । ସେ ନିଜର କରୋନା ଟେଷ୍ଟ କରାଯାଇଥିଲା, ଯେଉଁଥିରେ ରିପୋର୍ଟ ପଜିଟିଭ୍ ଆସିଥିଲା ।

ତେବେ ଗତ କିଛି ଦିନ ତଳେ ତାଙ୍କ ସ୍ୱାସ୍ଥବସ୍ଥା ବିଗିଡ଼ି ଯାଇଥିଲା, ଯେଉଁ ତାଙ୍କୁ ଆଇସିୟୁର ଆଡମିଟ୍ କରାଯାଇଥିଲା । ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟ ସଙ୍କଟାପନ୍ନ ହେବାରେ ଲାଗିଲା । କିଛି ଦିନ ସଂଘର୍ଷ କରିବା ପରେ ଶେଷରେ ସେ କରୋନା ଯୁଦ୍ଧରେ ହାରି ଗଲେ । ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କ ମା’ ଓ ପୁଅ ଉପସ୍ଥିତ ଥିଲେ । ତାଙ୍କ ଦେହାନ୍ତ ଖବର ପାଇବା ପରେ ତାଙ୍କ ନିକଟ ବନ୍ଧୁ ଓ ଫ୍ୟାନ୍ ଦୁଃଖିତ ହୋଇଛନ୍ତି । ସୋଶାଲ ମିଡିଆରେ ତାଙ୍କ ଫ୍ୟାନ୍ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଅଭିଳାଷା ମରାଠୀ ଫିଲ୍ମ ଓ ଟିଭି ସିରିଏଲ୍ସର ଜଣାଶୁଣା ଚେହେରା ଥିଲେ । ସେ ‘ତେ ଅଠ୍ ଦିବସ’, ‘ବାୟକୋ ଦେତା କା ବାୟକୋ’, ‘ପରବାସ’ଓ ‘ତୁଝେ ମାନ୍‌ଝା ଅରେଞ୍ଜ ମ୍ୟାରେଜ୍‌’ ଭଳି ଅନେକ ମରାଠୀ ଫିଲ୍ମରେ କାମ କରିଛନ୍ତି । ଏହାବ୍ୟତୀତ ଅଭିଳାଷା ‘ବଦ୍ରିନାଥ କି ଦୁଲହନିୟା’, ‘ଗୁଡ୍ ନ୍ୟୁଜ୍‌’, ‘ମଲାଲ୍‌’ ଓ ‘ଛିଛୋରେ’ ଭଳି ହିନ୍ଦୀ ଫିଲ୍ମରେ କାମ କରିଛନ୍ତି । ସେ ମଧ୍ୟ ହଟଷ୍ଟାରର ୱେବ ସିରିଜ୍ ଶୋ ‘କ୍ରିମିନାଲ୍ ଜଷ୍ଟିସ’ର ଦ୍ୱିତୀୟ ସିଜନରେ କାମ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story