ବୟକଟ୍‌ ଟ୍ରେଣ୍ଡକୁ ନେଇ ବଡ ବୟାନ ଦେଲେ ମନ୍ଦାକିନୀ

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ଏବେ ଭଲ ଦଶା ଚାଲିନି। ବଲିଉଡକୁ ବୟକଟ୍‌ କରିବା ପାଇଁ ଚାଲିଛି ଟ୍ରେଣ୍ଡ। କ୍ୟାନ୍‌ସେଲ୍‌ କଲଚର୍‌ ଓ ଫିଲ୍ମକୁ ବୟକଟ୍‌ କରିବାକୁ ସବୁଠି ଦାବି ଉଠୁଛି। ଅଧିକାଂଶ ଫିଲ୍ମ ଏଥିପାଇଁ ବକ୍ସ ଅଫିସରେ ଫ୍ଲପ୍‌ ହେବାରେ ଲାଗିଛି। ଆମୀର ଖାନ୍‌ଙ୍କ ଠାରୁ ଆରମ୍ଭ କରି ଅକ୍ଷୟ କୁମାର, ସଲମାନ ଖାନ୍‌ ଯାଏଁ ସମସ୍ତଙ୍କ ଫିଲ୍ମକୁ ବୟକଟ୍‌ କରିବା ପାଇଁ କିଛି ୟୁଜର୍ସ ସୋଶାଲ ମିଡିଆରେ ଟ୍ରେଣ୍ଡିଂ ଆରମ୍ଭ କରିଛନ୍ତି। ଏହାରି ଭିତରେ ୨୫ […]

Mandakini

Mandakini

Madhupriya Mistry
  • Published: Wednesday, 24 August 2022
  • Updated: 24 August 2022, 12:15 PM IST

Sports

Latest News

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ଏବେ ଭଲ ଦଶା ଚାଲିନି। ବଲିଉଡକୁ ବୟକଟ୍‌ କରିବା ପାଇଁ ଚାଲିଛି ଟ୍ରେଣ୍ଡ। କ୍ୟାନ୍‌ସେଲ୍‌ କଲଚର୍‌ ଓ ଫିଲ୍ମକୁ ବୟକଟ୍‌ କରିବାକୁ ସବୁଠି ଦାବି ଉଠୁଛି। ଅଧିକାଂଶ ଫିଲ୍ମ ଏଥିପାଇଁ ବକ୍ସ ଅଫିସରେ ଫ୍ଲପ୍‌ ହେବାରେ ଲାଗିଛି। ଆମୀର ଖାନ୍‌ଙ୍କ ଠାରୁ ଆରମ୍ଭ କରି ଅକ୍ଷୟ କୁମାର, ସଲମାନ ଖାନ୍‌ ଯାଏଁ ସମସ୍ତଙ୍କ ଫିଲ୍ମକୁ ବୟକଟ୍‌ କରିବା ପାଇଁ କିଛି ୟୁଜର୍ସ ସୋଶାଲ ମିଡିଆରେ ଟ୍ରେଣ୍ଡିଂ ଆରମ୍ଭ କରିଛନ୍ତି। ଏହାରି ଭିତରେ ୨୫ ବର୍ଷ ପରେ ଇଣ୍ଡଷ୍ଟ୍ରିକୁ କମ୍‌ବ୍ୟାକ୍‌ କରିଛନ୍ତି ୯୦ ଦଶକ ହଟ୍‌ ଅଭିନେତ୍ରୀ ମନ୍ଦାକିନୀ। ଆଉ ବୟକଟ୍‌ କଲଚର୍‌କୁ ନେଇ ଖୋଲିଛନ୍ତି ମୁହଁ।

ଏକ ସାକ୍ଷାତକାରରେ ମନ୍ଦାକିନୀ କହିଛନ୍ତି, 'ଏହା ଅତ୍ୟନ୍ତ ଦୁଃଖଦାୟକ। ପୂର୍ବରୁ ଏଭଳି କିଛି ନଥିଲା। ନିର୍ଦ୍ଦେଶକଙ୍କୁ ଗୁରୁ ଭଳି ଦେଖାଯାଉଥିଲା। ପ୍ରତିଟି କଳାକାର ତାଙ୍କୁ ସମ୍ମାନ କରୁଥିଲେ। ଆମେ ତାଙ୍କୁ ସବୁବେଳେ ସମ୍ମାନ ଦେଇଛୁ। କିନ୍ତୁ ବର୍ତ୍ତମାନ ଏଭଳି କିଛି ଦୃଶ୍ୟମାନ ହେଉନାହିଁ। ବୋଧହୁଏ ଏହି କାରଣ ଯୋଗୁ ଆଜି ଇଣ୍ଡଷ୍ଟ୍ରିର ଲୋକମାନେ ପରସ୍ପର ଉପରେ ଟାର୍ଗେଟ୍‌ କରୁଛନ୍ତି।'

actress mandakini speaks up on bollywood boycott cancel culture and  negativity | फिल्मों के बहिष्कार पर मंदाकिनी के बोल, 'एक्टरों के अहंकार का  नतीजा है बायकॉट और कैंसिल कल्चर ...

