୧୮୦ କୋଟି ଟଙ୍କାର ଫିଲ୍ମ ଛାଡିଲେ ଅଜୟ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଅଜୟ ଦେବଗନ। ଏବେ ସେ ଭାରି ବ୍ୟସ୍ତ। ଅନେକଗୁଡିଏ ଫିଲ୍ମ ପାଇଁ ସେ ଏକା ସହ କରୁଛନ୍ତି ସୁଟିଂ। କିନ୍ତୁ ଏହାରି ଭିତରେ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ଅଜୟ ଦେବଗନ ୧୮୦ କୋଟି ଟଙ୍କାର ଫିଲ୍ମ ଛାଡି ଦେଇଛନ୍ତି। ସେ ୟଶରାଜ ଫିଲ୍ମସ୍‌ରେ କାମ କରିବା ପାଇଁ ସଫା ସଫା ମନା କରିଦେଇଛନ୍ତି। ଯାହାକୁ ନେଇ ଏବେ ବଲିଉଡରେ ଚର୍ଚ୍ଚା ଜୋର ଧରିଛି। ଏହି ଫିଲ୍ମଟି ସୁପରହିରୋ […]

Ajay devgan

Ajay devgan

Madhupriya Mistry
  • Published: Saturday, 24 April 2021
  • Updated: 24 April 2021, 04:41 PM IST

Sports

Latest News

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଅଜୟ ଦେବଗନ। ଏବେ ସେ ଭାରି ବ୍ୟସ୍ତ। ଅନେକଗୁଡିଏ ଫିଲ୍ମ ପାଇଁ ସେ ଏକା ସହ କରୁଛନ୍ତି ସୁଟିଂ। କିନ୍ତୁ ଏହାରି ଭିତରେ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ଅଜୟ ଦେବଗନ ୧୮୦ କୋଟି ଟଙ୍କାର ଫିଲ୍ମ ଛାଡି ଦେଇଛନ୍ତି। ସେ ୟଶରାଜ ଫିଲ୍ମସ୍‌ରେ କାମ କରିବା ପାଇଁ ସଫା ସଫା ମନା କରିଦେଇଛନ୍ତି। ଯାହାକୁ ନେଇ ଏବେ ବଲିଉଡରେ ଚର୍ଚ୍ଚା ଜୋର ଧରିଛି।

ଏହି ଫିଲ୍ମଟି ସୁପରହିରୋ ଉପରେ ଆଧାରିତ ଥିଲା। ଏଥିରେ ତାଙ୍କୁ ସୁପର ଭିଲେନ୍‌ ଭୂମିକାରେ ଦେଖିବାକୁ ମିଳିଥା'ନ୍ତା।  ସୂଚନା ଅନୁଯାୟୀ ଅଜୟ ପ୍ରଥମ ଥର ପାଇଁ ଆଦିତ୍ୟ ଚୋପ୍ରାଙ୍କ ଫିଲ୍ମରେ କାମ କରିବାକୁ ରାଜି ହୋଇଥିଲେ। ଏବେ କିନ୍ତୁ ସେ ଏହାକୁ ନା' କହିଛନ୍ତି। ଅଜୟଙ୍କ ପାଖରେ ଏହି ଫିଲ୍ମ ପାଇଁ ସମୟ ଅଭାବ ଥିବା ଯୋଗୁଁ ସେ ମନା କରିବାକୁ ବାଧ୍ୟ ହୋଇଛନ୍ତି।

[caption id="attachment_638310" align="aligncenter" width="650"]Ajay Devgan and Aditya Chopra Actor Ajay Devgan and Aditya Chopra[/caption]

ଅଜୟଙ୍କ ମନା କରିବା ପରେ ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରା ଏହି ଫିଲ୍ମକୁ ହୋଲ୍ଡ କରିଦେଇଛନ୍ତି । ସେ ବର୍ତ୍ତମାନ ଏହାକୁ ଆଗକୁ ବଢାଇବାକୁ ଚାହୁଁନାହାଁନ୍ତି । କାରଣ ସେ ଅଜୟଙ୍କ ସହ ଏହି ଫିଲ୍ମ କରିବାକୁ ନିଷ୍ପତ୍ତି ନେଇଥିଲେ । ଯଦି ଅଜୟ ଏହି ଫିଲ୍ମ ପାଇଁ ପୁଣି ଥରେ ସମୟ ବାହାର କରି ପାରନ୍ତି କିମ୍ବା ନିଜ ବିଜି ସେଡ୍ୟୁଲରୁ ଫ୍ରି ହୋଇପାରନ୍ତି, ତେବେ ସେ ପୁଣିଥରେ କାମ କରିବା ଆରମ୍ଭ କରିବେ।

ସୂଚନା ମୁତାବକ, ଅଜୟ ଦେବଗନ ଏବେ ତାଙ୍କ ଅପମେକିଂ ଫିଲ୍ମ ‘ଭୁଜ୍: ପ୍ରାଇଡ୍ ଅଫ୍ ଇଣ୍ଡିଆ’ କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଏହି ଫିଲ୍ମଟି ରିଲିଜ୍ ହେବ । ଏହି ଫିଲ୍ମ ବ୍ୟତୀତ ସେ ‘ମୈଦାନ’, ‘ଆରଆରଆର’, ‘ମେ ଡେ’ ଏବଂ ‘ଥ୍ୟାଙ୍କ୍ ଗଡ୍’ ଭଳି ଫିଲ୍ମରେ ନଜର ଆସିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story