ଅକ୍ଷୟ, ଆମୀର ପରେ ଏବେ ଆଲିଆଙ୍କ ପାଳି, ଉଠିଲା ବୟକଟ୍‌ ଦାବି

alia-bhatt-film-boycott-darlings-is-trending-on-twitter-after-laal-singh-chaddha

Alia Bhatt

Alia Bhatt

Madhupriya Mistry
  • Published: Thursday, 04 August 2022
  • Updated: 04 August 2022, 01:46 PM IST

Sports

Latest News

ମୁମ୍ବାଇ: ଏବେ ବି-ଟାଉନରେ ଚାଲିଛି ବୟକଟ୍‌ ଟ୍ରେଣ୍ଡ। ଲୋକଙ୍କୁ ଆଉ ପସନ୍ଦ ଆସୁନି ବଲିଉଡ ଫିଲ୍ମ। ଅଭିନେତା ଆମୀର ଖାନ୍‌ ଓ ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାରଙ୍କ ପରେ ଏବେ ପାଳି ପଡିଛି ଆଲିଆ ଭଟ୍ଟଙ୍କ।  ତାଙ୍କ ଅପ୍‌କମିଂ ଫିଲ୍ମ 'ଡର୍ଲିଙ୍ଗସ୍‌' ରିଲିଜ ହେବା ପୂର୍ବରୁ ଏହାକୁ ବୟକଟ୍‌ କରିବା ପାଇଁ ସୋଶାଲ ମିଡିଆରେ ଦାବି ଉଠିଛି।

ପ୍ରଥମ ଆମୀର ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ 'ଲାଲ ସିଂହ ଚଡ୍ଡା'। ଏହାପରେ ଅକ୍ଷୟ କୁମାରଙ୍କ 'ରକ୍ଷା ବନ୍ଧନ'। ଆଉ ଏବେ ଆଲିଙ୍କ ଫିଲ୍ମ 'ଡାର୍ଲିଙ୍ଗସ୍‌'କୁ ବୟକଟ୍‌ କରିବା ପାଇଁ ଦାବି ହୋଇଛି।  ଗତ କିଛି ଦିନ ହେବା ଫିଲ୍ମ ଡାର୍ଲିଙ୍ଗସକୁ ନେଇ ଚର୍ଚ୍ଚା ଲାଗି ରହିଛି। ଫିଲ୍ମର ଟ୍ରେଲରକୁ ମଧ୍ୟ ଲୋକେ ଖୁବ ପସନ୍ଦ କରିଥିଲେ। ଫିଲ୍ମଟି ଓଟିଟି ପ୍ଲାଟଫର୍ମ ନେଟ୍‌ ଫ୍ଲିକ୍ସରେ ରିଲିଜ ହେବାକୁ ଯାଇଛି। କିନ୍ତୁ ଏହା ପୂର୍ବରୁ ସୋଶାଲ ମିଡିଆରେ ଏହି ଫିଲ୍ମକୁ ବିରୋଧ କରାଯାଇଛି।

ଲୋକଙ୍କ କହିବା ମୁତାବକ, ଫିଲ୍ମରେ ପୁରୁଷମାନଙ୍କ ସହ ଡୋମେଷ୍ଟିକ ଭାଓଲେନ୍ସକୁ ଡାର୍କ କମେଡି ରୂପେ ଚିତ୍ରିତ କରାଯାଇଛି। ଅଧିକାଂଶ ଲୋକ ଫିଲ୍ମର କନ୍‌ସେପ୍ଟକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ଆଉ କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ ଆଲିଆ କେବଳ ଫିଲ୍ମରେ ଅଭିନୟ କରିନାହାଁନ୍ତି, ବରଂ ସେ ଏହାର ନିର୍ମାତା ମଧ୍ୟ। ଆଲିଆଙ୍କ ଫିଲ୍ମରେ କେବଳ ପୁରୁଷମାନଙ୍କୁ ମନୋରଞ୍ଜନ ନାମରେ ନିର୍ଯାତନା ଦିଆଯାଉଥିବା ଦର୍ଶାଯାଇଛି।

ଏହା ବ୍ୟତୀତ ସୋଶାଲ ମିଡିଆ ୟୁଜର୍ସମାନେ ପୁରୁଷଙ୍କ ପ୍ରତି ଘରୋଇ ହିଂସା କିପରି ସ୍ୱାଭାବିକ ହୋଇପାରେ ବୋଲି ପ୍ରଶ୍ନ କରିଛନ୍ତି। ଏହି ପ୍ରକାରେ ଲୋକେ ନିଜ ନିଜର ମତ ଉପସ୍ଥାପନ କରି ସୋଶାଲ ମିଡିଆରେ #BoycottAliaBhatt ଓ #BoycottDarlings ଟ୍ରେଣ୍ଡ ଆରମ୍ଭ କରିଦେଇଛନ୍ତି।

ଏହା ହେଉଛି ଆଲିଆଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ। ଏହାକୁ ଜାସ୍ମିନ କେ ରୀନ ନିର୍ଦ୍ଦେଶନା ଦେଇଛନ୍ତି। ଏହାର ପ୍ରଯୋଜନା ଦାୟିତ୍ୱରେ ଗୌରବ ଶର୍ମା, ଆଲିଆ ଭଟ୍ଟ ଓ ଗୌରୀ ଖାନ୍‌ ଅଛନ୍ତି। ରେଡ୍‌ ଚିଲ୍ଲା ଏଣ୍ଟରଟେନ୍‌ମେଣ୍ଟ ଓ ଇଟରନଲ ସନସାଇନ୍‌ ପ୍ରଡକ୍ସନ ବ୍ୟାନରେ ତିଆରି ଏହି ଫିଲ୍ମକୁ ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସ ୮୦ କୋଟି ଟଙ୍କାରେ କିଣିଛି।

https://twitter.com/MenTooSave/status/1554860179501432833?s=20&t=qXAYYBY-C3L1FGrO6M2aeQ

https://twitter.com/itachi_senpai1/status/1554660756095766529?s=20&t=l8njhlI3Dw5iF3he3gaL6A

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story