କାହିଁକି 'ଅଲବିଦା' କହିଥିଲେ ଅଦନାନ, ନିଜେ କଲେ ଖୁଲାସା

ମୁମ୍ବାଇ: ସସ୍‌ପେନ୍ସ ଉପରୁ ଉଠିଲା ପରଦା। କାହିଁକି ସୋଶାଲ ମିଡିଆରେ ‘ଅଲବିଦା’ ଲେଖିଥିଲେ ସଙ୍ଗୀତକାର ଅଦନାନ ସାମି। ତା’ର ହେଲା ଖୁଲାସା। ଏହି ଖୁଲାସା ଆଉ କେହି ନୁହେଁ ସେ ଖୋଦ୍‌ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରି ଫ୍ୟାନ୍‌ମାନଙ୍କ ପ୍ରଶ୍ନ ଓ ଚିନ୍ତା ଦୂର କରିଛନ୍ତି। ନିକଟରେ ସଙ୍ଗୀତକାର ତଥା ଗାୟକ ଅଦନାନ ସାମି ନିଜ ଇନ୍‌ଷ୍ଟାଗ୍ରାମରେ ‘ଅଲବିଦା’ ପୋଷ୍ଟ କରିଥିଲେ। ଏଥିସହ ନିଜର ସମସ୍ତ ପୁରୁଣା ପୋଷ୍ଟକୁ ଡିଲିଟ୍‌ କରିଦେଇଥିଲେ। ଏହାକୁ ନେଇ ସେ […]

adnan-sami

adnan-sami

Madhupriya Mistry
  • Published: Thursday, 28 July 2022
  • Updated: 28 July 2022, 03:05 PM IST

ମୁମ୍ବାଇ: ସସ୍‌ପେନ୍ସ ଉପରୁ ଉଠିଲା ପରଦା। କାହିଁକି ସୋଶାଲ ମିଡିଆରେ 'ଅଲବିଦା' ଲେଖିଥିଲେ ସଙ୍ଗୀତକାର ଅଦନାନ ସାମି। ତା'ର ହେଲା ଖୁଲାସା। ଏହି ଖୁଲାସା ଆଉ କେହି ନୁହେଁ ସେ ଖୋଦ୍‌ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରି ଫ୍ୟାନ୍‌ମାନଙ୍କ ପ୍ରଶ୍ନ ଓ ଚିନ୍ତା ଦୂର କରିଛନ୍ତି।

ନିକଟରେ ସଙ୍ଗୀତକାର ତଥା ଗାୟକ ଅଦନାନ ସାମି ନିଜ ଇନ୍‌ଷ୍ଟାଗ୍ରାମରେ 'ଅଲବିଦା' ପୋଷ୍ଟ କରିଥିଲେ। ଏଥିସହ ନିଜର ସମସ୍ତ ପୁରୁଣା ପୋଷ୍ଟକୁ ଡିଲିଟ୍‌ କରିଦେଇଥିଲେ। ଏହାକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ। ତାଙ୍କ ଫ୍ୟାନ୍‌ମାନେ ଚିନ୍ତିତ ହୋଇପଡିଥିଲେ। ଏବେ ଏହି ସସ୍‌ପେନ୍ସ ଉପରୁ ପରଦା ଉଠାଇଛନ୍ତି ସେ। ଆଉ ପୋଷ୍ଟ କରିଛନ୍ତି ତାଙ୍କର ନୂଆ ମ୍ୟୁଜିକ ଭିଡିଓ ଆଲବମ୍‌, ଯାହାର ନାଁ 'ଅଲବିଦା' ରହିଛି।

ରିଲିଜ ହୋଇଛି ଅଦନାନ ସାମିଙ୍କ ମ୍ୟୁଜିକ ଭିଡିଓ ଆଲବମ୍‌ 'ଅଲବିଦା'। ଏହି ଗୀତ ଜରିଆରେ ପୁଣି ଥରେ ଅଦ୍‌ନାନଙ୍କ ନୂଆ ଅନ୍ଦାଜ ଦେଖିବାକୁ ମିଳିଛି। ଦୀର୍ଘ ଦୁଇ ବର୍ଷ ପରେ ଏହା ହେଉଛି ତାଙ୍କର ପ୍ରଥମ ଗୀତ। ଏହା ଏକ ରୋମାଣ୍ଟିକ ଗୀତ ହୋଇଥିବା ବେଳେ ଲୋକଙ୍କୁ ଏହା ଖୁବ୍‌ ପସନ୍ଦ ଆସିଛି। ଏହି ଗୀତରେ ଅଦନାନ ସାମି ଲିଡ୍‌ ରୋଲରେ ଥିବା ବେଳେ ତାଙ୍କ ଅପୋଜିଟ୍‌ରେ ସାରା ଖତ୍ରି ଅଛନ୍ତି।

ଏହି ଗୀତକୁ ନେଇ ଅଦ୍‌ନାନ କହିଛନ୍ତି, 'ମୋର ସମସ୍ତ ପ୍ରଶଂସକ ଓ ଦର୍ଶକଙ୍କ ପାଇଁ ଏହି ଗୀତ, ଯିଏ ବର୍ଷ ବର୍ଷ ଧରି ମୋତେ ନିଜ ସମର୍ଥନ ଓ ପ୍ରେମ ଦେଇଛନ୍ତି। ଏହି ଗୀତ ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର। ଅଲ୍‌ବିଦା ହେଉଛି ମୋର ପୁରୁଣା ଚେହେରାଙ୍କୁ ବିଦାୟ ଦେବା ଓ 'ଅଦନାନ ୨.୦'କୁ ଖୋଲା ହାତରେ ସ୍ୱଗାତ କରିବାର ତରିକା। ଏହି ଗୀତ ଉପରେ ଦୀର୍ଘ ଦିନ ଧରି ମୁଁ କାମ କରୁଥିଲି। ଏହି ଗୀତ ଜରିଆରେ ଏକ ମଧୁର ସ୍ୱର ଓ ଭାବପୂର୍ଣ୍ଣ ଗୀତ ସହ ଦୁନିଆକୁ ମନ୍ତ୍ରମୁଗ୍ଧ କରିବା ମୋର ଉଦ୍ଦେଶ୍ୟ ଥିଲା।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story