ପୁଣି ସର୍ବାଧିକ ଟିକସଦାତା ବନିଲେ ଖିଲାଡି ଷ୍ଟାର୍‌

ମୁମ୍ବାଇ: ବଲିଉଡର ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାର। ସେ ବି-ଟାଉନ୍‌ର ସବୁଠୁ ପପୁଲାର ଷ୍ଟାର୍‌ଙ୍କ ମଧ୍ୟରୁ ଜଣେ। ପ୍ରତି ବର୍ଷ ଅକ୍ଷୟ କୁମାରଙ୍କ ପ୍ରାୟ ୪ରୁ ୫ଟି ଫିଲ୍ମ ରିଲିଜ ହୁଏ। ଅକ୍ଷୟ ଜଣେ ଭଲ ଅଭିନେତା ହେବା ସହ ଟ୍ୟାକ୍ସ ଦେବାରେ ମଧ୍ୟ ସବୁଠୁ ଆଗରେ ଅଛନ୍ତି। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ସର୍ବାଧିକ ଟ୍ୟାକ୍ସ ପୈଠ କରୁଥିବା ଅଭିନେତା ଭାବରେ ବେଶ୍‌ ଜଣାଶୁଣା ଅକ୍ଷୟ କୁମାର। ଏଥିପାଇଁ ତାଙ୍କୁ ଆୟକର ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଛି। […]

akshay-kumar

akshay-kumar

Madhupriya Mistry
  • Published: Monday, 25 July 2022
  • Updated: 25 July 2022, 01:31 PM IST

Sports

Latest News

ମୁମ୍ବାଇ: ବଲିଉଡର ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାର। ସେ ବି-ଟାଉନ୍‌ର ସବୁଠୁ ପପୁଲାର ଷ୍ଟାର୍‌ଙ୍କ ମଧ୍ୟରୁ ଜଣେ। ପ୍ରତି ବର୍ଷ ଅକ୍ଷୟ କୁମାରଙ୍କ ପ୍ରାୟ ୪ରୁ ୫ଟି ଫିଲ୍ମ ରିଲିଜ ହୁଏ। ଅକ୍ଷୟ ଜଣେ ଭଲ ଅଭିନେତା ହେବା ସହ ଟ୍ୟାକ୍ସ ଦେବାରେ ମଧ୍ୟ ସବୁଠୁ ଆଗରେ ଅଛନ୍ତି।

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ସର୍ବାଧିକ ଟ୍ୟାକ୍ସ ପୈଠ କରୁଥିବା ଅଭିନେତା ଭାବରେ ବେଶ୍‌ ଜଣାଶୁଣା ଅକ୍ଷୟ କୁମାର। ଏଥିପାଇଁ ତାଙ୍କୁ ଆୟକର ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଛି। ତାଙ୍କୁ ଆୟକର ବିଭାଗ ସମ୍ମାନ ପ୍ରମାଣ ପତ୍ର ଦେଇଛି। ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ରିପୋର୍ଟ ମୁତାବକ, ଅକ୍ଷୟ ଲଗାତର ପାଞ୍ଚ ବର୍ଷ ହେଲା ସର୍ବାଧିକ ଟିକସ ପୈଠ କରୁଥିବା ଲିଷ୍ଟରେ ସାମିଲ ଅଛନ୍ତି। ଏଥିପାଇଁ ଚଳିତ ବର୍ଷ ତାଙ୍କୁ ଆୟକର ବିଭାଗ ତରଫରୁ ସମ୍ମାନିତ କରାଯାଇଛି। ଖିଲାଡି ଷ୍ଟାର୍‌ ବର୍ତ୍ତମାନ ବ୍ରିଟେନରେ ତାଙ୍କ ଅପ୍‌କମିଂ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିପାଇଁ ତାଙ୍କ ଦଳ ଆୟକର ବିଭାଗରୁ ସମ୍ମାନଜନକ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି।

ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ ଏବେ ଅକ୍ଷୟ କୁମାରଙ୍କ ପାଖରେ ସର୍ବାଧିକ ଫିଲ୍ମ ରହିଛି। ଏହା ବ୍ୟତୀତ ସେ ବିଭିନ୍ନ ବିଜ୍ଞାପନରୁ ମଧ୍ୟ ବେଶ୍‌ ରୋଜଗାର କରୁଛନ୍ତି। ଯଦି ଆଗକୁ ଏହି ଧାରା ଜାରି ରହେ ତେବେ ଖୁବ୍‌ ଶୀଘ୍ର ଅକ୍ଷୟ ଭାରତର ସର୍ବାଧିକ ଟ୍ୟାକ୍ସ ପୈଠ କରୁଥିବା ଅଭିନେତା ମଧ୍ୟ ପାଲଟିଯିବେ।

ଅକ୍ଷୟ କୁମାର ଏବେ ଇଂଲଣ୍ଡରେ ଅଛନ୍ତି। ସେଠାରେ ସେ ଯଶବନ୍ତ ସିଂହ ଗିଲଙ୍କ ବାୟୋପିକ୍‌ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଆସନ୍ତା ମାସରେ ସେ ଭାରତ ଫେରିବେ। ଅଗଷ୍ଟ ୧୧ ତାରିଖରେ ଅକ୍ଷୟ କୁମାରଙ୍କ ଫିଲ୍ମ 'ରକ୍ଷା ବନ୍ଧନ' ରିଲିଜ ହେବ। ଏହି ଫିଲ୍ମରେ ଅକ୍ଷୟଙ୍କ ସହ ଭୂମି ପେଡନେକର ଲିଡ୍‌ ରୋଲରେ ଅଛନ୍ତି। 'ରକ୍ଷା ବନ୍ଧନ' ବ୍ୟତୀତ ଅକ୍ଷୟଙ୍କୁ 'ସେଲ୍‌ଫି', 'ରାମ ସେତୁ', 'ଓମ୍‌ ମାଇ ଗଡ୍‌-୨' ଓ 'ବଡେ ମିଆଁ ଛୋଟେ ମିଆଁ' ଭଳି ଫିଲ୍ମରେ ଦାଖିବରକୁ ମିଳିବ।

https://twitter.com/Khiladi_Meraj/status/1551174059978682368?s=20&t=UQfmMHXrsuDckdT71RQAeg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story