ଅଡ଼ୁଆରେ ଅଜୟ ଦେବଗାନଙ୍କ ଥ୍ୟାଙ୍କ ଗଡ୍‌, ବ୍ୟାନ ପାଇଁ ହିନ୍ଦୁ ସଂଗଠନର ଦାବି

ମୁମ୍ବାଇ: ପୁଣି ବଲିଉଡର କୌଣସି ଫିଲ୍ମକୁ ନେଇ ବିବାଦ ଦେଖାଯାଇଛି। ଏଥିର ଅଜୟ ଦେବଗାନ, ସିଦ୍ଧାର୍ଥ ମାଲହୋତ୍ରା ଓ ରକୁଲ ପ୍ରୀତ ସିଂହଙ୍କ ଅଭିନୀତ ଥ୍ୟାଙ୍କ ଗଡ୍‌ ବିବାଦରେ ଫସିଛି। ଫିଲ୍ମଟି ଅକ୍ଟୋବର ୨୫ରେ ରିଲିଜ୍‌ ହେବାକୁ ଥିବା ବେଳେ ୯ ତାରିଖରେ ଏହାର ଟ୍ରେଲର ରିଲିଜ୍‌ ହୋଇଥିଲା। ଏଥିରେ କୁଆଡ଼େ ହିନ୍ଦୁ ଧର୍ମର ଲୋକଙ୍କ ଭାବାବେଗକୁ ଆଘାତ ପହଞ୍ଚାଇବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରଥମେ ଫିଲ୍ମର କଳାକାର ଓ ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ବିରୋଧରେ […]

Thankl-God

Thankl-God

Hemant Lenka
  • Published: Friday, 16 September 2022
  • Updated: 16 September 2022, 02:02 PM IST

ମୁମ୍ବାଇ: ପୁଣି ବଲିଉଡର କୌଣସି ଫିଲ୍ମକୁ ନେଇ ବିବାଦ ଦେଖାଯାଇଛି। ଏଥିର ଅଜୟ ଦେବଗାନ, ସିଦ୍ଧାର୍ଥ ମାଲହୋତ୍ରା ଓ ରକୁଲ ପ୍ରୀତ ସିଂହଙ୍କ ଅଭିନୀତ ଥ୍ୟାଙ୍କ ଗଡ୍‌ ବିବାଦରେ ଫସିଛି। ଫିଲ୍ମଟି ଅକ୍ଟୋବର ୨୫ରେ ରିଲିଜ୍‌ ହେବାକୁ ଥିବା ବେଳେ ୯ ତାରିଖରେ ଏହାର ଟ୍ରେଲର ରିଲିଜ୍‌ ହୋଇଥିଲା।

ଏଥିରେ କୁଆଡ଼େ ହିନ୍ଦୁ ଧର୍ମର ଲୋକଙ୍କ ଭାବାବେଗକୁ ଆଘାତ ପହଞ୍ଚାଇବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରଥମେ ଫିଲ୍ମର କଳାକାର ଓ ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ବିରୋଧରେ ଉତ୍ତର ପ୍ରଦେଶରେ ଅଭିଯୋଗ ଦାଖଲ କରାଯାଇଥିଲା। ଏବେ କର୍ଣ୍ଣାଟକାରେ ହିନ୍ଦୁ ସଂଗଠନ ଫିଲ୍ମକୁ ବ୍ୟାନ କରିବାକୁ ଦାବି କରିଛନ୍ତି।

ଟ୍ରେଲର ଅନୁସାରେ ଥ୍ୟାଙ୍କ ଗଡ୍‌ରେ ଭଗବାନ ଚିତ୍ରଗୁପ୍ତ ଓ ଭଗବାନ ଯମଙ୍କୁ ଆଧୁନିକ ପୋଷାକରେ ଦର୍ଶାଯାଇଛି। ତେଣୁ ଏହାକୁ ହିନ୍ଦୁ ଜନଜାଗୃତି ସମିତି କର୍ଣ୍ଣାଟକାରେ ବ୍ୟାନ କରିବାକୁ କହିଛି। ସମିତ ମୁଖପାତ୍ର ମୋହନ ଗୌଡ଼ା କହିଛନ୍ତି, “ଟ୍ରେଲରେ ଅଭିନେତାମାନେ ହିନ୍ଦୁ ଭଗବାନକୁ ତାଚ୍ଛଲ୍ୟ କରିଛନ୍ତି। ବାକ ସ୍ୱାଧୀନତା ନାଁରେ ଆମେ କେବେ ହେଲେ ହିନ୍ଦୁ ଭଗବାନ ଚିତ୍ରଗୁପ୍ତ ଓ ଭଗବାନ ଯମଙ୍କୁ ଏପରି ଅପମାନିତ କରିବାକୁ ଦେବୁ ନାହିଁ। ଟ୍ରେଲର ରିଲିଜ ହେବା ଯାଏ କ’ଣ ସେନସର ବୋର୍ଡ ଶୋଇଥିଲା? ଟ୍ରେଲରେ ହିନ୍ଦୁ ଦେବଦେବୀଙ୍କୁ ଅପମାନିତ କରିବା ଭଳି ଶବ୍ଦ ପ୍ରୟୋଗ କରାଯାଇଛି। ଏହା ସମାନ୍ୟ ମାତ୍ର। ଆଗକୁ ଫିଲ୍ମରେ ମଧ୍ୟ ଅପରି ଅନେକ ଶବ୍ଦ ଓ ଡାଏଲଗ ରହିଥିବ। ହିନ୍ଦୁମାନଙ୍କ ଭଗବାନଙ୍କୁ ଏପରି ଅପମାନ କେବେ ହେଲେ ସହ୍ୟ କରାଯାଇ ପାରିବ ନାହିଁ। ତେଣୁ ଏହା ଉପରେ ବ୍ୟାନ ଲଗାଯିବା ଦରକାର।”

ଏହି ହିନ୍ଦୁ ସଂଗଠନ ଫିଲ୍ମ ରିଲିଜ୍‌ ପାଇଁ ପ୍ରମାଣପତ୍ର ନ ଦେବାକୁ ସେନସର ବୋର୍ଡ ନିକଟରେ ଦାବି କରିଛି। ଏଥିସହ କେନ୍ଦ୍ର ଓ ରାଜ୍ୟ ଗୃହ ମନ୍ତ୍ରଣାଳୟ ଫିଲ୍ମକୁ ବ୍ୟାନ କରିବାକୁ ପଦକ୍ଷେପ ନେବା ଦରକାର ବୋଲି କହିଛି। ଯଦି ଫିଲ୍ମ ଉପରେ ବ୍ୟାନ ନ ଲାଗିବ, ତା’ହେଲେ ସଂଗଠନର ସଦସ୍ୟମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଧମକ ମଧ୍ୟ ଦେଇଛନ୍ତି।
https://youtu.be/x-sgnhYJGOA

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story