ଆସିଲା “RRR”ର ରିଲିଜ ଡେଟ୍‌

ନୂଆଦିଲ୍ଲୀ: ଅପେକ୍ଷାର ଘଟିଲା ଅନ୍ତ । ଖୁବ୍‌ଶୀଘ୍ର ଫ୍ଲୋରକୁ ଆସିବ ବିଗ୍‌ବଜେଟ୍ ସାଉଥ ଫିଲ୍ମ “ଆର୍‌ଆର୍‌ଆର୍‌” । ଘୋଷଣା ହୋଇଛି ଏହି ଫିଲ୍ମର ରିଲିଜ ଡେଟ୍ । ବାହୁବଳୀ ଫେମ୍ ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମଟିକୁ ବହୁ ଦିନ ଧରି ଚର୍ଚ୍ଚା ଲାଗି ରହିଛି । ଏହି ଫିଲ୍ମଟିକୁ ଦେଖିବା ପାଇଁ ଦର୍ଶକମାନେ ଅପେକ୍ଷା କରି ବସିଛନ୍ତି । ଶୁଣିବାକୁ ମିଳିଛି ଯେ ଫିଲ୍ମଟି ଏବେ ଡିଜିଟାଲ ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସରେ ରିଲିଜ […]

RRR poster

RRR poster

Madhupriya Mistry
  • Published: Wednesday, 26 May 2021
  • Updated: 26 May 2021, 06:12 PM IST

Sports

Latest News

ନୂଆଦିଲ୍ଲୀ: ଅପେକ୍ଷାର ଘଟିଲା ଅନ୍ତ । ଖୁବ୍‌ଶୀଘ୍ର ଫ୍ଲୋରକୁ ଆସିବ ବିଗ୍‌ବଜେଟ୍ ସାଉଥ ଫିଲ୍ମ “ଆର୍‌ଆର୍‌ଆର୍‌” । ଘୋଷଣା ହୋଇଛି ଏହି ଫିଲ୍ମର ରିଲିଜ ଡେଟ୍ ।

ବାହୁବଳୀ ଫେମ୍ ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମଟିକୁ ବହୁ ଦିନ ଧରି ଚର୍ଚ୍ଚା ଲାଗି ରହିଛି । ଏହି ଫିଲ୍ମଟିକୁ ଦେଖିବା ପାଇଁ ଦର୍ଶକମାନେ ଅପେକ୍ଷା କରି ବସିଛନ୍ତି । ଶୁଣିବାକୁ ମିଳିଛି ଯେ ଫିଲ୍ମଟି ଏବେ ଡିଜିଟାଲ ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି । ଏନେଇ ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟୁଇଟ୍ କରି ସୂଚନା ଦେଇଛନ୍ତି ।

ସେ ଟୁଇଟ୍ କରି କହିଛନ୍ତି, ରାଜାମୌଲିଙ୍କ ଏହି ବିଗ୍ ବଜେଟ୍ ଫିଲ୍ମଟି ୧୦ଟି ଭାଷା ହିନ୍ଦୀ, ତେଲୁଗୁ, ତାମିଲ, ମାଲୟଲମ, କନ୍ନଡ ବ୍ୟତୀତ ପତୁଗାଲ, କୋରିଆନ, ଇଂରାଜୀ, ତୁର୍କି, ସ୍ପେନିଷ ଆଦି ଭାଷାରେ ଉଭୟ ଥିଏଟର ଏବଂ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ । ନେଟ୍‌ଫ୍ଲିକ୍ସ ଏହି ଫିଲ୍ମର ଡିଜିଟାଲ ଷ୍ଟ୍ରିମିଂ ଦାୟିତ୍ୱ ନେଇଛି ।

ଆଗାମୀ ଅକ୍ଟୋବର ୧୩ ତାରିଖରେ ଫିଲ୍ମଟି ପରଦାକୁ ଆସିବ । ଥିଏଟରରେ ରିଲିଜ ହେବାର ୭୦ରୁ ୧୦୦ ଦିନ ପରେ ଫିଲ୍ମଟି ନେଟ୍‌ଫ୍ଲିକ୍ସରେ ଉପଲବ୍ଧ ହେବ ।

ସୂଚନାମୁତାବକ ଏହା ଆକ୍ସନ ଡ୍ରାମା ଫିଲ୍ମ । ଏହାର ଲିଡ୍ ରୋଲରେ ଜୁନିଅର ଏନ୍‌ଟିଆର୍‌, ରାମ ଚରଣ, ଅଜୟ ଦେବଗନ ଓ ଆଲିଆ ଭଟ୍ଟ ଅଛନ୍ତି । ଏହି ଫିଲ୍ମ ଜିରିଆରେ ଅଜୟ ଦେବଗନ ଓ ଆଲିଆ ଭଟ୍ଟ ସାଉଥ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବେ । ପୂର୍ବରୁ ଏହି ଫିଲ୍ମର ଅନେକ ଗୁଡିଏ ଟିଜର ପୋଷ୍ଟର ରିଲିଜ ହୋଇସାରିଛି ଏବେ ଫିଲ୍ମର ଟ୍ରେଲରକୁ ଅପେକ୍ଷା କରିଛନ୍ତି ଦର୍ଶକ।

https://twitter.com/taran_adarsh/status/1397509268367024134?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story