ସେ ଆହୁରି କହିଛନ୍ତି, 'ପୂର୍ବରୁ ଯେଉଁ ସମ୍ମାନ ଥିଲା, ତାହା ଏବେ ଶେଷ ହୋଇଯାଇଛି। ଏବେ ଲୋକଙ୍କ ମଧ୍ୟରେ ଏତେ ଅହଙ୍କାର ଭାବ ଆସିଯାଇଛି ଯେ ସେମାନଙ୍କୁ ଲଗୁଛି ସେମାନେ ପୂରା ଇଣ୍ଡଷ୍ଟ୍ରିକୁ ବଦଳାଇ ଦେବେ ଓ ତାଙ୍କ ଲାଗି ହିଁ ଏ ଇଣ୍ଡଷ୍ଟ୍ରି ଚାଲିଛି। ଅହଙ୍କାର ରହିବା ଉଚିତ ନୁହେଁ। ମଣିଷ ଯେତେ ସଫଳତା ହାସଲ କଲେ ବି ତାଙ୍କୁ ବିନମ୍ର ରହିବା ଉଚିତ। ପ୍ରକୃତରେ ସାଧାରଣ ଜନତା ଆପଣଙ୍କୁ ଦେଖନ୍ତି ଏବଂ ଭଲ ପାଆନ୍ତି। ଆପଣଙ୍କୁ ଆଦର୍ଶ ବୋଲି ଭାବନ୍ତି। ଯେତେବେଳେ ସେମାନେ ଆପଣଙ୍କର ତ୍ରୁଟି ଦେଖନ୍ତି, ସେତେବେଳେ ନିଶ୍ଚିତ ଭାବରେ ସେମାନଙ୍କର କ୍ରୋଧ ସାମ୍ନାକୁ ଆସିବ। ବୟକଟ୍‌ ଓ କ୍ୟାନ୍‌ସେଲ୍‌ କଲଚର୍‌ ହେଉଛି ସେମାନଙ୍କ କ୍ରୋଧର ହିଁ ପରିଣାମ।'

Mandakini On Boycott: 'बॉलीवुड के बायकॉट' पर गुजरे जमाने की सुपरस्टार  अभिनेत्री ने आज के स्टार्स को लगाई लताड़, कहा 'ये अहंकार का हश्र है', 'Bollywood's  Boycott ...

ବଲିଉଡର ଏହି ଭେଟେରାନ୍‌ ଅଭିନେତ୍ରୀ ଜଣକ ଅନ୍ୟ ପାର୍ଶ୍ୱରୁ ମଧ୍ୟ ନିଜ ମତ ଦେଇଛନ୍ତି। ସେ କହିଛନ୍ତି, ' ବୋଧହୁଏ ଇଣ୍ଡଷ୍ଟ୍ରିର ଲୋକମାନେ ହିଁ ଏହାକୁ ପ୍ରୋତ୍ସାହିତ କରୁଛନ୍ତି। ମୁଁ ଭାବୁଛି ସବୁକିଛି ପ୍ଲାନିଂର ଏକ ଅଂଶ। ରାଜନୈତିକ ଏବଂ ଇଣ୍ଡଷ୍ଟ୍ରିର ଲୋକମାନେ ମିଶି ଏହି ପ୍ଲାନିଂ କରୁଛନ୍ତି। ସବୁ ଜିନିଷରେ ଅସାଧୁତା ରହିଛି।  ଆପଣ ମିଛିକୁ କେତେ ଦିନ ଲୁଚାଇବେ?'

ଉଲ୍ଲେଖଯୋଗ୍ୟ, 'ରାମ ତେରି ଗଙ୍ଗା ମେଲି' ଫିଲ୍ମରୁ ରାତାରାତି ଷ୍ଟାର୍‌ ପାଲଟି ଯାଇଥିବା ଅଭିନେତ୍ରୀ ମନ୍ଦାକିନୀ ନିଜର ସୁନ୍ଦର ଚେହାରା ପାଇଁ ସେତେବେଳେ ବେଶ୍‌ ପପୁଲାରିଟି ହାସଲ କରିଥିଲେ। ତାଙ୍କ ଅଭିନୟକୁ ଲୋକେ ଖୁବ ପସନ୍ଦ କରୁଥିଲେ। କିନ୍ତୁ ହଠାତ୍‌ ତାଙ୍କ ନାଁ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମଙ୍କ ସହ ଯୋଡି ହୋଇଯାଇଥିଲା। ସେ କୁଆଡେ ଦାଉଦଙ୍କ ଗାର୍ଲଫ୍ରେଣ୍ଡ ବୋଲି କୁହାଯାଉଥିଲା। ଏହାପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ। ଏବେ ସେ ମୁମ୍ବାଇରେ ଯୋଗ ଶିଖାଇବା ସହ ଏକ ତିବ୍ଦତ ହର୍ବାଲ ସେଣ୍ଟର ଚଳାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story