ପ୍ରଭାସଙ୍କ ହିରୋଇନ୍‌ଙ୍କୁ କରୋନା

ମୁମ୍ବାଇ: ପୁରା ଦେଶରେ ବ୍ୟାପିଛି ମହାମାରୀ କରୋନା। ଏଥିରୁ ଫିଲ୍ମ ଷ୍ଟାର ତଥା ବଡ଼ ବଡ଼ ସେଲେବ୍ରିଟିମାନେ ମଧ୍ୟ ବାଦ୍‌ ପଡି ନାହାନ୍ତି। ଗୋଟିଏ ପରେ ଗୋଟିଏ ଷ୍ଟାର୍‌ କରୋନାରେ ଆକ୍ରାନ୍ତ ହୋଉଥିବା ଖବର ସାମ୍ନାକୁ ଆସୁଛି। ଏବେ ଏହି ତାଲିକାରେ ଆଉ ଜଣେ ସେଲେବ୍ରିଟିଙ୍କ ନାଁ ଯୋଡି ହୋଇଛି। ସାଉଥ ସୁପରଷ୍ଟାର ପ୍ରଭାସଙ୍କ ହିରୋଇନ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଅପ୍‌କମିଂ ଫିଲ୍ମ ‘ରାଧେ ଶ୍ୟାମ୍‌’ର ଲିଡ୍‌ ଅଭିନେତ୍ରୀ ପୂଜା ହେଗଡେଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟ […]

Pooja-hegde-and-Prabhas

Pooja-hegde-and-Prabhas

Madhupriya Mistry
  • Published: Monday, 26 April 2021
  • Updated: 26 April 2021, 09:10 AM IST

Sports

Latest News

ମୁମ୍ବାଇ: ପୁରା ଦେଶରେ ବ୍ୟାପିଛି ମହାମାରୀ କରୋନା। ଏଥିରୁ ଫିଲ୍ମ ଷ୍ଟାର ତଥା ବଡ଼ ବଡ଼ ସେଲେବ୍ରିଟିମାନେ ମଧ୍ୟ ବାଦ୍‌ ପଡି ନାହାନ୍ତି। ଗୋଟିଏ ପରେ ଗୋଟିଏ ଷ୍ଟାର୍‌ କରୋନାରେ ଆକ୍ରାନ୍ତ ହୋଉଥିବା ଖବର ସାମ୍ନାକୁ ଆସୁଛି। ଏବେ ଏହି ତାଲିକାରେ ଆଉ ଜଣେ ସେଲେବ୍ରିଟିଙ୍କ ନାଁ ଯୋଡି ହୋଇଛି।

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ହିରୋଇନ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଅପ୍‌କମିଂ ଫିଲ୍ମ ‘ରାଧେ ଶ୍ୟାମ୍‌’ର ଲିଡ୍‌ ଅଭିନେତ୍ରୀ ପୂଜା ହେଗଡେଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି।

ପଜିଟିଭ ଚିହ୍ନଟ ହେବା ପରେ ପୂଜା ଏବେ ହୋକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। କରୋନାର ସବୁ ପ୍ରଟୋକଲ ପାଳନ କରିବା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କ ଚିକିତ୍ସା ଚାଲିଛି। ଯେଉଁମାନେ ଗତ କିଛି ଦିନ ହେବ ତାଙ୍କ ସମ୍ପର୍କରେ ଆସିଥିଲେ, ସେମାନଙ୍କୁ କରୋନା ଟେଷ୍ଟ କରିବା ପାଇଁ ପୂଜା ଅନୁରୋଧ କରିଛନ୍ତି। ପୂଜା କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ସୂଚନାନୁସାରେ, ପୂଜା ନିକଟରେ ହାଇଦ୍ରାବାଦରେ ସାଉଥ୍‌ ଅଭିନେତା ରାମ ଚରଣଙ୍କ ସହ ଏକ ଗୀତର ସୁଟିଂ ଶେଷ କରିଛନ୍ତି। ଏହା ପରେ ସେ ପ୍ରଭାସଙ୍କ ସହ 'ରାଧେ ଶ୍ୟାମ' ଫିଲ୍ମର ସୁଟିଂ କରିବାକୁ ଯାଉଥିଲେ, କିନ୍ତୁ କରୋନା କାରଣରୁ ସୁଟିଂକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।

https://twitter.com/hegdepooja/status/1386332889562812416?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story