ଐଶ୍ୱର୍ଯ୍ୟାଙ୍କ ଫିଲ୍ମ ରିଲିଜ ପୂର୍ବରୁ ସିନେମା ହଲ୍‌ ମାଲିକଙ୍କୁ ଧମକ

ମୁମ୍ବାଇ: ଆସନ୍ତାକାଲି ରିଲିଜ ହେବାକୁ ଯାଉଛି ଐଶ୍ୱର୍ଯ୍ୟା ରାୟଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ପୋନ୍ନିୟନ ସେଲଭନ-୧’। ସାରା ଦେଶର ସିନେମା ପ୍ରେମୀ ଏହି ଫିଲ୍ମକୁ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି। ଏହାରି ଭିତରେ ମଣିରତ୍ନମ୍‌ଙ୍କ ଏହି ଫିଲ୍ମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଫିଲ୍ମ ରିଲିଜ ପୂର୍ବରୁ ସିନେମା ହଲ୍‌ ମାଲିକଙ୍କୁ ମିଳିଛି ଧମକ। କାନାଡାର ଫିଲ୍ମ ହଲ୍‌ ମାମଲିକଙ୍କୁ ଫିଲ୍ମ ସ୍କ୍ରିନ୍‌ ନକରିବାକୁ ଧମକ ମିଳିଛି। ଯଦି ଫିଲ୍ମ ରିଲିଜ୍‌ କରିବେ ତାହାଲେ […]

aishwarya-rai-bachchan

aishwarya-rai-bachchan

Madhupriya Mistry
  • Published: Thursday, 29 September 2022
  • Updated: 29 September 2022, 12:21 PM IST

Sports

Latest News

ମୁମ୍ବାଇ: ଆସନ୍ତାକାଲି ରିଲିଜ ହେବାକୁ ଯାଉଛି ଐଶ୍ୱର୍ଯ୍ୟା ରାୟଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ପୋନ୍ନିୟନ ସେଲଭନ-୧'। ସାରା ଦେଶର ସିନେମା ପ୍ରେମୀ ଏହି ଫିଲ୍ମକୁ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି। ଏହାରି ଭିତରେ ମଣିରତ୍ନମ୍‌ଙ୍କ ଏହି ଫିଲ୍ମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଫିଲ୍ମ ରିଲିଜ ପୂର୍ବରୁ ସିନେମା ହଲ୍‌ ମାଲିକଙ୍କୁ ମିଳିଛି ଧମକ।

କାନାଡାର ଫିଲ୍ମ ହଲ୍‌ ମାମଲିକଙ୍କୁ ଫିଲ୍ମ ସ୍କ୍ରିନ୍‌ ନକରିବାକୁ ଧମକ ମିଳିଛି। ଯଦି ଫିଲ୍ମ ରିଲିଜ୍‌ କରିବେ ତାହାଲେ ଆକ୍ରମଣ ହେବ। ସ୍କ୍ରିନ୍‌ ଛିଣ୍ଡାଇ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କୁ କ୍ଷତି ପହଞ୍ଚାଇବାକୁ ମଧ୍ୟ ଧମକ ମିଳିଛି।

କାନାଡାର ହାମିଲଟନ୍, କିଚନର୍, ଏବଂ ଲଣ୍ଡନ ଭଳି ସହରରେ ଐଶ୍ୱର୍ଯ୍ୟା ରାୟଙ୍କ ଅଭିନୀତ ଚଳଚ୍ଚିତ୍ର ପୋନିୟନ୍ ସେଲଭାନ୍ ରିଲିଜ୍ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହି ସମୟରେ, ଫିଲ୍ମ ସ୍କ୍ରିନିଂ ନକରିବା ପାଇଁ ଥିଏଟର ମାଲିକମାନଙ୍କ ନିକଟକୁ ଏକ ଇ-ମେଲ ଆସିଛି । ଧମକ ଦିଆଯାଇଛି ଯେ ଯଦି ଏହି ଫିଲ୍ମର ସ୍କ୍ରିନିଂ କରାଯାଏ ତେବେ ହଙ୍ଗାମା ହେବ। ଯଦି PS1 ତାମିଲ କିମ୍ବା KW ଟକିଜର ଅନ୍ୟ କୌଣସି ଚଳଚ୍ଚିତ୍ର ରିଲିଜ୍ ହୁଏ, ତେବେ ସେମାନଙ୍କୁ ଆକ୍ରମଣ କରାଯିବ।

ଇ-ମେଲ୍‌ ଜରିଆରେ ମିଳିଥିବା ଧମକରେ ଲେଖାଯାଇଛି ଯେ, 'ଯଦି ଅବମାନନା କରି ଫିଲ୍ମ ରିଲିଜ କରାଯାଏ ତେବେ ସ୍କ୍ରିନ୍‌ ଛିଣ୍ଡାଇ ଦିଆଯିବ। ଫିଲ୍ମ ହଲ୍‌ର କିଛି କର୍ମଚାରୀ ଆହତ ହୋଇ ଡାକ୍ତରଖାନାରେ ପହଞ୍ଚିବେ। ଆମେ କେବଳ ଏହି ଭାରତୀୟ ଚଳଚ୍ଚିତ୍ର ନୁହେଁ ଅନ୍ୟ ବ୍ଲକବଷ୍ଟର ହିନ୍ଦୀ ଚଳଚ୍ଚିତ୍ରକୁ ମଧ୍ୟ ଟାର୍ଗେଟ କରିବୁ। ଯେପର୍ଯ୍ୟନ୍ତ KW ଟକିଜ୍ ଫିଲ୍ମ ସ୍କ୍ରିନିଂ କରିବା ବନ୍ଦ ନକରନ୍ତି ସେ ପର୍ଯ୍ୟନ୍ତ ଆମେ ଏହା ଜାରି ରଖିବୁ।'

ତେବେ ଏଭଳି ଧମକ ମିଳିବା ପ୍ରଥମ ଘଟଣା ନୁହେଁ। କିଛି ଦିନ ପୂର୍ବେ କାନାଡାର କିଛି ଗୋଷ୍ଠୀ ଦୁଲକମର ସଲମାନଙ୍କ ଅଭିନୀତି ତାମିଲ ଫିଲ୍ମ 'କୁରୁପ'ର ସ୍କ୍ରିନିଂକୁ ମଧ୍ୟ ବିରୋଧ କରିଥିଲେ। ଗତବର୍ଷ ନଭେମ୍ବରରେ ଓଣ୍ଟାରିୟୋରେ ଏହି ଫିଲ୍ମର ସ୍କ୍ରିନିଂ କରାଯାଇଥିଲା। ତେବେ ଏହାକୁ ବିରୋଧ କରି ରିଚମଣ୍ଡ ହିଲ ଏବଂ ଓକଭିଲର ଦୁଇଟି ସିନେପ୍ଲେକ୍ସରେ ମୁଭି ସ୍କ୍ରିନକୁ କଟାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story