୬ ବର୍ଷ ପରେ ସିଲଭର ସ୍କ୍ରିନ୍‌କୁ ଫେରିବେ ମିସେସ୍‌ ହରଭଜନ୍‌

ମୁମ୍ବାଇ: ପୁଣି ପରଦାକୁ ଫେରିବେ ମିସେସ୍‌ ଭଜ୍ଜି। ବଲିଉଡକୁ କମ୍‌ବ୍ୟାକ୍‌ କରିବେ କ୍ରିକେଟର୍‌ ହରଭଜନ ସିଂହଙ୍କ ପତ୍ନୀ ଗୀତା ବସ୍‌ରା। ‘ଦି ଟ୍ରେନ୍‌’ ଅଭିନେତ୍ରୀ ଗୀତା ବସ୍‌ରାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଦୀର୍ଘ ବର୍ଷର ବ୍ୟବଧାନ ପରେ ଅଭିନେତ୍ରୀ ଗୀତା ବଡ ପରଦାକୁ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି। ନିର୍ମାତା ଶବବୀର ବକ୍ସୱାଲାଙ୍କ ଏକ ଫିଲ୍ମ ସେ ସାଇନ୍‌ କରିଥିବା ସୂଚନା ମିଳିଛି।  ଇଏ ହେଉଛନ୍ତି ସେହି ନିର୍ମାତା, ଯିଏ କି କରଣ ଜୋହରଙ୍କ ସହ ମିଶି […]

harvhajan and Geetha

harvhajan and Geetha

Madhupriya Mistry
  • Published: Friday, 19 August 2022
  • Updated: 19 August 2022, 12:59 PM IST

Sports

Latest News

ମୁମ୍ବାଇ: ପୁଣି ପରଦାକୁ ଫେରିବେ ମିସେସ୍‌ ଭଜ୍ଜି। ବଲିଉଡକୁ କମ୍‌ବ୍ୟାକ୍‌ କରିବେ କ୍ରିକେଟର୍‌ ହରଭଜନ ସିଂହଙ୍କ ପତ୍ନୀ ଗୀତା ବସ୍‌ରା। 'ଦି ଟ୍ରେନ୍‌' ଅଭିନେତ୍ରୀ ଗୀତା ବସ୍‌ରାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଦୀର୍ଘ ବର୍ଷର ବ୍ୟବଧାନ ପରେ ଅଭିନେତ୍ରୀ ଗୀତା ବଡ ପରଦାକୁ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି। ନିର୍ମାତା ଶବବୀର ବକ୍ସୱାଲାଙ୍କ ଏକ ଫିଲ୍ମ ସେ ସାଇନ୍‌ କରିଥିବା ସୂଚନା ମିଳିଛି।  ଇଏ ହେଉଛନ୍ତି ସେହି ନିର୍ମାତା, ଯିଏ କି କରଣ ଜୋହରଙ୍କ ସହ ମିଶି ସୁପରଡୁପର ହିଟ୍ ଫିଲ୍ମ ‘ଶେରଶାହା’ କରିଥିଲେ।

ରିପୋର୍ଟ ମୁତାବକ ଗୀତା ଫିଲ୍ମ ‘ନୋଟରୀ’ରୁ ଧମାକେଦାର୍‌ କମ୍‌ବ୍ୟାକ୍‌ କରିବେ। ଏହି ଫିଲ୍ମରେ ସେ ‘କାହାନୀ’ ଫେମ୍‌ ପରମବ୍ରତ ଚାଟାର୍ଜୀଙ୍କ ଅପୋଜିଟ୍‌ରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶକ ପୱନ ବାଡେୟର ଦେବେ। ଏହାର ସୁଟିଂ ଭୋପାଳରେ ୫ ଅକ୍ଟୋବରରୁ ଆରମ୍ଭ ହେବ। ବିଶେଷ କଥା ହେଉଛି ଏହି ଫିଲ୍ମୀ ସୁଟିଂକୁ ୪୫ ଦିନ ମଧ୍ୟ ପୂରଣ କରାଯିବ।

ଏହି ନୂଆ ପ୍ରୋଜେକ୍ଟ ବିଷୟରେ ଗୀତା ବସ୍ରା ନିଜେ ଖୁଲାସା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ବକ୍ସୱାଲା ନିଜେ ତାଙ୍କୁ ଡାକି ଏହି ଅଫର ଦେଇଛନ୍ତି। ଅଭିନେତ୍ରୀ କହିଛନ୍ତି ‘ମୁଁ ବହୁତ ଖୁସି। ମୁଁ ଏକ ଏଭଳି ଚରିତ୍ରରେ ଅଭିନୟ କରି କମ୍‌ବ୍ୟାକ୍‌ କରିବାକୁ ଯାଉଛି, ଯାହା ଇମୋସନ୍‌ସ୍‌ରେ ପରିପୂର୍ଣ୍ଣ।' ଏହି ଫିଲ୍ମରେ ଗୀତାଙ୍କୁ ଜଣେ କଲେଜ୍‌ ଝିଅ ଭୂମିକାରେ ଦେଖିବାକୁ ମିଳିବ।

ଉଲ୍ଲେଖଯୋଗ୍ୟ, ଗୀତାଙ୍କୁ ଶେଷଥର ପାଇଁ ୨୦୧୬ରେ ଫିଲ୍ମ 'ଲକ୍‌'ରେ ଦେଖିବାକୁ ମିଳିଥିଲା। ଏବେ ୬ ବର୍ଷ ପରେ ପୁଣି ଥରେ ଗୀତା କମ୍‌ବ୍ୟାକ୍‌ କରିବାକୁ ଯାଉଥିବା ଖବର ଶୁଣି ତାଙ୍କ ଫ୍ୟାନ୍‌ମାନେ ବେଶ୍‌ ଉତ୍ସାହିତ ହୋଇପଡିଛନ୍ତି।

View this post on Instagram

A post shared by Geeta Basra (@geetabasra)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story