ଅନନ୍ୟାଙ୍କୁ ବିବାହ କରିବେ ଆଦିତ୍ୟ! ଚାଲିଛି ପ୍ଲାନିଂ

ମୁମ୍ବାଇ: ପୁଣି ଆଉ ଏକ ବଲିଉଡ ଯୋଡିଙ୍କ ପଡିବ ହାତଗଣ୍ଠି। ହାତକୁ ଦି ହାତ ହେବେ ଅଭିନେତା ଆଦିତ୍ୟ ରୟ କପୁର ଓ ଅନନ୍ୟା ପାଣ୍ଡେ। ଏଥିପାଇଁ ଜୋର୍‌ସୋର୍‌ରେ ଚାଲିଛି ୱେଣ୍ଡିଂ ପ୍ଲାନିଂ। ଏକଥା ଆମେ କହୁନୁ ଖୋଦ୍‌ ଅଭିନେତା ଆଦିତ୍ୟ ରୟ କପୁର ଓ ଅନନ୍ୟା ପାଣ୍ଡେ ଏନେଇ ହିଣ୍ଟ ଦେଇଛନ୍ତି। ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିଜ ଲଭ୍‌ ଲଇଫ୍‌କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ସେ କୁଆଡେ ଆଦିତ୍ୟ ରୟ କପୁରଙ୍କୁ ଡେଟ୍‌ କରୁଥିବା […]

Aditya and ananya

Aditya and ananya

Madhupriya Mistry
  • Published: Thursday, 04 August 2022
  • Updated: 04 August 2022, 12:07 PM IST

ମୁମ୍ବାଇ: ପୁଣି ଆଉ ଏକ ବଲିଉଡ ଯୋଡିଙ୍କ ପଡିବ ହାତଗଣ୍ଠି। ହାତକୁ ଦି ହାତ ହେବେ ଅଭିନେତା ଆଦିତ୍ୟ ରୟ କପୁର ଓ ଅନନ୍ୟା ପାଣ୍ଡେ। ଏଥିପାଇଁ ଜୋର୍‌ସୋର୍‌ରେ ଚାଲିଛି ୱେଣ୍ଡିଂ ପ୍ଲାନିଂ। ଏକଥା ଆମେ କହୁନୁ ଖୋଦ୍‌ ଅଭିନେତା ଆଦିତ୍ୟ ରୟ କପୁର ଓ ଅନନ୍ୟା ପାଣ୍ଡେ ଏନେଇ ହିଣ୍ଟ ଦେଇଛନ୍ତି।

ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିଜ ଲଭ୍‌ ଲଇଫ୍‌କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ସେ କୁଆଡେ ଆଦିତ୍ୟ ରୟ କପୁରଙ୍କୁ ଡେଟ୍‌ କରୁଥିବା ଶୁଣିବାକୁ ମିଳିଛି। ଫିଲ୍ମ ନିର୍ମାତା କରଣ ଜୋହର୍‌ ନିଜ ଚାଟ୍‌ ଶୋ' କଫି ୱଥ୍‌ କରଣରେ ଅନନ୍ୟା ଓ ଆଦିତ୍ୟ  ପରସ୍ପରକୁ ଡେଟ୍‌ କରୁଥିବା ନେଇ ହିଣ୍ଟ ଦେଇଛନ୍ତି। ଏହି ଶୋ'ରେ ଯୋଗ ଦେଇ ଅନନ୍ୟା କହିଥିଲେ ଯେ ତାଙ୍କୁ ଆଦିତ୍ୟ ହଟ୍ ଲାଗନ୍ତି। ବର୍ତ୍ତମାନ ଆଦିତ୍ୟ ରୟ କପୁର ନିଜ ବିବାହକୁ ନେଇ ମୁହଁ ଖୋଲିଛନ୍ତି। ସେ ତାଙ୍କ ବିବାହ ପ୍ଲାନିଂ ବିଷୟରେ ଖୁଲାସା କରିଛନ୍ତି।

