ନିୟମ ଭାଙ୍ଗି ଫସିଲେ ରବିନା, ଯାଞ୍ଚ ନିର୍ଦ୍ଦେଶ ଜାରି

ମୁମ୍ବାଇ: ଫସିଲେ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଟନ। ନିୟମ ଭାଙ୍ଗିବା ତାଙ୍କୁ ପଡିଲା ମହଙ୍ଗା। ତାଙ୍କ ବିରୋଧରେ ଜାରି ହେଲା ଯାଞ୍ଜ ନିର୍ଦ୍ଦେଶ। ନିକଟରେ ରବିନା ଟଣ୍ଟନ ମଧ୍ୟପ୍ରଦେଶର ସାତପୁରା ବାଘ୍ର ଅଭୟାରଣ୍ୟ ବୁଲିବାକୁ ଯାଇଥିଲେ। ଏଠାରେ ସେ ନିଷେଧାଅଞ୍ଚଳର ଅତି ନିକଟରୁ ମହାବାଘର ଭିଡିଓ ଉତ୍ତୋଳନ କରିଥିଲେ। ପରେ ଏହି ଭିଡିଓକୁ ସେ ୨୫ ତାରିଖରେ ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲରେ ଶେଆର ମଧ୍ୟ କରିଥିଲେ। ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ତାଙ୍କ ଅଡୁଆ ବଢ଼ିଛି। […]

raveena-tandon

raveena-tandon

Madhupriya Mistry
  • Published: Tuesday, 29 November 2022
  • Updated: 29 November 2022, 03:33 PM IST

Sports

Latest News

ମୁମ୍ବାଇ: ଫସିଲେ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଟନ। ନିୟମ ଭାଙ୍ଗିବା ତାଙ୍କୁ ପଡିଲା ମହଙ୍ଗା। ତାଙ୍କ ବିରୋଧରେ ଜାରି ହେଲା ଯାଞ୍ଜ ନିର୍ଦ୍ଦେଶ।

ନିକଟରେ ରବିନା ଟଣ୍ଟନ ମଧ୍ୟପ୍ରଦେଶର ସାତପୁରା ବାଘ୍ର ଅଭୟାରଣ୍ୟ ବୁଲିବାକୁ ଯାଇଥିଲେ। ଏଠାରେ ସେ ନିଷେଧାଅଞ୍ଚଳର ଅତି ନିକଟରୁ ମହାବାଘର ଭିଡିଓ ଉତ୍ତୋଳନ କରିଥିଲେ। ପରେ ଏହି ଭିଡିଓକୁ ସେ ୨୫ ତାରିଖରେ ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲରେ ଶେଆର ମଧ୍ୟ କରିଥିଲେ। ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ତାଙ୍କ ଅଡୁଆ ବଢ଼ିଛି। ତାଙ୍କ ବିରୋଧରେ ଯାଞ୍ଚ ପାଇଁ ଜାତୀୟ ଉଦ୍ୟାନ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି।

ସାମ୍ନାକୁ ଆସିଥିବା ଭିଡିଓରେ ରବିନା ଟୁରିଷ୍ଟ ଗାଇଡ୍‌ଙ୍କ ଉପସ୍ଥିତିରେ ବାଘଙ୍କ ଭିଡିଓ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି। ଏଥିଯୋଗୁଁ ବାଘମାନେ ମଧ୍ୟ ବିଚଳିତ ହୋଇପଡିଥିବା ନଜର ଆସିଛନ୍ତି। ତେବେ ରବିନାଙ୍କ ଏଭଳି ଭିଡିଓ କରିବା ଏସ୍‌ଟିଆର୍ କର୍ମଚାରୀଙ୍କ ଉପରେ ଭାରି ପଡିବାରେ ବୋଲି କୁହାଯାଉଛି। ଏଥିସହ ଅଭନେତ୍ରୀ ଓ ତାଙ୍କ ଝିଅଙ୍କୁ ଭିଆଇପି ଟ୍ରିଟ୍‌ମେଣ୍ଟ ଦିଆଯାଇଥିବା ନେଇ ଅଭିଯୋଗ ଉଠିଛି।

Raveena Tandon concerned about animals dying while crossing roads | Celebrities News – India TV

ନିୟମ ଅନୁଯାୟୀ ଜାତୀୟ ଉଦ୍ୟାନରେ ଜୀବଜନ୍ତୁଙ୍କ ଠାରୁ ୨୦ମିଟର ଦୂରରେ ରହିବାକୁ ନିର୍ଦ୍ଦେଶ ରହିଛି। ଏଥିସହ ଜଙ୍ଗଲ ସଫାରୀ ବେଳେ ପର୍ଯ୍ୟଟକଙ୍କୁ ଗାଡିରୁ ଶରୀର କୌଣସି ଅଂଶ ବାହାର କରିବାକୁ ମନା ହେବା ସହ ଗାଡିରୁ ତଳକୁ ଓହ୍ଲାଇବା ବାରଣ କରାଯାଇଛି। କେବଳ ସେତିକି ନୁହେଁ ଗାଇଡ୍‌ଙ୍କ କାଥା ମାନିବାକୁ ନିୟମ ଲାଗୁ କରାଯାଇଛି। କିନ୍ତୁ ଏସବୁ ନିୟମକୁ ଅଭିନେତ୍ରୀ ରବିନା ଟଣ୍ଡନ ଭାଙ୍ଗିଥିବା ସାମ୍ନାକୁ ଜଣାପଡିଛି। ଯଦି ଯାଞ୍ଚ ରିପୋର୍ଟରେ ରବିନା ଦୋଷୀ ସାବ୍ୟସ୍ତ ହେଲେ ତାଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସାତପୁରା ଜାତୀୟ ଉଦ୍ୟାନ ନିର୍ଦ୍ଦେଶକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story