ଜିଆ ଖାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ସୁରଜ

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତ୍ରୀ ଜିଆ ଖାନ୍‌। ସେ ୨୦୧୩ରେ ଆତ୍ମହତ୍ୟା କରିଥିଲେ। ଏବେ ଏହି ମାମଲାରେ ଏକ ଚକିତ କଲା ଭଳି ଖୁଲାସା ହୋଇଛି। ଜିଆ ଖାନ୍‌ଙ୍କ ମା’ ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତରେ ଅଭିନେତା ସୁରଜ ପଞ୍ଚୋଲିଙ୍କ ବିରୋଧରେ ଆଣିଛନ୍ତି ଗୁରୁତର ଅଭିଯୋଗ। ଜିଆ ଖାନ୍‌ଙ୍କୁ ସୁରଜ ପଞ୍ଚୋଲି କୁଆଡେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଜିଆ ଖାନ୍‌ଙ୍କ ମା’ ରାବିଆ ଖାନ୍‌ଙ୍କ ଅଭିଯୋଗ ମୁତାବକ, ସୁରଜ […]

suraj-pancholi and jiah-khan

suraj-pancholi and jiah-khan

Madhupriya Mistry
  • Published: Thursday, 18 August 2022
  • Updated: 18 August 2022, 12:56 PM IST

Sports

Latest News

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତ୍ରୀ ଜିଆ ଖାନ୍‌। ସେ ୨୦୧୩ରେ ଆତ୍ମହତ୍ୟା କରିଥିଲେ। ଏବେ ଏହି ମାମଲାରେ ଏକ ଚକିତ କଲା ଭଳି ଖୁଲାସା ହୋଇଛି। ଜିଆ ଖାନ୍‌ଙ୍କ ମା' ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତରେ ଅଭିନେତା ସୁରଜ ପଞ୍ଚୋଲିଙ୍କ ବିରୋଧରେ ଆଣିଛନ୍ତି ଗୁରୁତର ଅଭିଯୋଗ। ଜିଆ ଖାନ୍‌ଙ୍କୁ ସୁରଜ ପଞ୍ଚୋଲି କୁଆଡେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ଜିଆ ଖାନ୍‌ଙ୍କ ମା' ରାବିଆ ଖାନ୍‌ଙ୍କ ଅଭିଯୋଗ ମୁତାବକ, ସୁରଜ ପଞ୍ଚୋଲି ସୋସାଲ ମିଡିଆ ମାଧ୍ୟମରେ ଜିଆ ଖାନ୍‌ଙ୍କ ସହ ଯୋଗାଯୋଗ କରିଥିଲେ। ତାଙ୍କୁ ସାକ୍ଷାତ କରିବାକୁ ସେ ଚାପ ପକାଇଥିଲେ। ପ୍ରଥମେ ଜିଆ ଖାନ ସାକ୍ଷାତ କରିବାକୁ ରାଜି ହୋଇନଥିଲେ। ତେବେ ସେପ୍ଟେମ୍ବର ୨୦୧୨ରେ ଦୁହେଁ ପରସ୍ପରକୁ ଭେଟିଥିଲେ। ସେତେବେଳର କିଛି ଫଟୋକୁ ଜିଆ ମା'ଙ୍କ ପାଖକୁ ପଠାଇଥିଲେ। ତାକୁ ଦେଖି ଦୁହେଁ ପରସ୍ପରକୁ ଭଲପାଉଥିବା ସନ୍ଦେହ ହୋଇଥିଲା। କିନ୍ତୁ ସେତେବେଳେ ଜିଆ ସେ ଆଉ ସୁରଜ ଉଭୟ ଭଲ ବନ୍ଦୁ ବୋଲି କହିଥିବା କୋର୍ଟରେ କହିଛନ୍ତି ରାବିଆ।

The Love Of A Mother: Searching For Justice In The Death Of Jiah Khan |  Katja Faber

ସେ ଆହୁରି କହିଛନ୍ତି, ଏହାପରେ ଜିଆ ଖାନଙ୍କ ଜୀବନରେ ସୁରଜ ପଞ୍ଚୋଲିଙ୍କ ହସ୍ତକ୍ଷେପ ବଢ଼ି ଯାଇଥିଲା। ଅକ୍ଟୋବର ୨୦୧୨ ସୁଦ୍ଧା ଉଭୟ ଲିଭ୍‌-ଇନ୍‌ରେ ରହିବା ଆରମ୍ଭ କରିଦେଇଥିଲେ। ସେହି ବର୍ଷ ନଭେମ୍ବରରେ ଲଣ୍ଡନ ସ୍ଥିତ ତାଙ୍କ ଘରେ ପହଞ୍ଚିବା ପରେ ଜିଆ ବହୁତ ଖୁସି ଦେଖାଯାଉଥିଲେ। ୨୪ ଡିସେମ୍ବର ୨୦୧୨ରେ ଜିଆଙ୍କୁ ସୁରଜଙ୍କର ଏକ ମେସେଜ ଆସିଥିଲା। ଏଥିରେ ଲେଖାଥିଲା 'ଜଣେ ବନ୍ଧୁଙ୍କ ସହ ଝଗଡା ହେବା ପରେ ସେ ଜିଆଙ୍କ ଉପରେ ରାଗି ଯାଇଥିଲେ। ଏଥିପାଇଁ ସେ ତାଙ୍କୁ କ୍ଷମା କରିଦିଅନ୍ତୁ।' ଏହି ମେସେଜ ପରେ ଜିଆ ଖାନଙ୍କ ମା' ସେମାନଙ୍କ ଝଗଡା ବିଷୟରେ ଜାଣିଥିଲେ। ତେବେ ଜିଆ ସୁରଜଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଉଭୟ ଗୋଆ ଯାଇଥିଲେ ବୋଲି ରାବିଆ ଖାନ କୋର୍ଟଙ୍କୁ କହିଛନ୍ତି।

କେବଳ ସେତିକି ନୁହେଁ ସୁରଜ ପଞ୍ଚୋଲି ଜିଆଙ୍କୁ ତାଙ୍କ ସାଙ୍ଗମାନଙ୍କ ଆଗରେ ରଖୁଥିଲେ। ସେ ଜିଆଙ୍କ ସାମ୍ନାରେ ଅନ୍ୟ ଝିଅମାନଙ୍କ ସହ ଫ୍ଲର୍ଟ କରୁଥିଲେ। ଏପରିକି ସେ ଜିଆଙ୍କୁ ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ମଧ୍ୟ ଦେଇଥିଲେ ବୋଲି ରାବିଆ ଖାନ୍‌ କୋର୍ଟରେ ଅଭିଯୋଗ ଆଣିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୩ରେ ଅଭିନେତ୍ରୀ ଜିଆ ଖାନ୍‌ ନିଜ ଘରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ।  ତେବେ ଜିଆଙ୍କୁ ଆତ୍ମହତ୍ୟା କରିବା ପାଇଁ ସୁରଜ ପଞ୍ଚୋଲି ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି। ସିବିଆଇ ଏହି ମାମଲାର ତଦନ୍ତ କରୁଛି। ବର୍ତ୍ତମାନ ସୁରଜ ପଞ୍ଚୋଲି ଜାମିନରେ ଅଛନ୍ତି। ଏହି ମାମଲାରେ ଜିଆ ଖାନଙ୍କ ମା' ରାବିଆ ପୁଣିଥରେ କୋର୍ଟରେ ତାଙ୍କ ବୟାନ ରେକର୍ଡ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story