ନିକଟରେ ଏକ ସାକ୍ଷାତକାର୍‌ରେ ନିଜ ୱେଡିଂ ପ୍ଲାନ୍‌ ବିଷୟରେ କହିଛନ୍ତି ଆଦିତ୍ୟ ରୟ କପୁର। ବିବାହ ପ୍ରଶ୍ନରେ ଆଦିତ୍ୟ କହିଛନ୍ତି, 'ମୁଁ ବିବାହରେ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରେ। ମୁଁ ପ୍ରତ୍ୟେକ ଦିନକୁ ସମାନ ପରି ଦେଖେ । ତେଣୁ ଯଦି ବିବାହ କରିବାକୁ ପଡେ, ତେବେ ନିଶ୍ଚୟ କରିବି। ମୁଁ ଏପର୍ଯ୍ୟନ୍ତ କୌଣସି ପ୍ଲାନିଂ କରିନାହିଁ ।'

ଆଦିତ୍ୟ ତାଙ୍କ ପରିବାର ସହ ସମୟ ବିତାଇବା ପାଇଁ ଅଧିକ ପସନ୍ଦ କରନ୍ତି। ପରିବାର ସହ ସମୟ ବିତାଇବା, ଗିଟାର ବଜାଇବା, ଖେଳକୁଦ ଓ ଟ୍ରାଭେଲ କରିବା ତାଙ୍କୁ ଶାନ୍ତି ଦେଇଥାଏ। ଏହା ଦ୍ୱାରା ମନ ରିଫ୍ରେଶ ହୋଇଯାଏ ବୋଲି କହିଛନ୍ତି ଆଦିତ୍ୟ।

ଆଦିତ୍ୟ ରୟ କପୁର ଓ ଅନନ୍ୟା ପାଣ୍ଡେ ଅଫିସିଆଲ ରୂପେ ନିଜ ସମ୍ପର୍କକୁ ସ୍ୱୀକାର କରିନାହାନ୍ତି। କିନ୍ତୁ ଉଭୟଙ୍କ ପ୍ରେମ ସମ୍ପର୍କ ଓ ପରସ୍ପରକୁ ଡେଟିଂକୁ କରୁଥିବା ନେଇ ଏବେ ବି-ଟାଉନରେ ଚର୍ଚ୍ଚା ହେଉଛି। କରଣଙ୍କ ଶୋ’ରେ ଆଦିତ୍ୟଙ୍କ ନାଁ ନେବାରୁ ଅନନ୍ୟା ବ୍ଲଶ୍ କରିବା ସହ ଲାଜେଇ ଯାଇଥିବା ନଜର ଆସିଥିଲେ। ବର୍ତ୍ତମାନ ପ୍ରଶଂସକମାନେ ଚାହୁଁଛନ୍ତି ଯେ ଉଭୟ ନିଜ ସମ୍ପର୍କକୁ ନେଇ ସ୍ପଷ୍ଟ କରନ୍ତୁ ଏବଂ ସର୍ବଦା ପରସ୍ପର ସହିତ ରୁହନ୍ତୁ।

ସୂଚନା ଯୋଗ୍ୟ, ଆଗକୁ ଅନନ୍ୟାଙ୍କ ଫିଲ୍ମ 'ଲାଇଗର' ଆସୁଛି। ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ଅପୋଜିଟ୍‌ରେ ଅଛନ୍ତି ଅନନ୍ୟା ପାଣ୍ଡେ। ଫିଲ୍ମ ନିର୍ମାତା କରଣ ଜୋହରଙ୍କ ପ୍ରଡକ୍ସରେ ଏହି ଫିଲ୍ମଟି ତିଆରି ହୋଇଛି। ଆସନ୍ତା ଅଗଷ୍ଟ ୨୫ ତାରିଖରେ ଫିଲ୍ମଟି ପରଦାକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story