ପୂର୍ବତନ ସ୍ୱାମୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ରାଖୀ, କହିଲେ…

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଟେଲିଭିଜନର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ। ସ୍ୱାମୀ ରିତେଶଙ୍କ ଠାରୁ ଅଲଗା ହେବା ପରେ ବି ଶେଷ ହେଉନି ତାଙ୍କ ସମସ୍ୟା। ରାଖୀ ଓ ରିତେଶଙ୍କ ମଧ୍ୟରେ ଥିବା ବିବାଦ ଥମିବାର ନାଁ ନେଉନାହିଁ। ଦୁହେଁ ପରସ୍ପର ଉପରେ ଲଗାତର ଅଭିଯୋଗ ଆଣୁଛନ୍ତି। ଏବେ ପୁଣି ଥରେ ରାଖୀ ତାଙ୍କ ପୂର୍ବତନ ସ୍ୱାମୀଙ୍କ ବିରୋଧରେ ଆଣିଛନ୍ତି ଗୁରୁତର ଅଭିଯୋଗ। ପୂର୍ବତନ ସ୍ୱାମୀ ରିତେଶ କୁଆଡେ ରାଖୀଙ୍କୁ ନକଲି ଗହଣା ଦେଇଥିଲେ। ଏନେଇ ସେ […]

Rakhi shawant and Ritesh

Rakhi shawant and Ritesh

Madhupriya Mistry
  • Published: Monday, 13 June 2022
  • Updated: 13 June 2022, 04:27 PM IST

Sports

Latest News

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଟେଲିଭିଜନର ଡ୍ରାମା କୁଇନ୍‌ ରାଖୀ ସାୱନ୍ତ। ସ୍ୱାମୀ ରିତେଶଙ୍କ ଠାରୁ ଅଲଗା ହେବା ପରେ ବି ଶେଷ ହେଉନି ତାଙ୍କ ସମସ୍ୟା। ରାଖୀ ଓ ରିତେଶଙ୍କ ମଧ୍ୟରେ ଥିବା ବିବାଦ ଥମିବାର ନାଁ ନେଉନାହିଁ। ଦୁହେଁ ପରସ୍ପର ଉପରେ ଲଗାତର ଅଭିଯୋଗ ଆଣୁଛନ୍ତି। ଏବେ ପୁଣି ଥରେ ରାଖୀ ତାଙ୍କ ପୂର୍ବତନ ସ୍ୱାମୀଙ୍କ ବିରୋଧରେ ଆଣିଛନ୍ତି ଗୁରୁତର ଅଭିଯୋଗ।

ପୂର୍ବତନ ସ୍ୱାମୀ ରିତେଶ କୁଆଡେ ରାଖୀଙ୍କୁ ନକଲି ଗହଣା ଦେଇଥିଲେ। ଏନେଇ ସେ ଗଣମାଧ୍ୟମ ଆଗରେ ଖୁଲାସା କରିଛନ୍ତି। ରାଖୀଙ୍କ କହିବା କଥା ହେଲା ତ‌ାଙ୍କ ମା'ଙ୍କ ଚିକିତ୍ସା ପାଇଁ ତାଙ୍କୁ ଯେତେବେଳେ ଟଙ୍କାର ଆବଶ୍ୟକତା‌ ପଡ଼ିଲା, ସେ ଉକ୍ତ ଗହଣାକୁ ନେଇ ବିକିବାକୁ ଯାଇଥିଲେ। ମାତ୍ର ତାଙ୍କୁ ଅପଦସ୍ତ ହେବାକୁ ପଡ଼ିଥିଲା। ତାହା ସୁନା ଗହଣା ନଥିଲା। ରୂପା ଗହଣା ଉପରେ ସୁନା ଛାଉଣି ଦିଆ ‌ହୋଇଥିଲା। ମାତ୍ର ତାଙ୍କ ପୂର୍ବତନ ସ୍ୱାମୀ ତାଙ୍କୁ ଉପହାର ଦେବା ବେଳେ ତାହା ସୁନା ଗହଣା ବୋଲି କହିଥିବା ସେ ଅଭିଯୋଗ କରିଛନ୍ତି।

କେବଳ ସେତିକି ନୁହେଁ, ରାଖୀଙ୍କ ସୋଶାଲ ମିଡିଆ ଆକାଉଣ୍ଟକୁ କୁଆଡେ ରିତେଶ ହ୍ୟାକ୍‌ କରିନେଇଛନ୍ତି। ଏନେଇ ସେ ଗତକାଲି ମୁମ୍ବାଇର ଓସିୱାରା ପୁଲିସ୍‌ ଷ୍ଟେସନରେ ତାଙ୍କ ବିରୋଧରେ ଏକ ମାମଲା ବି ରୁଜୁ କରିଥିଲେ। ତାଙ୍କ କହିବା କଥା ହେଉଛି, ତାଙ୍କ ପୂର୍ବତନ ସ୍ୱାମୀ ରିତେଶ ତାଙ୍କୁ ବରବାଦ୍‌ କରିବାକୁ ଚାହାନ୍ତି ଓ ସେହି କାରଣରୁ ସେ ଏପରି କରୁଛନ୍ତି।

ରାଖୀଙ୍କର ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ରିତେଶ ସିଂହ। ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ ରାଖୀ ତାଙ୍କ ନାଁରେ ଯେଉଁ ଅପପ୍ରଚର କରିଛନ୍ତି, ସେଥିପାଇଁ ସେ ଆଇନ୍‌ର ସାହାରା ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story