Advertisment

କଙ୍ଗନା କହିଲେ- ‘ଇଣ୍ଡିଆ’ ଗୋଲାମିର ପରିଚୟ

ମୁୁମ୍ବାଇ: ବଲିଉଡର ପଙ୍ଗା କୁଇନ୍ କଙ୍ଗନା ରଣାୱତ। ସେ ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ। ଅଭିନୟ ବ୍ୟତୀତ ପ୍ରତିଦିନ କିଛି ନା କିଛି ପ୍ରସଙ୍ଗକୁ ନେଇ ସେ ନିଜ ମତ ରଖନ୍ତି। ଯାହାକୁ ନେଇ ଅଧିକାଂଶ ସମୟରେ ବିବାଦ ଉପୁଜେ। ଏବେ ପୁଣି ଏଭଳି ହିଁ କିଛି ପ୍ରସଙ୍ଗକୁ ନେଇ ଆଉ ଏକ ବିବାଦ ଉଠାଇଛନ୍ତି ଏହି ଅଭିନେତ୍ରୀ। ନିକଟରେ କଙ୍ଗନା ରଣାୱତ ଦେଶର ନାଁ ବଦଳାଇବା ପାଇଁ ପରାମର୍ଶ ଦେଇଛନ୍ତି। ‘ଇଣ୍ଡିଆ’ର ନାଁକୁ ବଦଳାଇ ଭାରତ […]

ଅଦ୍ୟତନ ହୋଇଛି
କଙ୍ଗନାଙ୍କ ବିରୋଧରେ ୱାରେଣ୍ଟ

Kangana Ranaut

Advertisment

ମୁୁମ୍ବାଇ: ବଲିଉଡର ପଙ୍ଗା କୁଇନ୍ କଙ୍ଗନା ରଣାୱତ। ସେ ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ। ଅଭିନୟ ବ୍ୟତୀତ ପ୍ରତିଦିନ କିଛି ନା କିଛି ପ୍ରସଙ୍ଗକୁ ନେଇ ସେ ନିଜ ମତ ରଖନ୍ତି। ଯାହାକୁ ନେଇ ଅଧିକାଂଶ ସମୟରେ ବିବାଦ ଉପୁଜେ। ଏବେ ପୁଣି ଏଭଳି ହିଁ କିଛି ପ୍ରସଙ୍ଗକୁ ନେଇ ଆଉ ଏକ ବିବାଦ ଉଠାଇଛନ୍ତି ଏହି ଅଭିନେତ୍ରୀ।

Advertisment

ନିକଟରେ କଙ୍ଗନା ରଣାୱତ ଦେଶର ନାଁ ବଦଳାଇବା ପାଇଁ ପରାମର୍ଶ ଦେଇଛନ୍ତି। ‘ଇଣ୍ଡିଆ’ର ନାଁକୁ ବଦଳାଇ ଭାରତ ରଖାଯାଉ ବୋଲି କଙ୍ଗନା ଇଚ୍ଛା ପ୍ରକଟ କରିଛନ୍ତି। ସେ କହିଛନ୍ତି, ‘ଇଣ୍ଡିଆ’ ନାଁକୁ ବ୍ରିଟିଶମାନେ ରଖିଥିଲେ ଏବଂ ଏହା ଗୋଲାମିର ପରିଚୟ।’

[caption id="attachment_653199" align="aligncenter" width="650"]Kangana on India name ‘ଇଣ୍ଡିଆ’ର ନାଁକୁ ବଦଳାଇ ଭାରତ ରଖାଯାଉ ବୋଲି କଙ୍ଗନା ଇଚ୍ଛା ପ୍ରକଟ କରିଛନ୍ତି।[/caption]

Advertisment

ଏହି ପ୍ରସଙ୍ଗକୁ ନେଇ କଙ୍ଗନା ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଷ୍ଟୋରୀ ମଧ୍ୟ ପୋଷ୍ଟ କରିଛନ୍ତି। ଏଥିରେ ସେ ଭାରତ ଏବଂ ଇଣ୍ଡିଆ ମଧ୍ୟରେ କ’ଣ ଫରକ୍ ରହିଛି ତାହା କହିଛନ୍ତି। ଭାରତର ପରିଭାଷାକୁ ନେଇ କଙ୍ଗନା କହିଛନ୍ତି, ଏହା ଏକ ସଂସ୍କୃତ ଶବ୍ଦ। ଭ’ରୁ ଭାବ, ର’ରୁ ରାଗ ଏବଂ ତ’ରୁ ତାଳ।

ଇଣ୍ଡିଆକୁ ନେଇ ସେ କହିଛନ୍ତି, ଭାରତ ସେତେବେଳେ ଆଗକୁ ବଢ଼ି ପାରିବ ଯେବେ ନିଜ ପ୍ରାଚୀନ ସଭ୍ୟତା ଓ ସଂସ୍କୃତିରେ ବିଶ୍ୱାସ କରି ସେହି ରାସ୍ତାରେ ଆଗକୁ ଯି଼ିବ। ଏଥିସହ କଙ୍ଗନା ସମସ୍ତଙ୍କୁ ବେଦ, ଗୀତା ଏବଂ ଯୋଗ ସହ ଜଡିତ ରହିବା ପାଇଁ ଅପିଲ ମଧ୍ୟ କରିଛନ୍ତି।

Kangana Ranaut
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe