ଅଭିନେତ୍ରୀ ବୀଣା କପୁରଙ୍କୁ ହତ୍ୟା କଲା ପୁଅ, ନଦୀରେ ଫିଙ୍ଗିଦେଲା ମୃତଦେହ

ମୁମ୍ବାଇ: ଫିଲ୍ମ ଜଗତରୁ ସାମ୍ନାକୁ ଆସିଛି ଏକ ଚକିତ କଲା ଖବର। ଫେମସ ଅଭିନେତ୍ରୀ ବୀଣା କପୁରଙ୍କ ହତ୍ୟା ହୋଇଥିବା ଅଭଗିଯୋଗ ହୋଇଛି। ତାଙ୍କ ପୁଅ ହିଁ ତାଙ୍କୁ ହତ୍ୟା କରିଥିବା କୁହାଯାଉଛି। ସମ୍ପତ୍ତି ପାଇଁ ନିଜ ମା’ଙ୍କୁ ନିର୍ଦ୍ଦୟ ଭାବେ ହତ୍ୟା କରିଛି ପୁଅ। ବଲିଉଡର ଫେମସ୍ ଅଭିନେତ୍ରୀ ବୀଣା କପୁର। ୭୪ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଛି । ତାଙ୍କୁ ନିର୍ଦ୍ଦୟ ଭାବେ ହତ୍ୟା କରାଯାଇଛି । ସମ୍ପତ୍ତି ଲୋଭରେ ତାଙ୍କୁ ତାଙ୍କ […]

veena-kapoor-killed-by-son

veena-kapoor-killed-by-son

Madhupriya Mistry
  • Published: Saturday, 10 December 2022
  • Updated: 10 December 2022, 12:58 PM IST

Sports

Latest News

ମୁମ୍ବାଇ: ଫିଲ୍ମ ଜଗତରୁ ସାମ୍ନାକୁ ଆସିଛି ଏକ ଚକିତ କଲା ଖବର। ଫେମସ ଅଭିନେତ୍ରୀ ବୀଣା କପୁରଙ୍କ ହତ୍ୟା ହୋଇଥିବା ଅଭଗିଯୋଗ ହୋଇଛି। ତାଙ୍କ ପୁଅ ହିଁ ତାଙ୍କୁ ହତ୍ୟା କରିଥିବା କୁହାଯାଉଛି। ସମ୍ପତ୍ତି ପାଇଁ ନିଜ ମା’ଙ୍କୁ ନିର୍ଦ୍ଦୟ ଭାବେ ହତ୍ୟା କରିଛି ପୁଅ।

ବଲିଉଡର ଫେମସ୍ ଅଭିନେତ୍ରୀ ବୀଣା କପୁର। ୭୪ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଛି । ତାଙ୍କୁ ନିର୍ଦ୍ଦୟ ଭାବେ ହତ୍ୟା କରାଯାଇଛି । ସମ୍ପତ୍ତି ଲୋଭରେ ତାଙ୍କୁ ତାଙ୍କ ୪୩ ବର୍ଷୀୟ ପୁଅ ହତ୍ୟା କରିବା ପରେ ଗିରଫଦାରୀରୁ ବଞ୍ଚିବା ପାଇଁ ମୃତଦେହକୁ ନଦୀରେ ଫିଙ୍ଗି ଦେଇଛି। ଏହି ଖବର ସାମ୍ନାକୁ ଆସିବା ପରେ ପୂରା ଫିଲ୍ମ ଇଣ୍ଡଷ୍ଟ୍ରିକୁ ଶକ୍ତ ଧକ୍କା ଲାଗିଛି।

ସୂଚନା ମୁତାବକ, ବୀଣା କପୁରଙ୍କ ହତ୍ୟା କରିଥିବା ଅଭିଯୁକ୍ତ ପୁଅର ନାଁ ସଚିନ କପୁର। କୁହାଯାଉଛି ଯେ, କୋଟି କୋଟି ଟଙ୍କାର ଫ୍ଲାଟକୁ ନେଇ ସଚିନ ଓ ତାଙ୍କ ମା’ଙ୍କ ମଧ୍ୟରେ ବହୁ ଦିନ ଧରି ବିବାଦ ଲାଗିଥିଲା। କୋର୍ଟ ଯାଏଁ ମଧ୍ୟ କଥା ଯାଇଥିଲା। ତେବେ ବୀଣା କପୁର ଯେତେବେଳେ ପୁଅର କଥା ମାନି ନଥିଲେ ସେତେବେଳେ ପୁଅ ତାଙ୍କୁ ହତ୍ୟା କରିଥିଲା। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ପୁଅ ସଚିନଙ୍କ ସମେତ ଘରର ଚାକର ଲାଲୁ କୁମାଣ୍ଡଳକୁ ମଧ୍ୟ ଗିରଫ କରିଛି।

ଏହି ଘଟଣା ପରେ ବଲିଉଡ ଅଭିନେତ୍ରୀ ନୀଲୁ କୋହଲି ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରିଛନ୍ତି। ପୋଷ୍ଟ ଜରିଆରେ ସେ ବୀଣା କପୁରଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।

ରିପୋର୍ଟ ମୁତାବକ, ଅଭିନେତ୍ରୀ ବୀଣା କପୁରଙ୍କ ଦୁଇ ପୁଅ। ତାଙ୍କୁ ହତ୍ୟା କରିଥିବା ସାନ ପୁଅ ସଚିନ ଦୀର୍ଘ ଦିନ ହେବ ବେରୋଜଗାର ଥିଲା। ସେ ନିଜ ମା’ଙ୍କ ସହ ଜୁହୁ ସ୍ଥିତ କଲ୍ପତରୁ ସୋସାଇଟିରେ ଚାରି ବେଡ୍‌ରୁମ୍ ଥିବା ଫ୍ଲାଟ୍‌ରେ ରହୁଥିଲା। ସେପଟେ ଅଭିନେତ୍ରୀଙ୍କ ବଡ ପୁଅ ୟୁଏଏସ୍‌ରେ ରୁହନ୍ତି । ସେ ପେଶାରେ ଜଣେ ସଫ୍ଟୱେୟାର ଇଂଜିନିଅର ଅଟନ୍ତି।

ବଡ ପୁଅ ହିଁ ମା’ ନିଖୋଜ ଥିବା ନେଇ ପୁଲିସରେ ଅଭିଯୋଗ କରିଥିଲେ। କାରଣ ଅନେକ ଦିନ ହେବ ମା’ ବୀଣା କପୁର ତାଙ୍କ ଫୋନ୍‌ର ଉତ୍ତର ଦେଉନଥିଲେ। ଏହାପରେ ସେ ଘରର ସିକ୍ୟୁରିଟି ଗାର୍ଡଙ୍କୁ ପଚାରିବା ପରେ ବୀଣା ଘରେ ନଥିବା ଜଣାପଡିଥିଲା। ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପଚରାଉଚରା ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଖୁଲାସା ହୋଇଥିଲା।

View this post on Instagram

A post shared by Nilu Kohli (@nilukohli)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story